• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା

Proprietor Abhimanyu Maharana by Proprietor Abhimanyu Maharana
November 8, 2026
in ଓଡ଼ିଶା, ଜଗତସିଂହପୁର, ହୋମ୍
0
ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା
Share on FacebookShare on TwitterWhatsapp

ଜଗତସିଂହପୁର ( ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ବିରିଡି ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା ଶୁକ୍ରବାର ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ସଭାପତିତ୍ୱ କରିଥିଲେ ବିଡ଼ିଓ ଦିବ୍ୟ ରଞ୍ଜନ ବିଶ୍ୱାଳ, ବ୍ଲକର ବିପିଏମ ରୁଦ୍ରପ୍ରତାପ ନନ୍ଦ ଙ୍କ ସଂଯୋଜନାରେ ଅନୁଷ୍ଠିତ ମେଳାରେ ବରେଣ୍ୟ ଅତିଥି ଭାବେ ଏମପି ଡ଼ଃ ବିଭୁ ପ୍ରାସାଦ ତରାଇ, ଏମଏଲଏ ଡ଼ଃ ରମାକାନ୍ତ ଭୋଇ, ବ୍ଲକ ଅଧ୍ୟକ୍ଷା ମମତା ପାତ୍ର, ଜିଲ୍ଲାପରିଷଦ ସଭ୍ୟ ଚନ୍ଦ୍ର ଶେଖର ଦାଶ, ଚିଡିଏଫଓ ଅଜୟ କୁମାର ବସ୍ତିଆ, ସିଡ଼ିଭିଏ ଡ଼. ଜଳଧର ପ୍ରଧାନ, ଏଡିଭିଓ ଡ଼. ଯଦୁନାଥ ପରିଡା, ବିଭିଓ ଡ଼. ଫାଜାଇ ବାରିନ, ଏ ଭିଏଏସ ଡ଼. ସୁବାଷ ଜେନା, ଭିଏଏସ ଡ଼. ପାୟଲ ପ୍ରିୟା ଓ ସମସ୍ତ ଏଲଆଇ, ଗୋମିତ୍ର, ମୈତ୍ରୀ, ମସ୍ଚ୍ୟ ବିଭାଗର ସୌଭାଗ୍ୟ ଦାଶ ଉପସ୍ଥିତ ଥିଲେ l

ବିଶେଷ କରି ଗ୍ରାମାଞ୍ଚଳରେ ରହୁଥିବା ଗରିବ ଚାଷୀ ମାନେ ମସ୍ଚ୍ୟ ଚାଷ, ଗୋପାଳନ, ଛେଳି, ମଇଁଷି ଓ ଘୁଷୁରୀ ଚାଷକରୀ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଧାରିବା ପାଇଁ ସରକାର ପ୍ରୋତ୍ସାହନ ଦେଉଛନ୍ତି ମସ୍ଚ୍ୟ ପାଇଁ ମୁଖ୍ୟମନ୍ତ୍ରୀ ମସ୍ଚ୍ୟ କଲ୍ୟାଣ ଯୋଜନା ରେ ମହିଳା ଏସଏଚଜି ମାନେ ସରକାରୀ ପୋଖରୀକୁ ନିଲାମ ନେଇ ମସ୍ଚ୍ୟ ଚାଷ କଲେ ସରକାରଙ୍କ ପକ୍ଷରୁ ଆର୍ଥିକ ପ୍ରୋତ୍ସାହନ ସହ ମାଛ ଯାଆଁଳ, ଦାନା ଯୋଗାଇ ଦେଉଛନ୍ତି ଏ ସବୁକରୀ ଚାଷୀମାନେ ଲାଭବାନ ହେଉଛନ୍ତି ବ୍ୟକ୍ତିଗତ ପୋଖରୀରେ ଭି ବିଜି ରାମଜୀ ମାଧ୍ୟମରେ ସରକାର ପୋଖରୀ ଖୋଲିବା ପାଇଁ ସହାୟତା ଦେଉଛନ୍ତି l

