No Result
View All Result
ନୟାଗଡ (ଓଡିଶା ତାଜା ନିଉଜ୍) ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ନନ୍ଦୀ ଘର ପଞ୍ଚାୟତ ଓସ୍ତିଆ ଠାରେ କୃଷି ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ କୃଷକ ମାନଙ୍କ ର ଆୟ ଦୁଇ ଗୁଣିତ କରିବା ପାଇଁ ଓଡିଶା ସରକାର ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ଛତୁ ଚାଷୀ ମାନଙ୍କୁ ପ୍ରୋସ୍ଛାହିତ କରିବା ସହିତ ସ୍ୱଳ୍ପ ସୁଧ ରେ ସବ୍ସିଡି ଯୁକ୍ତ ଋଣ ଯୋଗାଇ ଦିଆଯାଇଛି । ଆଜି ଓଡ଼ଗାଁ ବ୍ଲକ ନନ୍ଦୀଘର ପଞ୍ଚାୟତ ର ଓସ୍ତିଆ ଠାରେ ଥିବା “ଢ଼ିଙ୍ଗିରି ଛତୁ ” ଫାର୍ମ ହାଉସ ପରିଦର୍ଶନ କରିଥିଲେ ।
No Result
View All Result