ମନୋରଞ୍ଜନ

ଭାରତ ପ୍ରସିଦ୍ଧ ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା ମୂଖ୍ୟ ଉତ୍ସବ, ଲଙ୍କା ପୋଡ଼ି ବା ରାବଣ ପୋଡ଼ି ଯାତ୍ରା

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍)  :- ଭାରତ ପ୍ରସିଦ୍ଧ ଦଶପଲ୍ଲା ,ଲଙ୍କାପୋଡ଼ି ଯାତ୍ରାର ରାବଣ ବଧ କୁ ମୁଖ୍ୟ ଉତ୍ସବ ଭାବରେ ଗଣନା କରାଯାଏ । ଏହି...

Read moreDetails

ମହାବୀର କ୍ଷେତ୍ରରେ ଲଂକାପୋଡି ଯାତ୍ରା ,ସୀତାଠାବ ଓ ରାବଣର ଛତ୍ର ଛେଦନ

ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ଲଙ୍କାପୋଡ଼ି ଯାତ୍ରାର ଆଜିର ଦିବସଟି ମୁଖ୍ୟତଃ ସୁନ୍ଦରାକାଣ୍ଡ ଓ ମହାବୀର ବଜରଂଗବାଲି କଂ ଉପରେ ପର୍ଯ୍ୟବେସିତ । ବର୍ଷାଋତୁ ସମାପନ...

Read moreDetails

ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ମହାବିଦ୍ୟାଳୟରେ ଓଡ଼ିଆ ମାହୋଲ୍ : ପରିବେଶ ଉତ୍ସବ ମୁଖର

ବାଣପୁର  (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଆ ପକ୍ଷ ୨୦୨୫ ପାଳନ ଅବସରରେ ନାଚୁଣୀ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଥିବା ସମ୍ମିଳନୀ କକ୍ଷ ଉତ୍ସବ ର ୧୨ଶ ଦିବସରେ...

Read moreDetails

ବହୁ ଆଡ଼ମ୍ବରରେ ପାଳିତ ହେଲା ବନ୍ଧୁମିଳନ ଉତ୍ସବ, ସହପାଠୀ ମାନଙ୍କ ପୁନଃ ମିଳନ!

ଓଡ଼ଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ରଘୁନାଥ ବିଦ୍ୟାପୀଠ ଏବଂ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ର ମାଟ୍ରିକ ୨୦୦୯...

Read moreDetails

ଡମଣଭୂଇଁରେ ପ୍ରଥମ ବାର୍ଷିକ ୯କୋଠି ପାଟଦଣ୍ଡ ଶମ୍ଭୁ ମିଳନ ଅନୁଷ୍ଠିତ

ଖୋର୍ଦ୍ଧା ଜିଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) ଡମଣଭୂଇଁ :- ସପ୍ତଦଶ ଶତାବ୍ଦୀ ରେ ମହର୍ଷି କ୍ରତୁ ଦଣ୍ଡନୃତ୍ୟ ପରମ୍ପରା ସୃଷ୍ଟି କରିଥିଲେ ବୋଲି ସ୍କନ୍ଦ ପୁରାଣ ର ଉତ୍କଳ ଖଣ୍ଡରେ...

Read moreDetails

ଆଞ୍ଚଳିକ ଶାନ୍ତି କମିଟି ପକ୍ଷରୁ ଓଡିଶା ଦିବସରେ ବିଭିନ୍ନ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଗଲା

କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ  :- କଟକ ସଦର ଥାନା ଅଞ୍ଚଳରେ ନୂତନ ଭାବେ ଗଢ଼ି ଉଠିଥିବା ଆଞ୍ଚଳିକ ଶାନ୍ତି କମିଟି ପକ୍ଷରୁ ମଙ୍ଗଳବାର ଅପରାହ୍ନରେ...

Read moreDetails

ନୋଏଡ଼ା ରତ୍ନ କ୍ଷେତ୍ରରେ କିଶୋର ଦ୍ବିବେଦୀଙ୍କ ଜନ୍ମ ଦିବସ ପାଳନ

ନୂଆଦିଲ୍ଲୀ/ନୋଏଡ଼ା  (ଓଡ଼ିଶା ତାଜା ନ୍ୟୁଜ୍) :- ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିରାଜମାନ କରୁଥିବା ନୋଏଡ଼ାର ରତ୍ନ କ୍ଷେତ୍ରଠାରେ ୱାର୍ଲଡ଼ ଓଡ଼ିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀଙ୍କର ଜନ୍ମଦିନ...

Read moreDetails

ମହିଳାମାନେ ମହାଶକ୍ତିର ଭଣ୍ଡାର : ୱାର୍ଲଡ ଓଡ଼ିଶା ସୋସାଇଟି ଦ୍ଵାରା ଶକ୍ତି ଉତ୍ସବ ଆୟୋଜନ

୧୭ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୂଆଦିଲ୍ଲୀ  :- ମହିଳାମାନେ ମହାଶକ୍ତିର ଭଣ୍ଡାର ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି।ଏଠାରେ ୱାର୍ଲଡ ଓଡ଼ିଶା ସୋସାଇଟି...

