ଖୋର୍ଦ୍ଧା

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଅନାଥ, ଦିବ୍ୟାଙ୍ଗ ଓ କୁଷ୍ଠ ଆଶ୍ରମରେ ସହାୟତା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୧୯ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :-  କରୋନା ପ୍ରକୋପରେ ଏକ ଅଜଣା ଆଶଙ୍କାରେ ଜୀବନ ଅତିବାହିତ କରୁଥିବା ଅନାଥ, ଦିବ୍ୟାଙ୍ଗ ଓ ପରିବାରକୁ ଛାଡି...

Read moreDetails

କୋଭିଡ-19 ଭ୍ୟାକ୍ସିନେସନ୍ ପ୍ରୋଗ୍ରାମ୍ ଖୋର୍ଦ୍ଧା ରୋଡ଼ ଡିଭିଜନାଲ ରେଲୱେ ହସ୍ପିଟାଲରେ ; ଆଜିଠାରୁ ଆରମ୍ଭ

1.  ଆଜି ୪୦ ଜଣ ସ୍ୱାସ୍ଥ୍ୟ କର୍ମୀ ଯଥା ଡାକ୍ତର, ପାରାମେଡିକାଲ୍ କର୍ମଚାରୀ ଏବଂ ହାଉସ୍ କିପିଙ୍ଗ୍ ଆସିଷ୍ଟାଣ୍ଟମାନଙ୍କୁ କୋଭିସିଲ୍ଡ (COVISHIELD) ଟିକା ଦିଆଯାଇଥିଲା | 2. ...

Read moreDetails

ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲାଗିବ – ରାମେଶ୍ୱରଠାରୁ ପାଣିକୋଇଲି ପର୍ଯ୍ୟନ୍ତ

ଓଡ଼ିଶା ତାଜା ନ୍ୟୁଜ (୧୮ ଜାନୁଆରୀ ସୋମବାର)ଭୁବନେଶ୍ୱର :- ଜାତୀୟ ରାଜପଥରେ ସିସିଟିଭି କ୍ୟାମେରା ଲାଗିବ । ଖୋର୍ଦ୍ଧା ରାମେଶ୍ୱରଠାରୁ ପାଣିକୋଇଲି ପର‌୍ୟ୍ୟନ୍ତ ଜାତୀୟ ରାଜପଥ-୧୬ରେ ଅତ୍ୟାଧୁନିକ ଟ୍ରାଫିକ...

Read moreDetails

ଓଡ଼ିଶା ଗ୍ରାମପଞ୍ଚାୟତ କର୍ମଚାରୀ ସଂଘ ଖୋର୍ଦ୍ଧା ଜିଲ୍ଲା ଶାଖା ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର )ଖୋର୍ଦ୍ଧା ଜିଲ୍ଲା :- ଖୋର୍ଦ୍ଧା ଜିଲ୍ଲାର ଦଶଟି ବ୍ଲକର ୧୯୦ ପଞ୍ଚାୟତ କାର୍ଯ୍ୟାଳୟ ରେ କାର୍ଯ୍ୟ କରୁଥିବା ୧୪୯ ଜଣ...

Read moreDetails

ନବୀନଙ୍କୁ ଧନ୍ୟବାଦ ଦେଲେ – ନିରଞ୍ଜନ

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) ଭୁବନେଶ୍ୱର :- ରାଜ୍ୟର ୧୬୨ଟି ଟିକାକରଣ କେନ୍ଦ୍ରରେ ଗତକାଲିଠାରୁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ଏହି...

Read moreDetails

‘ମୋ ସ୍କୁଲ ‘ ର ଭିତ୍ତିଭୂମି ପରଖିଲେ ୫ଟି ସଚିବ ; କ୍ୟାପିଟାଲ ସ୍କୁଲ କୁ ସଚିବ ଙ୍କ ଗ୍ରସ୍ତ

ଓଡ଼ିଶା ତାଜା ନ୍ୟୁଜ (୧୭ ଜାନୁଆରୀ ରବିବାର ) ଭୁବନେଶ୍ୱର /ରିପୋର୍ଟ ସୋନାଲି :- ଆଜି ସକାଳୁ ମୁଖ୍ୟମନ୍ତ୍ରୀ ଙ୍କ (5 ଟି)ସଚିବ ଙ୍କ ର କ୍ୟାପିଟାଲ...

Read moreDetails

ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ – ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଏକ ଭବ୍ୟ ସମ୍ବର୍ଦ୍ଧନା

ଓଡ଼ିଶା ତାଜା ନ୍ୟୁଜ (୧୬ ଜାନୁୟାରୀ ଶନିବାର ) ଭୁବନେଶ୍ୱର /ରିପୋର୍ଟ -ସୋନାଲି :- ଆଜି ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ...

Read moreDetails

ବିଭାଗୀୟ ଷ୍ଟାଣ୍ଡିଂ କମିଟି-୩ର ବୈଠକ

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ୱର :- ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଙ୍ଗ କମିଟି-୩ର ୪ର୍ଥ ବୈଠକ ଆଜି ବିଧାନସଭା ପ୍ରକୋଷ୍ଠ ନଂ-୫୪ରେ  ଅନୁଷ୍ଠିତ ହୋଇଯାଇଛି...

Read moreDetails

ଓଡ଼ିଶାରୁ ପାଖାପାଖି ୫୦୦ ଚାଷୀ ଦିଲ୍ଲୀ ଅଭିମୁଖେ – ଯାତ୍ରା ଆରମ୍ଭ କରିଛନ୍ତି

ଓଡ଼ିଶା ତାଜା ନ୍ୟୁଜ (୧୫ ଜାନୁଆରୀ ଶୁକ୍ରବାର ) ଭୁବନେଶ୍ୱର  :- ଦିଲ୍ଲୀରେ କଳା କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇ ଆଜି ଓଡ଼ିଶାରୁ...

Read moreDetails
Page 633 of 648 1 632 633 634 648
  • Trending
  • Comments
  • Latest

Recent News