୧୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :-> ଟାଟା ପାୱାର ସଦା ସର୍ବଦା ଉନ୍ନତ ମାନ ର ଉପଭୋକ୍ତା ସେବା ଯୋଗାଇବା ପାଇଁ ତପ୍ତର ..... !!

୧.ଚଳିତ ମାସ ଠାରୁ vision tech କମ୍ପାନୀ ର ମିଟର ଲାଗିଥିବା ଉପଭୋକ୍ତା ଙ୍କ ବିଦ୍ୟୁତ୍ ବିଲ୍ ଗୁଡ଼ିକୁ ମିଟର ଖରାପ ଦର୍ଶାଇ average ବିଲ୍ ପ୍ରଦାନ କରାଯାଉଛି ।

୨.vision tech ମିଟର ବଦଳ ରେ ଲାଗିବ smart meter ବା pre paid ମିଟର ଯାହାକୁ କୁ ଉପଭୋକ୍ତା ଙ୍କୁ ଆଗୁଆ recharge କରିବାକୁ ପଡ଼ିବ ନଚେତ୍ ମିଟର ଭିତରେ ନାଲି ବଲ୍ ଜଳୁଥିବ ଘର ସମ୍ପୂର୍ଣ୍ଣ ଅନ୍ଧାର ଥିବ l

୩.ନୂଆ ମିଟର ର ମୂଲ୍ୟ କୁ ଉପଭୋକ୍ତା ଦେବେ ଯାହା ପାଖା ପାଖି 7 ହଜାର ଟଙ୍କା ପଡ଼ି ପାରେ ।

୪. ମିଟର ଲାଗିବା ପରେ ଯାହା ବି ପୂର୍ବ ବକେୟା ଅଛି ତାକୁ ସମ୍ପୂର୍ଣ୍ଣ ଦେବା ପରେ ହିଁ ନୂଆ recharge କରି ହବ ।

୫.ଶୀତ ଦିନ ରେ ବିଲ୍ average ହେଇ ଥିବାରୁ ଖରା ଦିନ ରେ ନିଶ୍ଚିତ ବ୍ୟବହାର ବଢିବା ସହିତ ବିଲ୍ ବୃଦ୍ଧି ହବ । ତେଣୁ ପୂର୍ବ ୬ ମାସ ବିଲ୍ କୁ ହିସାବ କୁ ନେଲେ ଶୀତ ଦିନେ କମ୍ ବ୍ୟବହାର ଥିଲେ ମଧ୍ୟ ଖରା ଦିନ ର ଯେତିକି ଆସିବ ସେଇ ଅନୁସାରେ ପୂର୍ବ ପଇସା ଦେବେ ।ତେଣୁ ଜାଗୋ ଗ୍ରାହକ ଜାଗୋ..

ଅଧିକ ବିବରଣୀ ସହିତ ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଆପଣଙ୍କ ନିକଟସ୍ଥ ବିଦ୍ୟୁତ୍ ଅଫିସ ସହିତ ଯୋଗାଯୋଗ କରନ୍ତୁ l ଏହି MSG କୁ ଅଣଦେଖା କରୁଥିବା ଉପଭୋକ୍ତା ଙ୍କ ପାଇଁ ସୂଚନା ଆପଣ ମାନଙ୍କ ପାଳି ଚଳିତ ମାର୍ଚ୍ଚ ମାସ ପୂର୍ବ ରୁ ମଧ୍ୟ ପଡିପାରେ । ଟାଟା ଉପୋଭକ୍ତା ମାନଙ୍କୁ ଲୁଟିବା ଆରମ୍ଭ କରିଦେଲେଣି ,ସ୍ୱର୍ ଉଠାନ୍ତୁ ନଚେତ୍ ଲୁଟ୍ ର ଶିକାର ସୁନିଶ୍ଚିତ ।