• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home Uncategorized

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

Proprietor Abhimanyu Maharana by Proprietor Abhimanyu Maharana
May 19, 2020
in Uncategorized, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍
0
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ
Share on FacebookShare on TwitterWhatsapp

odishatazanews.com, whatsApp – 9938341180, ph.7008991872, facebook – odishatazanews, ଲାଇକ୍ ଓ ସେୟାର କରନ୍ତୁ – Mail – odishatazanews1@gmail.com

6 ମାସ ର ଅନ୍ତଃସତ୍ଵା ପତ୍ନୀ ଙ୍କୁ ଧରି ନୟାଗଡ ଦେଇ ବୌଦ ଚାରିଛକ ଅଞ୍ଚଳ କୁ ବାହାରିଥିବା ଦମ୍ପତି କୁ ସହରାଞ୍ଚଳ ରେ ଦେଲେ ଆଶ୍ରୟ, ଜିଲ୍ଲାପାଳ ଙ୍କୁ ଛୁଟିଲା ସାଧାରଣରେ ପ୍ରଂଶସା ର ସୁଅ ଜିଲ୍ଲାପାଳ ହେବ ତ ଏମିତି ।

ନୟାଗଡ଼ ଜିଲ୍ଲା,ରିପୋର୍ଟ /ରାମକୃଷ୍ଣ ରଥ (ଓଡିଶା ତାଜା ନ୍ୟୁଜ୍‌ )୧୯ ମଇ,ମଙ୍ଗଳବାର, :- ଭୁବନେଶ୍ୱରରୁ 6 ମାସ ର ଅନ୍ତଃସତ୍ଵା ପତ୍ନୀ ଙ୍କୁ ଧରି ନୟାଗଡ ଦେଇ ବୌଦ ଚାରିଛକ ଅଞ୍ଚଳ କୁ ବାହାରିଥିବା ଦମ୍ପତି କୁ ସହରାଞ୍ଚଳ ରେ ଦେଲେ ଆଶ୍ରୟ, ଜିଲ୍ଲାପାଳ ଙ୍କୁ ଛୁଟିଲା ସାଧାରଣରେ ପ୍ରଂଶସା ର ସୁଅ ଜିଲ୍ଲାପାଳ ହେବ ତ ଏମିତି । ମହାନୁଭବତା ର ନିଦର୍ଶନ ଦେଖାଇଛନ୍ତି ଏଠାକାର ଜିଲ୍ଲାପାଳ । ଲକଡାଉନ ସମୟରେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ବ୍ୟକ୍ତିଗତ ଭାବେ ସବୁକଥା ବୁଝୁଛନ୍ତି ଏଠାକାର ଜିଲ୍ଲାପାଳ ଡ଼ା ପୋମା ଟୁଡୁ । ଘଟଣା ଟି ଘଟିଛି ଏହିପରି ଲକଡାଉନ ସମୟରେ ଚାଉମିନ ମିସ୍ତ୍ରୀ ଭାବରେ ଭୁବନେଶ୍ୱର ରେ ଏକ ଦୋକାନ ରେ କାମ କରୁଥିଲେ ବୌଦ୍ଧ ଚାରିଛକ ଅଞ୍ଚଳ ର ବିବାହିତ ବିଜୟ ଦିପ|

କାମ ନ ମିଳିବାରୁ ଆଜି ବିଜୟ ଭୁବନେଶ୍ୱର ରେ ନିଜର ୬ ମାସ ର ଗର୍ଭବତୀ ପତ୍ନୀ ଙ୍କୁ ଧରି ସାଇକେଲ ରେ ନୟାଗଡ ଦେଇ ନିଜ ଅଞ୍ଚଳ କୁ ବାହାରିଥିବା ବିଜୟ ଦୀର୍ଘ ୮୭ କି.ମି. ନିଜ ପତ୍ନୀ ଙ୍କୁ ଧରି ଯାତ୍ରା କରିବା ପରେ ଆସି ପହଁଚିଲେ ନୟାଗଡ ମୁଖ୍ୟ ବସ ଷ୍ଟାଣ୍ଡ ନିକଟରେ ଠିକ ସନ୍ଧ୍ୟା ସାଢେ ୬ ଘଣ୍ଟା ସମୟରେ |ନୟାଗଡ ଛକରେ କିଛି ସମୟ ଥକା ମେଣ୍ଟାଇବା ପରେ ଅନ୍ଧାର ମାଡି ଆସୁ ଥିବା ସତ୍ୱେ ଅନ୍ୟ ଉପାୟ ନ ପାଇ ବିଜୟ ପତ୍ନୀ ଙ୍କୁ ଧରି ବୌଦ୍ଧ ଚାରି ଛକ ଅଞ୍ଚଳ କୁ ବାହାରିପଡିଲେ |କୌଣସି ସୂତ୍ରରୁ ଖବର ପାଇ ଏଠାକାର ଜିଲ୍ଲାପାଳ ଡ଼ା ପୋମା ଟୁଡୁ ବିନମ୍ରତା ର ସହ ମାନବିକତା ର ନିର୍ଦେଶ ଦେଲେ|

