ନୟାଗଡ଼ ନିଉଜ୍

ଜାତୀୟ ପୁଷ୍ଟି ମିଶନ୍ ଅନଲାଇନ୍ କୁଇଜ୍ ପ୍ରତିଯୋଗିତାରେ ଛାତ୍ରୀଙ୍କ କୃତିତ୍ବ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଓଡ଼ଗାଁ :- ଶିକ୍ଷାମଣ୍ତଳ ଅନ୍ତର୍ଗତ କୁରାଳ କ୍ଲଷ୍ଟର ଅଧୀନସ୍ଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦଣ୍ଡୋରର ଦ୍ବିତୀୟ ଶ୍ରେଣୀର...

Read moreDetails

ପାକ୍ଷିକ ପତ୍ରିକା ‘କଡ଼ାଜବାବ’ ୧୬ ରେ ପ୍ରକାଶ ପାଇବ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ଚାନ୍ଦପୁର :- ଚଳିତ ମାସ ୧୬ ତାରିଖ ଅପରାହ୍ନରେ ଟାଙ୍ଗୀ,ଖୋରଧାରେ ଆତ୍ମପ୍ରକାଶ କରିବାକୁଯାଉଛି (କଡ଼ାଜବାବ)ନାମକ ପାକ୍ଷିକ ପତ୍ରିକା ଏହା...

Read moreDetails

ଠକ କମ୍ପ୍ୟୁଟର ଶିକ୍ଷା ସଂସ୍ଥା ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର

ଓଡ଼ିଶା ତାଜା ନ୍ୟୁଜ୍ (୧୦ ନଭେମ୍ବର ବୁଧବାର) ନୟାଗଡ଼ :- ଗ୍ରାମ୍ୟ ରୋଜଗାର ସେବକ ପଦବୀ ପାଇଁ ଗଞ୍ଜାମ ଏବଂ ଢେ଼ଙ୍କାନାଳ ଜିଲ୍ଲାରେ, ଘରୋଇ ଶିକ୍ଷା ଅନୁଷ୍ଠାନ...

Read moreDetails

ପଥର ଖଣି ନିଲାମ ତୁରନ୍ତ ବାତିଲି ଦାବୀରେ ରଣପୁରରେ ତହସିଲ ଘେରାଉ

ଓଡ଼ିଶା ତାଜା ନ୍ୟୁଜ୍ (୮ନଭେମ୍ବର ,ସୋମବାର ) ରଣପୁର :- ରଣପୁରର ଛପରି କୋଇଲମା ମୌଜାରେ ତହସିଲଦାର ନିଲାମ ଦେଇଥିବା ୪ଟି ମୁଗୁନି ପଥରଖଣି ରେ ଖଣିମାଫିଆ...

Read moreDetails

ଉପର ମଣିନାଗରେ ଓଲଟିଲା ଅଟ୍‌ : ୭ ଜଣ ଗୁରୁତର – ଅଲ୍ପକେ ବର୍ତିଲେ ୨ ଜଣ ଶିଶୁ

୨ ଟି ଅଟ ଷ୍ଟାଟରେ ତଳକୁ ଖସୁଥିବା ବେଳେ ଅନ୍ୟ ଏକ ଅଟ ତେଲ ବଚେଂଇବା ପାଇଁ ଷ୍ଟାଟ ବନ୍ଦ କରି ନିଉଟ୍ରାଲ ରେ ଆସୁଥିଲା ।...

Read moreDetails

ମହିଳା ସଶକ୍ତିକରଣ ପାଇଁ ପ୍ରୟାସ : ବ୍ଲକସ୍ତରୀୟ ମେଗା ସମନ୍ୱୟ ମେଳା ଅନୁଷ୍ଠିତ : ମା ମାନେ ସ୍ୱାବଲମ୍ବୀ ହେଲେ ବିକାଶ ସମ୍ଭବ – ମନ୍ତ୍ରୀ ଅରୁଣ ସାହୁ 

୩୩୪ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫ ଗୋଟି ବ୍ୟାଙ୍କ ମାଧ୍ୟମରେ ୭ କୋଟି ୭୯ ଲକ୍ଷ ୭୯ ହଜାର ଟଙ୍କାର ଋଣ ଅନୁମତିପତ୍ର ବଣ୍ଟନ କଲେ...

Read moreDetails

ଖଣି ମାଫିଆ ଙ୍କ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ ; ଦୁଇ ଗିରଫ

ଓଡ଼ିଶା ତାଜା ନ୍ୟୁଜ୍ (୦୬ ନଭେମ୍ବର ଶନିବାର ) ଚାନ୍ଦପୁର :- ଚାନ୍ଦପୁର ଅଞ୍ଚଳର ରାୟପଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ରାନିଗଡିଆ (ଗ୍ରାମିଆ ଜଙ୍ଗଲ) ରେ ପୋଲିସ ଅତର୍କିତ ଚଢ଼ାଉ...

Read moreDetails

ନୂଆଗାଁ ବ୍ଲକ୍ ରେ ବ୍ଲକ୍ ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ...

Read moreDetails

କଳାହାଣ୍ଡି ମମିତା ମେହେର ଘଟଣାରେ ମନ୍ତ୍ରୀ ଙ୍କ ବହିଷ୍କାର ଦାବିରେ ବିଜେପିର ରଣପୁର ଥାନା ସମ୍ମୁଖରେ ବିକ୍ଷୋଭ

ଓଡ଼ିଶା ତାଜା ନ୍ୟୁଜ୍ (୫ ନଭେମ୍ବର ଶୁକ୍ରବାର ) ରଣପୁର :- କଳାହାଣ୍ଡି ର ମମିତା ମେହେର ଘଟଣା ଏବେ ଓଡିଶାରେ ଚର୍ଚାର ବିଷୟ ହୋଇଥିବା ବେଳେ ଏହି ଘଟଣା...

Read moreDetails
Page 325 of 470 1 324 325 326 470
  • Trending
  • Comments
  • Latest

Recent News