No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୫ ଫେବ୍ରୁଆରୀ ଶନିବାର ) ରାୟଗଡ :- ସାରା ରାଜ୍ୟରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ପାଈଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡିଥିବା ବେଳେ ଗଜପତି ଜିଲ୍ଲା ମହନା ନିର୍ବାଚନ ମଣ୍ଡଳୀ ର ରାୟଗଡ ବ୍ଲକ କଂଗ୍ରେସ ର ତତ୍ପରତା ଦେଖାଇଛି। ରାୟଗଡ଼ ଠାରେ ଶନିବାର ଦିନ କଂଗ୍ରେସ୍ କାର୍ଯ୍ୟଳୟ ଠାରୁ ବାହାରି ହାଟପଦା ପଯ୍ୟନ୍ତ ହଜାର ହଜାର କଂଗ୍ରେସ କର୍ମୀ ମାନଙ୍କ ସହ ରୋଡ ସୋ କରାଯାଇଥିବା ଦେଖିବକୁ ମିଳିଛି। ରାୟଗଡ଼ ଜିଲ୍ଲାପରିଷଦର ୧୩ ନଂ ଯୋନର କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତୀ ମହେଶ୍ୱରୀ ଦେବୀ(ପିଙ୍କି) ଭୋଟ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା ।

ଶ୍ରୀମତି ମାହେଶ୍ୱରୀ କହିଛନ୍ତି ଲୋକେ କାଗ୍ରେସ ଦଳକୁ ଚାହୁଛନ୍ତି ତେଣୁ ରାୟଗଡ଼ ବ୍ଲକର 13
ଜୁନ ର ଜିଲ୍ଲା ପରିଷଦ କୁ ଜୟଯୁକ୍ତ କରାଇବା ପାଇଁ କର୍ମୀ ମାନଙ୍କୁ କହିଛନ୍ତି ଏହା ସହ କର୍ମୀ ମାନେ ମଧ୍ୟ ଉତ୍ସାହର ସହ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି l ଆଜିର ଏହି ରୋଡ ସୋ କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ ବାସିଙ୍ଗୁ ଆଚାର୍ଯ୍ୟ କରିଛି l

କଂଗ୍ରେସ ଦଳ ରାୟଗଡ଼ ବ୍ଲକ୍ ନଂ 13 ଜୁନ ରେ ଅନ୍ୟ ଦୁଇ ଦଳ ଠାରୁ କଂଗ୍ରେସ ଆଗୁଆ ଥିବା ଅନୁମାନ କରାଯାଉଛି l କଂଗ୍ରେସ୍ ଦଳର ବ୍ଲକ ସଭାପତି ଲବ ଶବର ଉପସଭାପତି ମଫିଏଲ୍ ସ୍ୱାଲସିଂ, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଅରୁଣ କୁମାର ମାଝୀ, ବ୍ଲକ ଯୁବ କଂଗ୍ରେସ ସଭାପତି ବିବେକା ନନ୍ଦ ଶବର ବିନାୟକ ଭୂୟାଁ ଜିବିଶୀୟ ସ୍ୱାଲସିଂ ସୁବି ଚିଞ୍ଚାଣୀ ମୂର୍ସୂତା ମଣ୍ଡଳ,

ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରାମ ପ୍ରସାଦ ମହାନ୍ତି ଙ୍କ ସହିତ ଅନେକ କାର୍ମି ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା। ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି ଓ ବ୍ଳକ ର ବହୁ କଂଗ୍ରେସ କର୍ମୀ ମାନେ ଯୋଗ ଦେଇ ଥିବା ଦେଖିବାକୁ ମିଳୁଛି l ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି

No Result
View All Result