ଗଜପତି

ଗଜପତିଜିଲ୍ଲାନୂଆଗଡବ୍ଲକର୫ଟି ରୁପାନ୍ତିକରଣ ବିଭିନ୍ନ ବିଦ୍ୟାଳୟର ଉନ୍ନୟନ କାର୍ଯ୍ୟ ପରିଦର୍ଶନ କଲେ ପିଡି ଡିଆର୍‌ଡିଏ

ଓଡ଼ିଶା ତାଜା ନ୍ୟୁଜ୍ /୧୨ ମଇ ଗୁରୁବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ଚନ୍ଦ୍ର ନାଏକ ନୂଆଗଡ ବ୍ଲକର ବିଭିନ୍ନ...

Read moreDetails

 ପାରଳାଖେମୁଣ୍ଡି ସହରରେ ଅସରାଏ ବର୍ଷା ର : ପାରଳାଖେମୁଣ୍ଡି ପୌରପରିଷଦ କାର୍ଯ୍ୟାଳୟ ଚିତ୍ର

ଓଡ଼ିଶା ତାଜା ନ୍ୟୁଜ୍ /୧୦ ମଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦରମହକୁମାପାରଳାଖେମୁଣ୍ଡି ସହରରେ ଅସରାଏ ବର୍ଷରେ ପୌରପରିଷଦର ସ୍ୱଚ୍ଛତା ଅଭିଯାନକୁ ଲାଗିଛି ଲାଗିଛି ବଡ ଝଟକା...

Read moreDetails

ଗଜପତି ରେ ଜନନୀ ଯନ୍ତ୍ରଣା : ମୋହନା ବ୍ଲକ ଅନ୍ତରବା ପଞ୍ଚାୟତ ଆମ୍ବଗାଁକୁ ପହଞ୍ଚିପାରିଲାନି ଗ୍ରାମବାସୀ ଗର୍ଭବତୀ ମହିଳାଙ୍କୁ ୫ କି.ମି ଦୋଳାରେ ଆମ୍ବୁଲାନ୍ସ ପାଖକୁ ବୋହିଲେ

ଓଡ଼ିଶା ତାଜା ନ୍ୟୁଜ୍ /୧୦ ମଇ ମଙ୍ଗଳବାର/ ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାମୋହନା ବ୍ଳକ ଅନ୍ତର୍ଗତ ଅନ୍ତରବା ଗ୍ରାମ ପଞ୍ଚାୟତ ଅଧୀନ ଆମ୍ବଗାଁର ଜଣେ ଗର୍ଭବତୀ ମହିଳା...

Read moreDetails

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଅନ୍ତର୍ଗତ ଅମେଡା ଗ୍ରାମରେ ହେବାକୁ ଥିବା ବଲ୍ୟ ବିବାହ କୁ ବନ୍ଦ କଲା ଜିଲ୍ଲା ପ୍ରଶାସନ

ଓଡ଼ିଶା ତାଜା ନ୍ୟୁଜ୍ /୧୦ ମଇ ମଙ୍ଗଳବାର/ ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅନ୍ତର୍ଗତ ଅମେଡା ଗ୍ରାମରେ ଆଗାମୀ ଦିନରେ ହେବୁକୁ ଥିବା ଏକ...

Read moreDetails

ଗଜପତି ଜିଲ୍ଲାର ଅଗ୍ରଣୀ “ପ୍ରଗତି ମହିଳା ସଙ୍ଗଠନ ରେ ଆନ୍ତର୍ଜାତିକ ମାତୃ ଦିବସ ଏବଂ ପ୍ରଗତିର ବାର୍ଷିକ ଉତ୍ସବ ପାଳନ

ଓଡ଼ିଶା ତାଜା ନ୍ୟୁଜ୍ /୦୯ ମଇ ସୋମବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୟୁଟେକ୍କମ୍ପ୍ୟୁଟର ଶିକ୍ଷା କେନ୍ଦ୍ର ପରିସରରେ ଆନ୍ତର୍ଜାତିକ ମାତୃ ଦିବସ...

