ଓଡ଼ିଶା

ବିରୋଧୀ ମାନେ ଷଡଯନ୍ତ୍ର, ମିଥ୍ୟା ପ୍ରଚାର କରି ହିଂସା କରିବାକୁ ପ୍ରୟାସ କରୁଛନ୍ତି : ରାମ ମାଧବ

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ବିଧାନସଭା :-  ନାଗରିକ ସଂଶୋଧନ ଆଇନରେ କୌଣସି ବିବାଦ ନାହିଁ କି କାହାପ୍ରତି କିଛି ବାଛବିଚାର ନାହିଁ । ବିରୋଧୀମାନେ ଜାଣିଶୁଣି...

Read more

ଲଜ୍‌ପତ ରାୟ ଡିଏଭି ପବ୍ଳିକ୍‌ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ବିଧାନସଭା ପରିଦର୍ଶନ ଭୁବନେଶ୍ୱର

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ବିଧାନସଭା :- ତା ୧୪/୦୧ /୨୦୨୦ରିଖ ଆଜି ଲଜ୍‌ ପତ୍‌ ରାୟ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଗଣ୍ଡର ପୁର, କଟକର ଛାତ୍ରଛାତ୍ରୀମାନେ...

Read more

“ପ୍ରଳୟ ପରେ” : ପ୍ରଥମେ ଅରୁଣ …

ନୟାଗଡ଼ ଜିଲ୍ଲା (ଓଡିଶା ତାଜା ନିଉଜ୍) ନୟାଗଡ଼ :- ନୟାଗଡ଼, ନୟାଗଡ଼ ଜିଲ୍ଲାର ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନାଟକ ପ୍ରଥମ ଦୃଶ୍ୟରେ ଅବର୍ତ୍ତୀଣ୍ଣ ହୋଇଛନ୍ତି...

Read more

ବିଭିନ୍ନ ପ୍ରକଳ୍ପକୁ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମନାଭ ବେହେରା ଉଦଘାଟନ କରିଛନ୍ତି – ପୋଲସରା

ଗଞ୍ଜାମ ଜିଲ୍ଲା (ଓଡିଶା ତାଜା ନିଉଜ୍) ବୁଗୁଡା ବ୍ଲକ ତା-୧୩/୦୧/୨୦୨୦ :- ପୋଲସରା ବ୍ଲକ ଅନ୍ତର୍ଗତ ମଥୁରା, କୋଙ୍କରଡା,ମାଳ ତେନ୍ତୁଳିଆ, ନରସିଂହପଲ୍ଲି,ସୋଡ଼କ ଗ୍ରାମର ବିଭିନ୍ନ ପ୍ରକଳ୍ପକୁ ମାନ୍ୟବର...

Read more

‘ଏନଆଇଏନଏଲ ଘରୋଇକରଣ ଉଦ୍ୟମକୁ ସଫଳ କରାଇ ଦିଆଯିବନି’

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ନୀଳାଚଳ ଇସ୍ପାତ ନିଗମ ଲିମିଟେଡ଼ (ଏନଆଇଏନଏଲ) ଘରୋଇକରଣ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କରୁଥିବା...

Read more

ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିର୍ମୂିରେ ମାଲ୍ୟାର୍ପଣ

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର : - ୩୬ତମ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ କ୍ରାନ୍ତିବୀର ଫାଉଣ୍ଡେସନ, ଓଡ଼ିଶା ଡ଼ିଭାଇନ୍ ଇଣ୍ଡିଆ ୟୁଥ୍ ଆସୋସିଏସନ ଏବଂ...

Read more

ଗଣତନ୍ତ୍ର ପାଇଁ ବିକଳ୍ପ ବିଚାରର ବଡ଼ ଆବଶ୍ୟକତା ଅଛି : ଧର୍ମେନ୍ଦ୍ର

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ୮୦ ଦଶକରେ ବିଶ୍ୱରେ କମ୍ପ୍ୟୁଟରର ଆଗମନ ଏକାଧିକ ଧାରା ଉପରେ ପକାଇଥିଲା ପ୍ରଭାବ । ବିଶ୍ୱ, ଭାରତ, ଓଡ଼ିଶାକୁ...

Read more

ଷଷ୍ଠ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ତୁଷାରଶ୍ରୀ-୨୦୨୦’ ଉଦ୍ଯାପିତ

ଭୁବନେଶ୍ୱର, (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର :- ଭୁବନେଶ୍ୱର ୟୁନିଟ୍-୪ସ୍ଥିତ ମଧୁସୂଦନ ପାର୍କରେ ଷଷ୍ଠ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ‘ତୁଷାରଶ୍ରୀ -୨୦୨୦’ ତୁଷାର· ରିଟେବୁଲ ଟ୍ରଷ୍ଟ,...

Read more
Page 2555 of 2572 1 2,554 2,555 2,556 2,572
  • Trending
  • Comments
  • Latest

Recent News