• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଟିପିଏନ୍ ଓଡି ଏଲ୍ ତରଫରୁ OTS ସମାଧାନ ମାରାଥନ ଶିବିର ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
October 29, 2023
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ଟିପିଏନ୍ ଓଡି ଏଲ୍ ତରଫରୁ OTS ସମାଧାନ ମାରାଥନ ଶିବିର ଅନୁଷ୍ଠିତ
Share on FacebookShare on TwitterWhatsapp

୨୮ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଟିପିଏନ୍ ଓଡିଏଲ୍ ରାଇରଙ୍ଗପୁର ଉପଖଣ୍ଡ ତରଫରୁ ଏକ କାଳିନ ବିଲ୍ ପୈଠ ସମାଧାନ ମାରାଥନ ଶିବିର ( ନିଷ୍ଠା କ୍ୟାମ୍ପ) ପ୍ରତ୍ୟେକ ଗାଁ ମାନଙ୍କରେ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ଉପଖଣ୍ଡ ତରଫରୁ କୁସୁମୀ, ଜାମଦା, ବିଜାତଳା,ବିଶୋଇ ବ୍ଲକର ସମସ୍ତ ପଞ୍ଚାୟତର ଗ୍ରାମ ଗୁଡିକରେ ଏହି ଶିବିର ଏସ୍ ଡିଓ ଚିରଞ୍ଜିତ ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।

ଏହି ଶିବିର ଉଭୟ ପଞ୍ଚାୟତ ସରପଞ୍ଚ, ୱାର୍ଡ଼ ମେମ୍ବର, ସମାଜସେବୀ ଏବଂ ହିତାଧିକାରୀଙ୍କୁ ନେଇ ୫୬ରୁ ଉର୍ଦ୍ଧ୍ବ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଏକ କାଳିନ ବିଲ୍ ପୈଠ ସମାଧାନ ଶିବିର ର ମୁଖ୍ୟ ଉଦ୍ଦେଶ୍ୟ ହେଲା ବିଦ୍ୟୁତ୍ ସମ୍ବନ୍ଧିୟ କୋଣସି ଅସୁବିଧା ହେଲେ କିମ୍ବା ବିଦ୍ୟୁତ ବିଲ୍ ସମ୍ବନ୍ଧିୟ କୋଣସି ଆପତ୍ତି ଅଭିଯୋଗ ଥିଲେ ଏବଂ ନୂତନ ବିଦ୍ୟୁତ୍ ସଂଯୋଗ ପାଇଁ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ଶିବିରରେ ଏସ୍ ଡି ଓ ଶ୍ରୀ ଚିରଞ୍ଜିତ୍ ସାହୁ ସହିତ କନିଷ୍ଠ ଯନ୍ତ୍ରୀ , ଏସ୍ ସି ଓ , ବିଦ୍ୟୁତ୍ କର୍ମଚାରୀ ଉପସ୍ଥିତ ହୋଇ ହିତାଧିକାରୀଙ୍କ ଆପତ୍ତି ଅଭିଯୋଗ ଗ୍ରହଣ କରି ସମାଧାନ କରିଥିଲେ । ଏହି ଶିବିର ମାଧ୍ୟମରେ ରାଇରଙ୍ଗପୁର ଉପଖଣ୍ଡ ବିଦ୍ୟୁତ୍ ବିଭାଗର ଏସ୍ ଡି ଓ ଚିରଞ୍ଜିତ ସାହୁ ଙ୍କ ପ୍ରଚେଷ୍ଟାରେ ଶତକଡା ୯୫ ପ୍ରତିଶତ ବିଲ୍ ପୈଠ ସମାଧାନ ହୋଇ ପାରିଛି। ଏହି କୁସୁମୀ, ଜାମଦା, ବିଶୋଇ,

ବିଜାତୋଳା ବ୍ଲକର ଦୂର୍ଗମ ଅଞ୍ଚଳ ର ବିଭିନ୍ନ ଗ୍ରାମ ମାନଙ୍କ ରେ ବିଦ୍ୟୁତ୍ ବିଭାଗର କର୍ମଚାରୀ ପହଞ୍ଚି ପାରୁନଥିଲେ ଯାହା ଦ୍ବାରା ବିଦ୍ୟୁତ୍ ବିଲ୍ ମାସ ମାସ ଏବଂ ବର୍ଷ ବର୍ଷ ଧରି ପୈଠ ହୋଇ ପାରୁନଥିଲା। ଯାହା ଫଳରେ ହିତାଧିକାରୀ ଙ୍କ ବିଦ୍ୟୁତ୍ ବିଲ୍ ବଢ଼ି ବଢ଼ି ବହୁତ ହୋଇଯାଉଥିଲା ଯାହା ସେମାନେ ପୈଠ କରିପାରୁନଥିଲେ। କିନ୍ତୁ ଏସ୍ ଡିଓ ଙ୍କ ପ୍ରଚେଷ୍ଟାରେ ଏହି ଚାରି ବ୍ଲକର ପ୍ରତ୍ୟେକ ଗାଁ ଏବଂ ଦୂର୍ଗମ ଅଞ୍ଚଳ ଗାଁ ମାନଙ୍କରେ ଏହି ଶିବିର କରି ହିତାଧିକାରୀ ଙ୍କ ଏକ କାଳିନ ବିଲ୍ ପୈଠ କରିବା ସହିତ ଏହି ଶିବିର ସଫଳ ହୋଇପାରିଛି ।

