ଗଞ୍ଜାମ

ଗଜପତି ଜିଲ୍ଲାର ଅପହଞ୍ଚ ଓପାହାଡିଆ ଅଞ୍ଚଳରେ ଅତ୍ୟାଧୁନିକ ଡ୍ରୋନଦ୍ବାରା ଗଞ୍ଜେଇ ଚାଷ କୁ ସମୂଳେ ଉତ୍ପାଟନ କରିବାକୁ ପ୍ରୟାସ ଆରମ୍ଭ କରିଛିଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାରୁ ଗଞ୍ଜେଇ ଚାଷ ସମୂଳେ ଉତ୍ପାଟନ କରିବାକୁ ପ୍ରୟାସ ଆରମ୍ଭ କରିଛି ଅବକାରୀ...

Read moreDetails

ଗଜପତି ଜିଲ୍ଲାରେ କୋଭିଡ ଟୀକାକରଣ ପାଈଁ ସଚେତନତା ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଜିଲ୍ଲାରେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନକୁ ଦୃଷ୍ଟିରେ ରଖି କୋଭିଡ ଟେଷ୍ଟ ଓ କୋଭିଡ଼...

Read moreDetails

ଗୋଷାଣୀ ବ୍ଲକର ଜୋନ୍ ନଂ ୬ରେ ବିଜେଡ଼ି ଦଳର ଜିଲ୍ଲା ପରିଷଦ ପାର୍ଥି ଏସ. ବାଲାରାଜୁ ଙ୍କ ପାଇଁ ବିଜେଡ଼ି ଦଳ ପକ୍ଷରୁ ତାରନିର୍ବାଚନ ପ୍ରଚାରକୁ ଜୋରଦାର କରିଛି

ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାଗୋଷାଣୀ ବ୍ଲକ କରସଣ୍ଡା ଗ୍ରାମ ପଞ୍ଚାୟତରବିଭିନ୍ନ ଗ୍ରାମରେ ବିଜେଡ଼ି ଦଳର ପ୍ରଚାର କାର୍ଯ୍ୟକ୍ରମଅନୁଷ୍ଠିତ...

Read moreDetails

ରାୟଗଡ ଠାରେ କଂଗ୍ରେସ ଦଳର ରୋଡ ସୋ

ଓଡ଼ିଶା ତାଜା ନ୍ୟୁଜ୍ (୫ ଫେବ୍ରୁଆରୀ ଶନିବାର ) ରାୟଗଡ :- ସାରା ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଈଁ ସମସ୍ତ ରାଜନୈତିକ ଦଳ ଅଣ୍ଟା...

Read moreDetails

ଗଜପତି ଜିଲ୍ଲା ପୋଲିସକୁ ମିଳିଛି ବଡ଼ଧରଣର ସଫଳତା : ୨୪ଟି ଚୋରା ମଟର ସାଇକେଲ ଜବତ ୭ ଗିରଫ ଗଜପତି – ପାରଳାଖେମୁଣ୍ଡି

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ପୋଲିସ କୁ ବଡ ଧରଣର ସଫଳତା ମିଳିଛି, ସେରଙ୍ଗ ପୋଲିସ ଦ୍ବାରା...

Read moreDetails

ଗଜପତି ଜିଲ୍ଲା ଅବକାରୀ ବିଭାଗ ଓ ପାରଳାଖେମୁଣ୍ଡି ଅବକାରୀ ବିଭାଗର ଭ୍ରାମ୍ୟମାଣ ଟିମ୍ ର ମିଳିତ ଚଢଉ ୨୯ଲିଟର ଦେଶୀମଦ ଜବତ ୨ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏବଂ ଜିଲ୍ଲା ଅବକାରୀ...

Read moreDetails

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଆର.ସିତାପୂର ଗ୍ରାମଠାରେ ଶ୍ରୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୋସାଣି ବ୍ଲକ ଅନ୍ତର୍ଗତ ରାଜ ସୀତାପୁର(ରାସୁର) ଗ୍ରାମସ୍ଥିତ ବୃହତ ପୋଖରୀ...

Read moreDetails

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସଦର ମହକୁମା : ଗୁମ୍ମା  ଠାରେ ଭାରତୀୟ ମଜଦୂର ସଂଘ୍ ପକ୍ଷରୁ – ଆଶା କର୍ମୀ ମାନଙ୍କ ସମସ୍ୟା କୁ ନେଇ ଏକ ବୈଠକ ଅନୁଷ୍ଠିତ

 ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାରଗୁମ୍ମାବ୍ଲକର ସଦର ମହକୁମା ଗୁମ୍ମା ଠାରେ ବ୍ଲକରେ କାର୍ଯ୍ୟରତ ଆଶାକର୍ମୀଙ୍କୁ ନେଇ ଭାରତୀୟ...

Read moreDetails

ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୁଡ଼ାମାରିରାଜ ସାହେବ ଶ୍ରୀଯୁକ୍ତ ଉଦୟ ନାରାୟାଣ ଦେବ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

ଓଡ଼ିଶା ତାଜା ନ୍ୟୁଜ୍ ( ୪ ଫେବ୍ରୁଆରୀ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାମୋହନା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ପୋଡାମାରୀର ରାଜା ସାହେବ ଶ୍ରୀଯୁକ୍ତ...

Read moreDetails
Page 54 of 150 1 53 54 55 150
  • Trending
  • Comments
  • Latest

Recent News