Uncategorized

ଶଙ୍ଖଚିଲା ଠାରେ ଓଡିଶା ବ୍ରାହ୍ମଣ ସମାଜ ଯାଜପୁର ଶାଖାର ପ୍ରଶାସନିକ ବୈଠକ

ଓଡ଼ିଶା ତାଜା ନିୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର) କୋରାଇ :- ଓଡିଶା ବ୍ରାହ୍ମଣ ସମାଜ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ଯାଜପୁର ଶାଖା ପକ୍ଷରୁ ରବିବାର କୋରାଇ ବ୍ଲକ...

Read moreDetails

ସ୍ତ୍ରୀକୁ ନିର୍ଯ୍ୟାତନା ଘଟଣାରେ ସ୍ୱାମୀ ଗିରଫ

ଓଡ଼ିଶା ତାଜା ନିୟୁଜ୍ (୨୦ ଅକ୍ଟୋବର ମଙ୍ଗଳବାର)କୋରାଇ :- କୋରାଇ ଥାନା ଅନ୍ତର୍ଗତ କାଚରାସାହି ଗ୍ରାମର ସୁଶାନ୍ତ ବାରିକ ମଦ୍ୟପାନ କରି ନିଶାସକ୍ତ ହୋଇ ତା’ର ସ୍ତ୍ରୀର...

Read moreDetails

ଲକ୍ଷ୍ମୀନଗରରୁ ଚୋରି ଘଟଣା ; ୭ଦିନପରେ ୪ଚୋରକୁ ଧରିଲା ପୁଲିସ ୫୦୦୦ଟଙ୍କା – ୫ଟି ମୋବାଇଲି ସହ ସୁନା ଅଳଙ୍କାର ଜବତ

ଓଡ଼ିଶା ତାଜା ନିୟୁଜ୍ (୧୮ ଅକ୍ଟୋବର ରବିବାର) କୋରାଇ :- କୋରାଇ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ପାଶ୍ୱର୍ସ୍ଥ ଲକ୍ଷ୍ମୀନଗର ଠାରେ ରହୁଥିବା ରାମକୃ୩⁄୪ପୁର ଗ୍ରାମର...

Read moreDetails

ଢେଙ୍କାନାଳ ଜିଲ୍ଲାରେ ଶ୍ରୀ ସରୋଜ ପଟ୍ଟନାୟକ ନୂତନ ଜିଲ୍ଲା କଂଗ୍ରେସ ସଭାପତି

ଓଡ଼ିଶା ତାଜା ନିୟୁଜ୍ (୧୮ ଅକ୍ଟୋବର ରବିବାର) ଢେଙ୍କାନାଳ :- ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ଢେଙ୍କାନାଳ ଜିଲ୍ଲାରେ ନୂତନ କଂଗ୍ରେସ ସଭାପତି ମନୋନୀତ...

Read moreDetails

ପୁରୀ ସ୍ୱର୍ଗଦ୍ୱାରରେ ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣାକୁ ହଟାଇଛି ପ୍ରଶାସନ

ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର) ପୁରୀ :- ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣାକୁ ହଟାଯାଇଛି । ଆଜିଠାରୁ ସ୍ୱର୍ଗଦ୍ୱାରର କଟକଣାକୁ ହଟାଇଛି...

Read moreDetails

ଗଜପତି ଜିଲ୍ଲା ବନ ବିଭାଗ ଓ କାଠ ମାଫିଆ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ; ଆନ୍ଧ୍ର ଓଡ଼ିଶା ସୀମାନ୍ତ୍ ରୁ ଲକ୍ଷାଧିକ ଟଙ୍କାର ରକ୍ତ ଚନ୍ଦନ କାଠ ଜବତ – ମାଫିଆ ଫେରାର

ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର) ପାରଳାଖେମୁଣ୍ଡି :- ବନ ବିଭାଗ ଓ କାଠ ମାଫିଆ ଙ୍କ ମଧ୍ୟରେ ମଧୁ ଚନ୍ଦ୍ରିକା ଜଗୁ ଗଜପତି ଜିଲ୍ଲାର...

Read moreDetails

ଆୟବର୍ହିଭୂତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି. ନାଗେଶ୍ବର ରାଓଙ୍କ ଘରେ ଭିଜିଲାନ୍ସ ଚଢାଉ ୩୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଓ ସୁନା ମିଳିଥିବା ବେଳେ୬ ଟି ସ୍ଥାନରେ ଚଢାଉ ଜାରୀ ରହିଛି

ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର) ପାରଳାଖେମୁଣ୍ଡି :- ଆୟ ବହର୍ଭୁତ ସମ୍ପତି ଠୁଳ ମାମଲାରେ ଅଧ୍ୟାପକ ଜି. ନାଗେଶ୍ଵର ରାଓଙ୍କ ପାରଳାଖେମୁଣ୍ଡି ସ୍ଥିତ ରଧାଗୋବିନ୍ଦ...

Read moreDetails

କେନ୍ଦୁପତ୍ର ଶ୍ରମିକଙ୍କ ସମସ୍ୟା ; ଡିଏଫଓ କାର୍ଯ୍ୟାଳୟ ଘେରାଉ ନିଷ୍ପତ୍ତି – ପଦ୍ମପୁର

ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର) ପଦ୍ମପୁର :- କେନ୍ଦୁପତ୍ର ସିଜିନାଲ କର୍ମଚାରୀ, ୱାଚର, ତୁତାଲୀ,ବନ୍ଧେଇ ଶ୍ରମିକଙ୍କ ବିଭିନ୍ନ ଦାବି ନେଇ ପଦ୍ମପୁର କେନ୍ଦୁପତ୍ର ଡିଏଫଓ...

Read moreDetails

ଅନାସ୍ଥା ପ୍ରସ୍ତାବରେ ପରାଜିତ ଅମ୍ରିତା ସାହୁ : ବ୍ଳକ ଅଧ୍ୟକ୍ଷା ପଦରେ ଆନନ୍ଦିନୀ ଭୋଇ

ଓଡ଼ିଶା ତାଜା ନ୍ୟୁଜ (୧୯ ଅକ୍ଟୋବର ସୋମବାର) କଳାହାଣ୍ଡି :- କର୍ଲାମୁଣ୍ଡା ବ୍ଳକ ଅଧ୍ୟକ୍ଷା ଅମ୍ରିତା ସାହୁ ଅନାସ୍ଥା ପ୍ରସ୍ତାବରେ ପରାଜିତ ହେବା ପରେ ଉପାଧ୍ୟକ୍ଷା ଆନନ୍ଦିନୀ...

Read moreDetails
Page 70 of 431 1 69 70 71 431
  • Trending
  • Comments
  • Latest

Recent News