ମୟୁରଭଞ୍ଜ

ଜମିବାଡ଼ି ମାମଲାରେ ଖୁଡି ହତ୍ୟା ମାମଲାରେ ପୁତୁରାକୁ ଆଜୀବନ କାରାଦଣ୍ଡାଦେଶ

୧୮ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ଚାମୁଡାଡିହି ଗ୍ରାମରେ ଜମିବାଡ଼ି ମାମଲା ନେଇ ଖଣ୍ଡାରେ ଖୁଡିକୁ...

Read more

ମୁଖ୍ୟମନ୍ତ୍ରୀଙ୍କ ୭୮ ତମ ଜନ୍ମ ଦିବସରେ ଗୋରୁମହିଷାଣୀ କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଯୁବ ଓ ଛାତ୍ର ସଂଗଠନ ଆନୁକୁଲ୍ୟରେ ରକ୍ତଦାନ ଶିବିରରେ ୬୩ ୟୁନିଟ ରକ୍ତ ସଂଗୃହୀତ

୧୮ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମାନବ ସେବା ମାଧବ ସେବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓଡ଼ିଶାରେ କୌଣସି ଵ୍ଯକ୍ତି ରକ୍ତ ଅଭାବରେ...

Read more

ପିଉସୀ ର ଏତଲାରେ ଜାମଦା ଏ ଏସ୍ ଆଇ ଆନନ୍ଦ ମାଝୀ କୋର୍ଟ ଚାଲାଣ

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଅଭିଯୋଗ ରହିଛି କି ନା ବାଳିକାକୁ ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖିବା...

Read more

ତିରିଙ୍ଗ ବ୍ଲକରେ ରଗବି ସ୍ପୋର୍ଟସ ର ପ୍ରସିକ୍ଷଣ ଶୁଭାରମ୍ଭ – ରାଇରଙ୍ଗପୁର

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର  :-> ମୟୂରଭଞ୍ଜ ମାଟି ହେଉଅଛି ଖେଳାଳୀ ମାନଙ୍କ ର ମାଟୀ , ଯେଉଁ ମାଟିରେ କି ଧୂତି...

Read more

ରାଇରଙ୍ଗପୁର ମହାବିଦ୍ୟାଳୟ ଓଡିଆ ବିଭାଗର ଆଲୋଚନାଚକ୍ର

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟ ଓଡିଆ ବିଭାଗ ତରଫରୁ 'ଓଡିଶାର ସାସ୍କୃତିକ ବିଭବ : ଶ୍ରୀଜଗନ୍ନାଥ'...

Read more

ରାଇରଙ୍ଗପୁରରେ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ ପକ୍ଷରୁ ଜାତୀୟ ଆଲୋଚନାଚକ୍ର

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରାଇରଙ୍ଗପୁରର ଦକ୍ଷତାବିକାଶ କେନ୍ଦ୍ର ସମ୍ମିଳନୀ କକ୍ଷରେ 'ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷଣା ପରିଷଦ',ରାଇରଙ୍ଗପୁର ପକ୍ଷରୁ " ବୈଷ୍ଣବ...

Read more

ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ର ପ୍ରତିଷ୍ଠା ଦିବସ

୧୭ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୁରଭଞ୍ଜ ଜିଲ୍ଲା ବହଳଦା ସ୍ଥିତ ସଂଯୁକ୍ତା ଯୋଗ ଏବଂ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ଠାରେ...

Read more

ଟାଟାନଗର ବାଦାମପହାଡ଼ ଯାତ୍ରା ସୁବିଧା ପାଇଁ ଦକ୍ଷିଣ-ପୂର୍ବ ରେଳବାଇ ଜେନେରାଲ ମୈନେଜର କୋଳକାତା ଅଧିକାରୀ ଙ୍କୁ ଚାରି-ଦଫା ଦାବି ପତ୍ର ପ୍ରଦାନ

୧୪ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ପୂର୍ବାହ୍ନ ସମୟରେ ରାଇରଙ୍ଗପୁର ଷ୍ଟେସନ ମୈନେଜର ଶ୍ରୀ ସଛିଦାନ୍ନଦ ପ୍ରସାଦ ଙ୍କ ଜରିଆରେ ଟାଟାନଗର ବାଦାମପହାଡ଼...

Read more

ରାଇରଙ୍ଗପୁର ଗ୍ରାମାଞ୍ଚଳ ପୋଲିସ ଦ୍ବାରା ଗୋ ଚାଲାଣ ଟ୍ରକ୍ ଓ ୪୫ ଟି ଗୋରୁ କୁ ଜବତ

୧୪ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ରେ ଗୋ ଚାଲାଣ କମିବାର ନା ଧରୁ ନାହିଁ ଧିରେ ଧିରେ ବଢିବାରେ...

Read more

ରାଇରଙ୍ଗପୁର କଂଗ୍ରେସ ଦଳ ତରଫରୁ ଘରେ ଘରେ ଡୀରଙ୍ଗା ଘରେ ଘରେ ହାତ ର ପଦଯାତ୍ରା ସମାପନ

୧୪ ଅକ୍ଟୋବର  ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ର ୧୦ ୱାର୍ଡ ଠାରୁ କଂଗ୍ରେସ ର ଏକ ବିଶାଳ...

Read more
Page 28 of 36 1 27 28 29 36
  • Trending
  • Comments
  • Latest

Recent News