କ୍ଲାନ୍ତ ହୋଇଛ, ସେଥିରେ ସାଥିରେ ୬ ମାସ ର ଗର୍ଭବତୀ ପତ୍ନୀ ଏଣିକି ଅନ୍ଧାର ଆସିବା ସହ ବର୍ଷା ଆଗତ ବରଂ ସମସ୍ତ ପ୍ରକାର ବ୍ୟବସ୍ଥା କରିଦେଉଛି ଖାଇ ପିଇ ରାତି ରେ ଏହି ନୟାଗଡ ରେ ରହିଯାଅ ଏବଂ ସକାଳ ହେଲେ ଯାତାୟାତ ପାଇଁ ସମସ୍ତ ସୁବିଧା କରିଦେବି ଏବଂ ନିଜ ଅଞ୍ଚଳ ରେ ସୁବିଧା ରେ ଯାଇ ପହଂଚିଯିବ ବୋଲି ବୁଝାଇବା ପରିପ୍ରେକ୍ଷୀରେ ନୟାଗଡ ପୌର କର୍ତ୍ତୃପକ୍ଷଙ୍କୁ ସେମାନଙ୍କ ର ସମସ୍ତ ଯତ୍ନ ନିଅ ଏବଂ ପତ୍ନୀ ଗର୍ଭବତୀ ଥିବାରୁ ନୟାଗଡ ସହରାଞ୍ଚଳ ଅନ୍ତର୍ଗତ ଜଯାଙ୍ଗି ସାହି ସ୍ଥିତ ୧୧ ନମ୍ବର ୱାର୍ଡ ରେ ଥିବା ପୌରାଞ୍ଚଳ ରେ ଥିବା ବାସହୀନଙ୍କ ଆଶ୍ରୟ ସ୍ଥଳି ରେ ଦମ୍ପତିଙ୍କ ରହିବା, ଖାଇବା ପିଇବା ସହ ଏପରିକି ଗର୍ଭବତୀ ଥିବା ମହିଳାଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପୌର କର୍ତ୍ତୃପକ୍ଷ ଙ୍କୁ ନିର୍ଦେଶ ଦେଲେ ଜିଲ୍ଲାପାଳ |ଜିଲ୍ଲାପାଳ ଙ୍କ ନିର୍ଦେଶ ପାଉ ପାଉ ପୌର କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟକାରୀ କଲେ ଜିଲ୍ଲାପାଳ ଙ୍କ ନିର୍ଦେଶ |

ଆଜି ରାତି ପାଇଁ ସମସ୍ତ ସୁବ୍ୟବସ୍ଥା କରାଗଲା ଦମ୍ପତି ଙ୍କ ପାଇଁ|ଏପରିକି କାଲି ସକାଳୁ ଦମ୍ପତି ଯେଭଳି ସୁବିଧାରେ ନିଜ ଅଞ୍ଚଳ କୁ ଯାତ୍ରା କରିବେ ତାର ମଧ୍ୟ ସୁବନ୍ଦୋବସ୍ତ କରିଛନ୍ତି ଖୋଦ ଜିଲ୍ଲାପାଳ| ଏପରିକି ନୂଆଗାଁ ଅଞ୍ଚଳ ରେ ଜିଲ୍ଲା ପ୍ରଶାସନ ର ଉଦ୍ୟମ ରେ ନୂଆଗାଁ ଠାରେ ଥିବା 62 ଜଣ ଉତ୍ତରପ୍ରଦେଶ ର ଶ୍ରମିକଙ୍କୁ ନିଜ ରାଜ୍ୟ କୁ ଯିବା ପାଇଁ ମଧ୍ୟ ନିଜେ ବ୍ୟକ୍ତିଗତ ଭାବେ ଆସି ସମସ୍ତ ବ୍ୟବସ୍ଥା କରିଥିବା ଜଣାପଡିଛି| ଏପଟେ ଗର୍ଭବତୀ ମହିଳା ଙ୍କୁ ଜଣେ ନାରୀ ହୋଇ ସହଯୋଗ ର ହାତ ବଢ଼ାଇବା ଏବଂ ସେପଟେ ଅନ୍ୟ ରାଜ୍ୟ ର ଶ୍ରମିକ ହେଲେ ମଧ୍ୟ ମାନବିକତା ର ନିଦର୍ଶନ ସ୍ୱରୂପ ସେମାନଙ୍କୁ ନିଜ ରାଜ୍ୟ କୁ ସୁବିଧାରେ ଯିବା ପାଇଁ ସମସ୍ତ ସୁବନ୍ଦୋବସ୍ତ କରିବା ପାଇଁ ନୟାଗଡ ଜିଲ୍ଲାପାଳ କରିଥିବା କାର୍ଯ୍ୟକୁ ସମଗ୍ର ଜିଲ୍ଲା ରେ ସାଧାରଣରେ ଜିଲ୍ଲପାଳ ଙ୍କୁ ବାହା ବାହା ଦେବା ସହ ପ୍ରଂଶସା ର ସୁଅ ଛୁଟିଛି|ଏପରିକି ସାଧାରଣରେ ଜିଲ୍ଲାପାଳ ହେବ ତ ଏମିତିବୋଲି ଶୁଣିବାକୁ ମିଳିଛି |

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version