No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୭ ଫେବ୍ରୁଆରୀ ସୋମବାର ) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାଗୋଷାଣୀ ବ୍ଲକ କରସଣ୍ଡା ଗ୍ରାମ ପଞ୍ଚାୟତରବିଭିନ୍ନ ଗ୍ରାମରେ ବିଜେଡ଼ି ଦଳର ପ୍ରଚାର କାର୍ଯ୍ୟକ୍ରମଅନୁଷ୍ଠିତ ହୋଇଥିଲାବିଜେଡି ଦଳର ଏହି ପ୍ରଚାର କାର୍ଯ୍ୟକ୍ରମ ବିଜେଡ଼ି ଯୁବ ନେତା ଇଂ.ରୂପେଶ ପାଣିଗ୍ରାହୀ, ବରିଷ୍ଠବିଜେଡ଼ି ନେତାବସନ୍ତଦାସ,ବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପକୁମାର ନାୟକ, ଉପ ସଭାପତି ଶ୍ରୀଲକ୍ଷ୍ମୀକାନ୍ତପରିଛା,ଜାମିନଦାର ପଟ୍ଟନାୟକ, ଯୁବ ନେତା ଦେବୀ ପ୍ରସାଦ ପଟ୍ଟନାୟକ ,ବିଜେଡ଼ି ଜିଲ୍ଲାଯୁବ ସଭାପତି ଏସ.ଲିଂଗରାଜୁ,

ପ୍ରମୂଖ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ବାହାରି ବିଜେଡ଼ି ସମର୍ଥିତ ଜିଲ୍ଲା ପରିଷଦ ଯୋନ ନଂ୬ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ପାର୍ଥୀ ଶାସନମ ବାଲାରଜୁଙ୍କ ପାଇଁ ପ୍ରଚାରକୁ ଜୋରଦାର
କରିଥିବା ଦେଖିବାକୁ ମିଳିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କୁ ନେଇ ଲକମାନଙ୍କ ପାଖକୁ ଯାଇ ବୁଝାଇ ବିଜେଡ଼ି ଦଳର ପାର୍ଥୀ ସାସନମ ବାଲାରାଜୁଙ୍କୁ ଭୋଟ ଦେଇ ଜୟଯୁକ୍ତ କରାଇବା ପାଈଁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ l

No Result
View All Result