ଯାହାର ଉଦାହରଣ ପୋଡଷୀ ଝାଡ଼ଖଣ୍ଡ ରାଜ୍ୟର ସିମାନ୍ତ ଜାମଦା ବ୍ଲକର ତାରଣା ପଞ୍ଚାୟତ ବଡସିହା ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମରେ ମୂଳରୁ ବିଦ୍ୟୁତ୍ ବିଲ୍ କେବେ ପୈଠ ହୋଇ ପାରିନଥିଲା। ଯାହା ଫଳରେ ମାସ ମାସ ବର୍ଷ ବର୍ଷ ଧରି ହିତାଧିକାରୀ ଙ୍କ ବକେୟା ବିଦ୍ୟୁତ୍ ବିଲ୍ ୫୦ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ହୋଇ ଯାଇଥିଲା । ଯାହା ସେମାନେ ପୈଠ କ ରି ପାରୁ ନଥିଲେ , ଯାହା ଫଳରେ ଲକ୍ଷାଧିକ ଟଙ୍କା ବିଦ୍ୟୁତ୍ ବିଲ୍ ପୈଠ ହୋଇ ପାରିନଥିଲା । 

ଯାହା ଫଳରେ ହିତାଧିକାରୀ ସମୟ ସମୟରେ ବିଦ୍ୟୁତ୍ ସେବା ସୁବିଧା ରୁ ମଧ୍ୟ ବଞ୍ଚିତ ହେଉଥିଲେ। କୋଣସି ବିଦ୍ୟୁତ୍ କର୍ମଚାରୀ ଗାଁ କୁ ଗଲେ ମଧ୍ୟ ଅତ୍ୟଧିକ ବିଦ୍ୟୁତ୍ ବିଲ୍ ଥିବାରୁ ପୈଠ କରି ପାରୁ ନଥିଲେ। କିନ୍ତୁ ଏସ୍ ଡିଓ ଚିରଞ୍ଜିତ ସାହୁ ଙ୍କ ପ୍ରଚେଷ୍ଟାରେ ଉକ୍ତ ଗ୍ରାମରେ ଶିବିର ମାଧ୍ୟମରେ ଲୋକ ମାନଙ୍କୁ ଶିବିରରେ ଆପସ ବୁଝାମଣା ଦ୍ଵାରା ଶତକଡା ୧୦୦ ପ୍ରତିଶତ ବିଦ୍ୟୁତ୍ ବିଲ୍ ପୈଠ ହୋଇ ପାରିଛି।

ଉକ୍ତ ଶିବିର ରେ ଗାଁ ର ପାଲୁ ଟୁଡୁ ଙ୍କ ନେତୃତ୍ବରେ ଲାସ ବ୍ରଜ, ଦୁସରୁ ବ୍ରଜ, ନରହରି ପାତ୍ର,ମାଜୁରା ବ୍ରଜ, ଗାଲୁ ଗାଗାରାଇ, ଗଙ୍ଗାଧର ପାତ୍ର,କାଣ୍ଡାଇ ହେମ୍ରମ, ଶ୍ୟାମ ଚରଣ ସୋରେନ୍, ଲଛୁ ହେମ୍ରମ,ସାଲଖୁ ସୋରେନ୍,ଶ୍ୟାମ ଚରଣ ବେଶ୍ରା,ସୁରାଇ ବେଶ୍ରା, ସୁନ୍ଦର ମୋହନ ମୁର୍ମୁ,ଆଶା ସୋରେନ୍ ପ୍ରମୁଖ ହିତାଧିକାରୀ ଉକ୍ତ ଶିବିର ରେ ଯୋଗଦେଇଥିଲେ। ଏହି ଶିବିର ରେ ଆପସ ବୁଝାମଣା ସହିତ, ନୂତନ ବିଦ୍ୟୁତ୍ ସଂଯୋଗ,