Read moreDetails

ଗଜପତି ଜିଲ୍ଲା ରାମଗିରି ବନ ବିଭାଗ ଦ୍ବାରା ମହେନ୍ଦ୍ରଗଡ ପଞ୍ଚାୟତର ଖମାରୀ ସାହି ଗ୍ରାମରୁ ବାଘଛାଲ ଜବତ ଜଣେ ଅଟକ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ତରଫରୁ ବାଘଛାଲ ଜବତ କରାଯାଇଥିବା ସହ...

Read moreDetails

ଶିଶୁ ସୁରକ୍ଷା କ୍ଷେତ୍ରରେସାରାଦେଶରେ୨୦ଜିଲ୍ଲା ମଧ୍ୟରୁ ଗଜପତିଜିଲ୍ଲାସ୍ଥାନପାଈଓଡିଶାକୁକରିଛି ଗର୍ବିତ

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :- ଶିଶୁ ସୁରକ୍ଷା କ୍ଷେତ୍ରରେ ସାରା ଦେଶରେ ଗଜପତି ଜିଲ୍ଲାକୁ ସଫଳତା ମିଳିଛି ଏକଦା ଶିଶୁ...

Read moreDetails

ଗଜପତି ଜିଲ୍ଲାର ପ୍ରଗତି ମହିଳା ସଂଗଠନ ର ସମ୍ପାଦିକା ତନୁଜା ଶତପଥୀ ଆନ୍ତର୍ଜାତୀୟ ମାନବାଧିକାର ରକ୍ଷକ ରଗଜପତି ଜିଲ୍ଲାପାଇଁ ପାଇଲେ ମହିଳା ସଭାନେତ୍ରୀ ଭାବେ ନିଯୁକ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ପାରଳାଖେମୁଣ୍ଡି :-  ଗଜପତି ଜିଲ୍ଲା ର ଅଗ୍ରଣୀ ପ୍ରଗତି ମହିଳା ସଙ୍ଗଠନର ସମ୍ପାଦିକା ତନୁଜା ଶତପଥୀ ଆନ୍ତର୍ଜାତୀୟ...

Read moreDetails

ପାରଳାଖେମୁଣ୍ଡି ପୌର ରାଜନୀତି ସରଗରମ :- ପୌର ଅଧ୍ୟକ୍ଷା ପଦବୀ ପାଇଁ ପ୍ରାର୍ଥୀ ଫର୍ମ ନେଲେ କଂଗ୍ରେସ ଦଳର ପୂର୍ବତନ କାଉନସିଲର ଖଗେଶ୍ଵରୀ ବେହେରା

ପାରଳାଖେମୁଣ୍ଡି :- ପୌର ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଗତକାଲି ୨ ତାରିଖ ଠାରୁ ଆରମ୍ଭ ହୋଇ ଯାଇଥିବା ବେଳେ ଏଥିପାଇଁ ସମଗ୍ର ପାରଳା...

Read moreDetails

ରାଜ୍ୟରେ ସାମ୍ବାଦିକ ମାନଙ୍କଉପରେ ଆକ୍ରମଣ କୁ ନେଇ ମୋହନା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ସ୍ମାରକପତ୍ର

ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାମୋହନା ବ୍ଲକସାମ୍ବାଦିକ ସଂଘ (ଏମଜେୟୂ) ପକ୍ଷରୁ ସ୍ଥାନୀୟ ପିଡବ୍ଲ୍ୟୁଡି ଡାକ ବଙ୍ଗଳା ପରିସରରେ ରାଜ୍ୟରେ କର୍ମଜୀବି ସାମ୍ବାଦିକମାନଙ୍କ ପ୍ରତି ହେଉଥିବା ଆକ୍ରମଣର ପ୍ରତିବାଦ ଓ...

Read moreDetails
Page 346 of 443 1 345 346 347 443
  • Trending
  • Comments
  • Latest

Recent News