ସେହିପରି ଗୋପାଳନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସରକାର ଆର୍ଥିକ ସହାୟତା ଯୋଗାଇଦେଉଛନ୍ତି l ଏସବୁର ସୁଯୋଗ ନେବାପାଇଁ ଉପସ୍ଥିତ ଚାଷୀ ମାନଂକୁ ବିଭାଗୀୟ ଅଧିକାରୀମାନେ ପରାମର୍ଶ ଦେଇଥିଲେ l ଏଠାରେ କୃଷକ ପଞ୍ଜିକରଣ ସହ ବିଭାଗ ପକ୍ଷରୁ ବିଭିନ୍ନ ଷ୍ଟଲ ମାନ ଖୋଲାଯାଇ ଚାଷୀ ମାନଙ୍କୁ ପରାମର୍ଶ ଦିଆ ଯାଇ ଥିଲା l ଉପକୃତ ହୋଇଥିବା ଚାଷୀ ମାନଂକୁ ଚେକ ପ୍ରଦାନ କରାଯାଇଥିଲା l ଶେଷରେ ସହକାରୀ ମସ୍ଚ୍ୟ ଅଧିକାରୀ ଚଗୁ ରାଉଳ ଧନ୍ୟବାଦ ଦେଇଥିଲେ l

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା

ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା

November 8, 2026
ଧାନ କ୍ଷେତରେ ମାଛ ଚାଷ : ମାଲକାନଗିରି ଚାଷୀଙ୍କୁ ବୈଜ୍ଞାନିକ ଉପାୟରେ ତାଲିମ ଦେଲେ ବିଶେଷଜ୍ଞ

ଧାନ କ୍ଷେତରେ ମାଛ ଚାଷ : ମାଲକାନଗିରି ଚାଷୀଙ୍କୁ ବୈଜ୍ଞାନିକ ଉପାୟରେ ତାଲିମ ଦେଲେ ବିଶେଷଜ୍ଞ

November 8, 2026
ଚାନ୍ଦପୁର ରାମଚଣ୍ଡୀ ସରକାରୀ ନୋଡାଲ ହାଇସ୍କୁଲ ର ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଘଟଣାର ବିଭାଗୀୟ ତଦନ୍ତ ତୁରନ୍ତ ହେଉ

ଚାନ୍ଦପୁର ରାମଚଣ୍ଡୀ ସରକାରୀ ନୋଡାଲ ହାଇସ୍କୁଲ ର ମଧ୍ୟାହ୍ନ ଭୋଜନ ଚାଉଳ ଚୋରୀ ଘଟଣାର ବିଭାଗୀୟ ତଦନ୍ତ ତୁରନ୍ତ ହେଉ

November 8, 2026
ଓଡିଶାରୁ – ଜାମ୍ମୁ କାଶ୍ମିରୀକୁ ଟ୍ରେନ ଚଳାଚଳ ପାଇଁ ବାଚସ୍ପତୀଙ୍କୁ ଲିଖିତ ଦାବୀ ପତ୍ର

ଓଡିଶାରୁ – ଜାମ୍ମୁ କାଶ୍ମିରୀକୁ ଟ୍ରେନ ଚଳାଚଳ ପାଇଁ ବାଚସ୍ପତୀଙ୍କୁ ଲିଖିତ ଦାବୀ ପତ୍ର

November 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା

ବ୍ଲକ ସ୍ତରୀୟ ମସ୍ଚ୍ୟ ଓ ପଶୁ ସମ୍ପଦ ମେଳା

November 8, 2026
ଧାନ କ୍ଷେତରେ ମାଛ ଚାଷ : ମାଲକାନଗିରି ଚାଷୀଙ୍କୁ ବୈଜ୍ଞାନିକ ଉପାୟରେ ତାଲିମ ଦେଲେ ବିଶେଷଜ୍ଞ

ଧାନ କ୍ଷେତରେ ମାଛ ଚାଷ : ମାଲକାନଗିରି ଚାଷୀଙ୍କୁ ବୈଜ୍ଞାନିକ ଉପାୟରେ ତାଲିମ ଦେଲେ ବିଶେଷଜ୍ଞ

November 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version