ବିଦ୍ୟୁତ୍ ସମ୍ବନ୍ଧୀୟ କୋଣସି ଅଭିଯୋଗ, ବିଭିନ୍ନ ବିଦ୍ୟୁତ୍ ବିଲ୍ ସମ୍ପନ୍ଧୀୟ ଆଲୋଚନା ମାଧ୍ୟମରେ ଏକ କାଳିନ ବିଲ୍ ପୈଠ ପାଇଁ ଶିବିର ରେ ଆଲୋଚନା ହୋଇଥିଲା। ଏହା ପରେ ସମସ୍ତ ହିତାଧିକାରୀ ସମସ୍ତ ବିଦ୍ୟୁତ୍ ବିଲ୍ ପୈଠ କରିଥିଲେ। ଉକ୍ତ ଗ୍ରାମର ପାଲୁ ଟୁଡୁ ଙ୍କ ସମେତ ସମସ୍ତ ହିତାଧିକାରୀ ବିଦ୍ୟୁତ୍ ବିଭାଗର ଏସ୍ ଡିଓ ଙ୍କୁ ଏହି କାର୍ଯ୍ୟ ପାଇଁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ପରି ଏସ୍ ଡିଓ ଙ୍କ ପ୍ରଚେଷ୍ଟାରେ ଏହି ଚାରି ବ୍ଲକର ଗ୍ରାମ ମାନଙ୍କ ରେ ଏହି ଶିବିର ସଫଳ ହୋଇଛି। ଆଗକୁ ମଧ୍ୟ ବିଦ୍ୟୁତ୍ ସମ୍ବନ୍ଧୀୟ କୋଣସି ଅସୁବିଧା ପାଇଁ ବୁଝାମଣା ସହିତ ସମାଧାନ ହୋଇପାରିବ ଏ ନେଇ ଏସ୍ ଡିଓ ସୂଚନା ଦେଇଛନ୍ତି। ବହୁ ହିତାଧିକାରୀ ଙ୍କ ପୁରୁଣା ମାସ ମାସ ବର୍ଷ ବର୍ଷ ର ପୁରୁଣା ବକେୟା ବିଲ୍ ସବୁ ପୈଠ ହୋଇପାରିଛି। ଏସ୍ ଡିଓ ଙ୍କ ଏହି ପରି କାର୍ଯ୍ୟ କୁ ସାଧାରଣ ରେ ସମସ୍ତେ ପ୍ରଶଂସା କରୁଛନ୍ତି।

ମତାମତ : ରାଇରଙ୍ଗପୁର ଉପଖଣ୍ଡ ବିଦ୍ୟୁତ୍ ବିଭାଗର ଏସ୍ ଡିଓ ଚିରଞ୍ଜିତ ସାହୁ : କୁସୁମୀ,ଜାମଦା,ବିଜାତଳା, ବିଶୋଇ ଆଦି ବ୍ଲକ ମାନଙ୍କରେ ଉକ୍ତ ଶିବିର ସଫଳ ହୋଇପାରିଛି। ବିଦ୍ୟୁତ୍ ବିଲ୍ ପୈଠ ଏବଂ ବିଦ୍ୟୁତ୍ ସମ୍ବନ୍ଧୀୟ ସମସ୍ତ ସମସ୍ୟାର ସମାଧାନ ହୋଇପାରିଛି। ଏନେଇ ସେ ସମସ୍ତ ସରପଞ୍ଚ, ୱ।ଡମେମ୍ବର ସମାଜସେବୀ, ପୋଲିସ୍, ଅଗ୍ନି ଶ୍ରମ ବିଭାଗ ଏବଂ ହିତାଧିକାରୀ ଙ୍କ ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

ନୟାଗଡରେ ସିଏମ ଟ୍ରଫି ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ୨-୧ ଗୋଲରେ ଶରଣକୁଳ ଏଫ.ସି ଡିଏଭି ଏଫ.ସି ନୟାଗଡ ଠାରୁ ବିଜୟୀ

May 1, 2026
ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

ଇଟାମାଟି ପଂଚାୟତ ପି.ଇ.ଓ ଙ୍କୁ ବ୍ଲକରେ ଦିଆଗଲା ଅବସର କାଳୀନ ସମ୍ୱର୍ଦ୍ଧନା

May 1, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

ଜଙ୍ଗଲ ମଧ୍ୟରେ ଗଛିତ ଥିବା ୩୫୪୮ କେଜି ବେଆଇନ ଗଞ୍ଜେଇ ଜବତ

May 1, 2026
ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

ଶ୍ରୀମନ୍ଦିର ପ୍ରବେଶ ଓ ଦର୍ଶନ ଅଧିକାର ପାଇଁ ପଦଯାତ୍ରା କୁ ୧ ମାସ ପୂରିଲା

May 1, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version