ମୟୁରଭଞ୍ଜ

ରାଇରଙ୍ଗପୁରରେ କରୋନା କୁ ବେଖାତିର : ମାନୁ ନାହାନ୍ତି ଜନସାଧାରଣ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ମେ ୨୦୨୧, ସୋମବାର ) ରାଇରଙ୍ଗପୁର :- ମହାମାରୀ କୋରୋନାର ଦ୍ବିତୀୟ ଲହରୀ ଜାରି ରହିଥିବାବେଳେ ରାଜ୍ୟ ସରକାରଙ୍କ ତରଫରୁ ଶନିବାର...

Read more

ଶବ ସତ୍କାର କଲେ ବିଡିଓ, ପିଇଓ, ସରପଞ୍ଚ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ମଇ ରବିବାର ) ଛେଣ୍ଡିପଦା  :-  ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ପଞ୍ଚାୟତର ମାଝିଗୋହିରାପଶି ଗ୍ରାମରେ ଶନିବାର ଏକ...

Read more

ନଦୀକୂଳିଆ ଗାଁ ,କୂଅ ଅଛି,ନଳକୂଅ ବସାଯାଇଛି : ତଥାପି ଶୋଷ ମେଣ୍ଟାଇବାକୁ ଶେଷ ହେଉନି ଗ୍ରାମବାସୀଙ୍କ ସଂଘର୍ଷ

ଓଡ଼ିଶା ତାଜା ନ୍ୟୁଜ୍ (୧୦ ଏପ୍ରିଲ ଶନିବାର ) ଛେଣ୍ଡିପଦା :-  ନଦୀକୂଳିଆ ଗାଁ ,କୂଅ ଅଛି,ନଳକୂଅ ବସାଯାଇଛି । ପାଇପ୍‌ ପାଣି ପାଇଁ ସରକାରଙ୍କ ତରଫରୁ ପ୍ରକଳ୍ପ...

Read more

ମୟୂରଭଞ୍ଜର ବିଜାତଳା ରୁ ଆଦିବାସୀ ସମ୍ପ୍ରଦାୟ ରୁ ବଲିଉଡ, ସଲମାନ ଖାନ ଙ୍କ ସହ ଅଭିନୟ କରିବେ ଓଡିଆ ପୁଅ ରାମ ସିକକା ରାମ

ଓଡ଼ିଶା ତାଜା ନ୍ୟୁଜ୍ (୦୯ ଏପ୍ରି ୨୦୨୧, ଶୁକ୍ରବାର ) ବିଜତୋଳା :- ଏଯାତ୍ରା ମୟୂରଭଞ୍ଜର ଏକ ଛୋଟିଆ ଗାଁରୁ ମାୟାନଗରୀ ମୁମ୍ବାଇ ପର୍ଯ୍ୟନ୍ତ | ଏଯାତ୍ରା ଜଣେ...

Read more

ମୟୂରଭଞ୍ଜ ଜିଲ୍ଲାରେ ଚଳିତ ମାସ ୧୦ରୁ ଜିଲ୍ଲାରେ ସକାଳୁଆ ଅଫିସ , ଜୁନ ୧୫ ପର୍ଯ୍ୟନ୍ତ ଚାଲିବ

ଓଡ଼ିଶା ତାଜା ନ୍ୟୁଜ୍ (୦୭ ଏପ୍ରିଲ ବୁଧବାର )ବାରିପଦା :- ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଚଳିତ ମାସ ୧୦ରୁ ଜିଲ୍ଲାରେ ସମସ୍ତ ସରକାରୀ କାର୍ଯ୍ୟାଳୟ ସକାଳୁଆ କାର୍ଯ୍ୟ କରିବ।...

Read more

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ଓଡ଼ିଶା ତାଜା ନ୍ୟୁଜ୍ (୪ ଏପ୍ରିଲ ରବିବାର ) ବିଶୋଇ :- ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

Read more

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ତହସିଲ୍‌ଦାର ଅଭିମନ୍ୟୁ ପଣ୍ଡା ଙ୍କୁ ଗିରଫ କରିଛି ଭିଜିଲାନ୍‌ସ – ୨ ଲକ୍ଷ ୫୬ ହଜାର ଟଙ୍କା ଜବତ

ଓଡିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ଶନିବାର) ମୟୂରଭଞ୍ଜ :- ଶୁକ୍ରବାର ଅପରାହ୍ନରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ତହସିଲ୍‌ଦାର ଅଭିମନ୍ୟୁ ପଣ୍ଡା (୫୫)ଙ୍କୁ ଗିରଫ କରିଛି ଭିଜିଲାନ୍‌ସ ।...

Read more

ନେଦରଲାଣ୍ଡରୁ ଓଡିଶା ଫେରିଲା ଯୁବ ଇଂଜିନିୟର ଲଳିତଙ୍କର ପାର୍ଥିବ ଶରୀର; ଫେରାଇ ଆଣିଲା ଓଡିଶା-ମୋ ପରିବାର

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ,ମଙ୍ଗଳବାର ) ମୟୁରଭଞ୍ଜ :- ମୟୁରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ନୂଆଗାଁର ପ୍ରଫୁଲ୍ଲ ଦାସଙ୍କ 36 ବର୍ଷୀୟ ପୁତ୍ର ଲଳିତ...

Read more

ମାଡ଼ି ବସିଲା ସ୍ପେଶାଲ୍ ସ୍କ୍ବାର୍ଡ ବନ୍ଧୁକ ସହିତ ୪ ସନ୍ଦିଗ୍ଧ ଗିରଫ

ଓଡିଶା ତାଜା ନ୍ୟୁଜ୍ ( ୨୩ ମାର୍ଚ୍ଚ ମଙ୍ଗଳବାର ) ବାରିପଦା :- ଆଜି ସନ୍ଧ୍ୟାରେ ବାରିପଦା ସହରର ଏକ ହୋଟେଲ୍‌ରୁ ବନ୍ଧୁକ ସହିତ ୪ ଜଣ...

Read more

 ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ ଫିଲ୍ମ ସୁପରଷ୍ଟାର ଗୋବିନ୍ଦା ଓ ତାଙ୍କ ଧର୍ମ ପତ୍ନୀ

ଓଡ଼ିଶା ତାଜା ନ୍ୟୁଜ ( ୨୧ ମାର୍ଚ୍ଚ ରବିବାର ) ପୁରୀ :- ଶ୍ରୀକ୍ଷେତ୍ରରେ ବଲିଉଡ୍‌ ସୁପରଷ୍ଟାର ଗୋବିନ୍ଦା । ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କଲେ ବଲିଉଡ ଫିଲ୍ମ...

Read more
Page 34 of 36 1 33 34 35 36
  • Trending
  • Comments
  • Latest

Recent News