ମୟୁରଭଞ୍ଜ

ଅନ୍ତର୍ଜାତୀୟ ମାନବଧିକାର ସଂଗଠନ ପକ୍ଷରୁ ବହଳଦା ତହସିଲଦାର ଓ ବିଡିଓ’ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୁରଭଞ୍ଜ ଜିଲ୍ଲା ଅନ୍ତର୍ଗତ ବହଳଦା ବ୍ଲକ ଏବଂ ତହସିଲ କାର୍ଯ୍ୟାଳୟରେ ନୂତନ ଭାବେ ଯୋଗ ଦେଇଥିବା ବ୍ଲକ...

Read more

ବଡ଼ ମଣଦା ଗ୍ରାମର ଜୈନ୍ୟକ ମହିଳା ନିଆଁ ରେ ପୋଡ଼ି ମୃତ : ଥାନାରେ ମାମଲା ରୁଜୁ

୨ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ବଡ଼ ମଣଦା ଗ୍ରାମର ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନିକଟ...

Read more

SBI ତରଫରୁ ସ୍ବତନ୍ତ୍ର ପେନସନ୍ କାଉଣ୍ଟର ବ୍ଯବସ୍ଥା ଉପଭୋକ୍ତାଙ୍କ ଜୀବନ ପ୍ରମାଣପତ୍ର ପରିଚୟପତ୍ର ପ୍ରଦାନର ଏଥର ସୁବିଧା ହେବ

୦୧ ନଭେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରାଇରଙ୍ଗପୁର ଏସବିଆଇ ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସେବା ନିବୃତ କର୍ମଚାରୀ ପେନସନ...

Read more

ଅଖଣ୍ଡ ଭାରତ ର ଏକତା ପ୍ରତିଷ୍ଠା କରିବାରେ ମୁଖ୍ଯ ନାୟକ ସର୍ଦ୍ଦାର ବଲ୍ଲଭଭାଇ ପଟେଲ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଜନ୍ମ ଭୂମି ଭାରତ ବର୍ଷରେ ଅନେକ ଦିଗଦ୍ରଷ୍ଟା ମହା ମାନବ ମାନଙ୍କୁ ଜନ୍ମ ଦେଇଛି ।...

Read more

ରବି ଫସଲ ପାଇଁ ଜଳ ଯୋଗାଣ ନିମନ୍ତେ ‘ ରାଇରଙ୍ଗପୁର ଉତ୍ପାଦକ ସଂଗଠନ ତରଫ ରୁ ଜଳ ସଂପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରବି ଋତୁ ଆରମ୍ଭ ହହୋଇଗଲାଣି, ଧାନ ଅମଳ ପରେ ପରେ ରବି ଚାଷ ଆରମ୍ଭ ହେବ...

Read more

ଲୋକସଂସ୍କୃତିବିତ୍ ଡକ୍ଟର ଆଦିକନ୍ଦ ମହାନ୍ତଙ୍କ ଆତ୍ମଜୀବନୀ ‘ଶିକ୍ଷକ’ ଉନ୍ମୋଚିତ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ରାଇରଙ୍ଗପୁର ସ୍ଥିତ ଅନନ୍ୟ ସାଂସ୍କୃତିକ ପୀଠ କୁଡୁମୀ ଭବନଠାରେ ମୟୂରଭଞ୍ଜ ଲୋକସଂସ୍କୃତିର ବିଶିଷ୍ଟ ଗବେଷକ ସ୍ବର୍ଗତ...

Read more

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା କାର୍ଯ୍ୟକ୍ରମ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମହିଳା ମହାବିଦ୍ୟାଳୟରେ ଭିଜିଲାନ୍ସ ସଚେତନତା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି।ଭାରତ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏବଂ...

Read more

ଦ୍ଵାରଶୁଣି ଘାଟି ରାସ୍ତାରେ ଗୋ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ – ବହୁ ସଂଖ୍ୟାରେ ନିରିହ ଗୋରୁ ମୃତ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ମୟୂରଭଞ୍ଜ ଜିଲ୍ଲା ଗୋମାଫିଆଙ୍କ ଭୂସ୍ଵର୍ଗ ପାଲଟିଛି । ବେଆଇନ ପଶୁଚାଲାଣ ଯୋଗୁଁ ପଶୁଧନ ଦିନକୁ ଦିନ...

Read more

ରାଇରଙ୍ଗପୁର ଜାତୀୟ କଂଗ୍ରେସ ଦଳ ତରଫ ରୁ ମହୀୟସୀ ମହିଳା ତଥା ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କର ଶ୍ରାଦ୍ଧବାର୍ଷିକୀ ଦିବସ ପାଳିତ

୩୧ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ଭାରତ ର ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧି ଜଣେ ମହିୟସୀ ମହିଳା | ସେ ଜଣେ ନୀତିବାନ...

Read more

ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଭୋଟର ସଂଶୋଧନ ଓ ପଞ୍ଜିକରଣ ସଚେତନ କେନ୍ଦ୍ର ଉଦଘାଟିତ  

୩୦ ଅକ୍ଟୋବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ ) ରାଇରଙ୍ଗପୁର :-> ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ -୨୦୨୪ ପରିପ୍ରେକ୍ଷିରେ ଅଧିକରୁ ଅଧିକ ଯୁବ ଭୋଟର ତଥା...

Read more
Page 26 of 38 1 25 26 27 38
  • Trending
  • Comments
  • Latest

Recent News