ପୁରୀ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଗତକାଲି ରବିବାର ବିଳମ୍ବିତ ରାତ୍ର ୧୧ଟା ରେ ପୁରୀ ରଥଖଳା ରେ୨୩ ଖଣ୍ଡ ଧଉରା କାଠ ପହଞ୍ଚିଛି | ଅଷ୍ଟମ ଦଫା ରେ ଏହି ରଥକାଠ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ

କୋଟଗଡ଼ ରେଞ୍ଜ ରୁ ଉକ୍ତ ୪୦ ଫୁଟିଆ ୨୩ ଖଣ୍ଡ ଧାଉରା କାଠ ଆସିଅଛି। ରଥଖଳା ରେ ଏବେ କାମ ଜୋରସୋର ଚାଲିଛି | ତୁମ୍ବ ନିର୍ମାଣ, ସାଇଜ ଓ ଗୋଳେଇ କାର୍ଯ୍ୟ ଶେଷ ହୋଇ ତୁମ୍ବ ବିନ୍ଧ କାର୍ଯ୍ୟ ଚାଲିଛି |














