ଗଜପତି

୬୫ ଲକ୍ଷ ଟଙ୍କାର କାଜୁ କୁ ୧୪ ଲକ୍ଷ ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ରେ ମୋହନା ବି ଡି ଓ ଙ୍କ ସମେତ ୬ ଜଣଙ୍କ ନାମରେ ମାମଲା ରୁଜୁ ;  ଏସ ଆଇ ନିଲମ୍ବିତ

ଓଡ଼ିଶା ତାଜାନ୍ୟୁଜ୍ (୨୪ ନଭେମ୍ବର ମଙ୍ଗଳବାର ) ପାରଳାଖେମୁଣ୍ଡି :- ପୋଲିସ ଜବତ କରିଥିବା ଜିନିଷକୁ କୋର୍ଟ ନିଲାମ କରିବାପାଇଁ ନିର୍ଦ୍ଦେଶ ଦେବାପରେ ନିଲlମରେ ବ୍ୟାପକ ଅନିୟମିତତା...

Read moreDetails

ବାପାର ଦେଶୀ ବନ୍ଧୁକ ଗୁଳୀରୁ ସ୍ତ୍ରୀ ଓ ପୁଅ ଅଳ୍ପକେ ବର୍ତ୍ତିଲେ ; ବାପା ଗିରଫ

ଓଡ଼ିଶା ତାଜା ନ୍ୟୁଜ (୨୩ ନଭେମ୍ବର ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ କୁମୁଲାସିଂ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l...

Read moreDetails

ଜୟପୁର ଠାରେ ଋତୁ କଲ୍ୟାଣ ମଣ୍ଡପ ଠାରେ କରାପୁଟ ଜିଲ୍ଲା ସାମ୍ବାଦିକ ସଂଘ (ଓ ୟୁ ଜେ) ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ପାରଳଖେମୁଣ୍ଡି :- କାର୍ଯ୍ୟକ୍ରମର ମୂଳ ପ୍ରସଙ୍ଗଟି ଥିଲା ଜୟପୁର ଠାରେ "କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାରେ ବାଧକ କିଏ ??" ଉକ୍ତ କାର୍ଯ୍ୟକ୍ରମରେ...

Read moreDetails

ଗଜପତି ଜିଲ୍ଲାର ସଦର ମହକୁମା : ପାରଳା ନମ୍ବର ୱାର୍ଡଖେମୁଣ୍ଡି ସହରର୧୫ର ମେଡିକାଲ ଛକ ଠାରୁ ପୁରୁଣପଟଣା ଯାଉଥିବା ରାସ୍ତାର ଉଭୟ ପାର୍ଶ୍ବରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ l

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦର ୧୫ ନମ୍ବର ୱାର୍ଡ ରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ...

Read moreDetails

ଟ୍ରାଫିକ ନିୟମକୁ ଫୁ କରି ପାରଳାଖେମୁଣ୍ଡି ଆଦର୍ଶ ଥାନା ସମ୍ମୁଖରେ ରାସ୍ତା ମଝିରେ ଏକ ବୋଲେରୋ ଗାଡ଼ି ଟି ଠିଆ ହୋଇଛି l

ଓଡ଼ିଶା ତାଜାନ୍ୟୁଜ୍ (୨୨ ନଭେମ୍ବର ରବିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ସମ୍ମୁଖ ମୂଖ୍ୟ ସଡକର ମଧ୍ୟ ସ୍ଥାନରେ, ଗୋଟାଏ ବୋଲେରୋ...

Read moreDetails

ମାନ୍ୟବର ହାଇକୋର୍ଟ’ର ମୁଖ୍ୟ ବିଚାରପତି’ଙ୍କ ଦ୍ଵାରା ଜିଲ୍ଲା ଓ ସେସନ ଜର୍ଜ କୋର୍ଟ, ଭରଚୁଆଲ ମୋଡ଼’ରେ ନୂତନ କୋଠା ଉଦଘାଟିତ

ଗଜପତି :- ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ନିକଟ'ରେ ଆଜି ଗଜପତି ଜିଲ୍ଲା ଏବଂ ସେସନ ଜର୍ଜ କୋର୍ଟ'ର ନବନିର୍ମିତ ବିଲଡିଙ୍ଗ(କୋଠା) ମାନ୍ୟବର ଓଡିଶା ହାଇକୋର୍ଟ'ର ମୁଖ୍ୟ...

Read moreDetails

ଆନ୍ଧ୍ର ଓଡ଼ିଶା ସୀମା ବିବାଦ, ରାଜ୍ଯ ସରକାରଙ୍କ ଉଦାସୀନତା ଉପରେ ପ୍ରଶ୍ନ ଉଠାଇଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି l

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଓଡିଶା ଆନ୍ଧ୍ର ସୀମା ବିବାଦ ଭଳି ଗୁରତ୍ୱପୂର୍ଣ ପ୍ରସଙ୍ଗ ଉପରେ ସରକାର ଗୁରୁତ୍ୱ ଦେଉନଥିବା କହିଛନ୍ତି...

Read moreDetails

ଓଡିଆ ପୁଅ ତଥା ସି ଏ ଜି ଗୀରିଶ ଚନ୍ଦ୍ର ମୁର୍ମୁ ଙ୍କୁ ଆନ୍ତର୍ଜାତୀୟ ପ୍ରତିଷ୍ଠାନ ରେ ମିଳିଲା ନୂଆଁ ଦାୟିତ୍ଵ

ଓଡ଼ିଶା ତାଜା ନ୍ୟୁଜ୍ (୨୧ ନଭେମ୍ବର ଶନିବାର ) ପାରଳାଖେମୁଣ୍ଡି :- ଓଡ଼ିଆ ପୁଅ ତଥା ସି ଏ ଜି ଗିରିଶ ଚନ୍ଦ୍ର ମୁର୍ମୁ ଙ୍କୁ ଅନ୍ତର୍ଜାତୟ ଦେ...

Read moreDetails

ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ୍ଖ ଅନ୍ତର୍ଗତ ଖଜୁରୀପଦା ଗ୍ରାମର ଶାସ୍ତ୍ରୀଜୀ ଯୁବକ ସଂଘ ପକ୍ଷରୁ କ୍ୱାମୀ ଏକତା ଦିବସ ପାଳନ

  ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି : -  ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ...

Read moreDetails

ରାଜ୍ଯ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଡ. ସନାତନ ପଣ୍ଡାଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତ

  ଓଡ଼ିଶା ତାଜା ନ୍ୟୁଜ୍ (୨୦ ନଭେମ୍ବର ଶୁକ୍ରବାର ) ପାରଳାଖେମୁଣ୍ଡି  :-  ଓଡିଶା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ.ସନାତନ ପଣ୍ଡା...

Read moreDetails
Page 452 of 454 1 451 452 453 454
  • Trending
  • Comments
  • Latest

Recent News