ଗଜପତି

ଗଜପତି ଜିଲ୍ଲାର ସଦର ମହକୁମା : ପାରଳା ନମ୍ବର ୱାର୍ଡଖେମୁଣ୍ଡି ସହରର୧୫ର ମେଡିକାଲ ଛକ ଠାରୁ ପୁରୁଣପଟଣା ଯାଉଥିବା ରାସ୍ତାର ଉଭୟ ପାର୍ଶ୍ବରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ l

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦର ୧୫ ନମ୍ବର ୱାର୍ଡ ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ...

Read moreDetails

ଟ୍ରାଫିକ ନିୟମକୁ ଫୁ କରି ପାରଳାଖେମୁଣ୍ଡି ଆଦର୍ଶ ଥାନା ସମ୍ମୁଖରେ ରାସ୍ତା ମଝିରେ ଏକ ବୋଲେରୋ ଗାଡ଼ି ଟି ଠିଆ ହୋଇଛି l

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ସମ୍ମୁଖ ମୂଖ୍ୟ ସଡକର ମଧ୍ୟ ସ୍ଥାନରେ, ଗୋଟାଏ ବୋଲେରୋ...

Read moreDetails

ମାନ୍ୟବର ହାଇକୋର୍ଟ’ର ମୁଖ୍ୟ ବିଚାରପତି’ଙ୍କ ଦ୍ଵାରା ଜିଲ୍ଲା ଓ ସେସନ ଜର୍ଜ କୋର୍ଟ, ଭରଚୁଆଲ ମୋଡ଼’ରେ ନୂତନ କୋଠା ଉଦଘାଟିତ

ଗଜପତି :- ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ନିକଟ'ରେ ଆଜି ଗଜପତି ଜିଲ୍ଲା ଏବଂ ସେସନ ଜର୍ଜ କୋର୍ଟ'ର ନବନିର୍ମିତ ବିଲଡିଙ୍ଗ(କୋଠା) ମାନ୍ୟବର ଓଡିଶା ହାଇକୋର୍ଟ'ର ମୁଖ୍ୟ...

Read moreDetails

ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ରାଜ୍ଯ ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି l

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଓଡିଶା ଆନ୍ଧ୍ର ସୀମା ବିବାଦ ଭଳି ଗୁରତ୍ୱପୂର୍ଣ ପ୍ରସଙ୍ଗ ଉପରେ ସରକାର ଗୁରୁତ୍ୱ ଦେଉନଥିବା କହିଛନ୍ତି...

Read moreDetails

ଓଡିଆ ପୁଅ ତଥା ସି ଏ ଜି ଗୀରିଶ ଚନ୍ଦ୍ର ମୁର୍ମୁ ଙ୍କୁ ଆନ୍ତର୍ଜାତୀୟ ପ୍ରତିଷ୍ଠାନ ରେ ମିଳିଲା ନୂଆଁ ଦାୟିତ୍ଵ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଓଡ଼ିଆ ପୁଅ ତଥା ସି ଏ ଜି ଗିରିଶ ଚନ୍ଦ୍ର ମୁର୍ମୁ ଙ୍କୁ ଅନ୍ତର୍ଜାତୟ ଦେ...

Read moreDetails

ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ୍ଖ ଅନ୍ତର୍ଗତ ଖଜୁରୀପଦା ଗ୍ରାମର ଶାସ୍ତ୍ରୀଜୀ ଯୁବକ ସଂଘ ପକ୍ଷରୁ କ୍ୱାମୀ ଏକତା ଦିବସ ପାଳନ

  ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି : -  ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ...

Read moreDetails

ରାଜ୍ଯ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡାଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତ

  ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି  :-  ଓଡିଶା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ.ସନାତନ ପଣ୍ଡା...

Read moreDetails

ଗଜପତି : “ଦିଶା” ଜିଲ୍ଲା ଉନ୍ନତିକରଣ ସମନ୍ୱୟ ଓ ତଦାରଖ କମିଟି ବୈଠକ ଅନୁଷ୍ଠିତ ।

ଓଡ଼ିଶା ତାଜା ନ୍ୟୁଜ୍ (୧୭ ନଭେମ୍ବର,ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ଗ୍ରାମ୍ୟ...

Read moreDetails

ଗଜପତି :- ଜିଲ୍ଲା ସ୍ତରୀୟ ଜାତୀୟ ଗଣମାଧ୍ୟମ ଦିବସ – ୨୦୨୦ ପାଳିତ

  ଓଡ଼ିଶା ତାଜା ନ୍ୟୁଜ୍ ( ୧୬ ନଭେମ୍ବର ସୋମବାର )ପାରଳାଖେମୁଣ୍ଡି :-ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଜିଲ୍ଲାପାଳ'ଙ୍କ କାର୍ଯ୍ୟାଳୟ ପରିସର'ରେ ଥିବା ଏନଆଇସି ତଥା ଜିଲ୍ଲା ଜାତୀୟ...

Read moreDetails

ଛତ୍ରପୁର ମାଟିଖାଲ ସ୍ଥିତ ଭାରତ ସରକାରଙ୍କ ଆଇ .ଆର .ଇ .ଏଲ. ତରଫରୁ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଦେବଦେଳା ଓ ଜୀବା ଗ୍ରାମ ପଞ୍ଚାୟତରେ କୋଭିଡ-୧୯ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l

ଓଡ଼ିଶା ତାଜା ନ୍ୟୁଜ୍ ( ୧୫ ନଭେମ୍ବର ରବିବାର ) ପାରଳାଖେମୁଣ୍ଡି :- ଭାରତ ସରକାରଙ୍କ" କୋଭିଡ-୧୯ ଜନ ଅନ୍ଧୋଳନ"ଅନ୍ତର୍ଗତ ଗଞ୍ଜାମ ଜିଲ୍ଲାର ଛତ୍ରପୁର ନିକଟସ୍ଥ ମlଟିଖାଲ...

Read moreDetails
Page 441 of 442 1 440 441 442
  • Trending
  • Comments
  • Latest

Recent News