ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ମାନବ ସେବା ହିଁ ମାଧବ ସେବା ଏବଂ ସେବା ହିଁ ପରମୋ ଧର୍ମ ଶ୍ଲୋଗାନ୍ କୁ ସାର୍ଥକ କରିବା କୁ ଯାଇ , ଆଜି ‘ଶ୍ରୀକ୍ଷେତ୍ର ଦୟଣା ସେବା ଟ୍ରଷ୍ଟ’ ଏବଂ ‘ରାଇଜ୍ ଏଗେନଷ୍ଟ ହଙ୍ଗର୍’ (ଆନ୍ତର୍ଜାତୀୟ ଏନ୍. ଜି. ଓ.) ସହିତ ମିଶି ସାମାଜିକ କାର୍ଯ୍ୟକର୍ମ ଅନୁଷ୍ଠିତ ହୋଇଅଛି ।