Read moreDetails
Page 39 of 100 1 38 39 40 100
  • Trending
  • Comments
  • Latest
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ
ଆଇନ ମନ୍ତ୍ରି, ସାଂସଦ ଓ ବିଧାୟକଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ   ଭାପୁର,୧୨/୦୯(ଓଡିଶା ତାଜା ନ୍ୟୂଜ ) ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି. ବିଧାୟକଙ୍କ ପ୍ରଚେଷ୍ଟା ଯୋଗୁଁ ଭାପୁର ବ୍ଲକର ୫ ଗୋଟି ପ୍ରକଳ୍ପ ପାଇଁ ୭୪ କୋଟି ଟଙ୍କା ମଞ୍ଜୁର ହୋଇଛି. ଅଞ୍ଚଳବାସୀଙ୍କୁ ପ୍ରତିଶୃତି ଦେଇ ଦୀର୍ଘ ଦିନର ଦାବି ବାସ୍ତବରେ ପୂରଣ  କରି ପ୍ରତିଶୃତି ରକ୍ଷାକଲେ ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ  ! ଶନିବାର ଦିନ ପୂର୍ତ୍ତବିଭାଗ ତରଫରୁ କଳାପଥର-ଭାପୁର ବାଇପାସ ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୧୭.୬୮ କୋଟି, କଳାପଥର-ଭାପୁର ବାଇପାସ ରାସ୍ତା ୧୦.୬ କି.ମି ରାସ୍ତାର ପ୍ରଶସ୍ତିକରଣ ଏବଂ ଉନ୍ନତି କରଣ ପାଇଁ ୧୮.୩୩ କୋଟି, ବିଜିପୁର-କରବର ରାସ୍ତା ୭.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୭.୪୬ କୋଟି, ବିଜିପୁର-କରବର ରାସ୍ତାର କାଳୀଗିରି ନଦୀ ଉପରେ ସୁଉଚ୍ଚ ସେତୁ ପାଇଁ ୩୪ କୋଟି ଓ ମାରଡ଼ା-ପଦ୍ମାବତୀ ୮.୧ କି.ମି ରାସ୍ତାର ଉନ୍ନତି କରଣ ପାଇଁ ୬.୫୨ କୋଟି ଟଙ୍କାର ଶୁଭଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି. ସ୍ଥାପକ ଭାବେ ପୂର୍ତ୍ତ, ଆଇନ ଓ ଅବକାରୀ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଓ ମୂଖ୍ୟ ଅତିଥି ଭାବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଯୋଗଦେଇଥିଲେ. ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଇଂ. ଦୁଷ୍ମନ୍ତ କୁମାର ସ୍ୱାଇଁ, ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥ, ୧୯ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ସାହୁ, ଭାପୁର ତହସିଲଦାର ମୋନାଲିସା ରଥ, ବିଡ଼ିଓ ସାରଦା ପ୍ରସନ୍ନ ପଣ୍ଡା, ଖଣ୍ଡପଡ଼ା ବିଡ଼ିଓ ଅଙ୍କୁର ଅଭିଳାଷ, ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଗୟାଧର ପରିଡ଼ା, ବ୍ଲକ ପ୍ରତିନିଧି ତୋଫାନ କୁମାର ପ୍ରଧାନ, ୨୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟ ବିଜୟ କୁମାର ସାମନ୍ତରାୟ ଯୋଗଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବଡ଼ସହରା ସରପଞ୍ଚ ବ୍ରଜକିଶୋର ଆଳୁକ, ଗୋଳାପୋଖରୀ ସରପଞ୍ଚଙ୍କ ପ୍ରତିନିଧି ଅନିଲ କୁମାର ବୈରୀଗଞ୍ଜନ, କରବର ସରପଞ୍ଚଙ୍କ ପ୍ରତିନିଧି ପ୍ରମୋଦ କୁମାର ସାହୁ, ଆତ୍ମାର ଅଧ୍ୟକ୍ଷ ଶଶୀଭୂଷଣ ରାଉତରାୟ, କେନ୍ଦୁପଲ୍ଲୀ ସରପଞ୍ଚ ତାରେଶ୍ୱର ମାଝୀ, ସମିତି ସଭ୍ୟ ଦୀପକ କୁମାର ଜେନା,ସମାଜସେବୀ ତଥା ବରିଷ୍ଠ ଭାଜପା ନେତା ବିମ୍ବାଧର ବାରିକ ପ୍ରମୁଖ ଉପସ୍ଥିତ ଥିଲେ. ପ୍ରତ୍ୟେକ ପ୍ରକଳ୍ପ ଉଦଘାଟନ ସମୟରେ ଶହ ଶହ ଜନସାଧାରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ରହି ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଦେଇ ବାଜା ବଜାଇ ସ୍ୱାଗତ କରି ଭିତ୍ତିପ୍ରସ୍ତର ସ୍ଥାନକୁ ପାଛୋଟି ନେଇଥିଲେ. ଶିଳାନ୍ୟାସ ଅବସରରେ ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଡବଲ ଇଞ୍ଜିନ ସରକାର କଥାରେ ନୁହେଁ କାମରେ ବିଶ୍ୱାସ କରେ. ଭାପୁର ବ୍ଳକ ଅଞ୍ଚଳର ରାସ୍ତା ଘାଟକୁ ଦେଖିଲେ ୨୪ ବର୍ଷର ସରକାର କିପରି ବିକାଶ କରିଛି ତାହା ଜଳଜଳ ହୋଇ ଦେଖାଯାଉଛି. ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇପଡିଛି. ଯାହାଫଳରେ ଗମନା ଗମନ ସୁଗମ ହୋଇପାରୁନି. ଆଜିର ଏହି ୫ଟି ପ୍ରକଳ୍ପ ଉଦଘାଟନ ଦ୍ଵାରା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣମାନଙ୍କର ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟ ଓ ବାଣିଜ୍ୟ ବ୍ୟବସ୍ଥା ସୃଦୃଢ଼ ହେବା ସହ ଗମନାଗମନ ସୁଗମ ଏବଂ ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବ. ଏଥିସହ ନିର୍ବାଚନ ମଣ୍ଡଳୀର ବିକାଶ ପାଇଁ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କ ଉଦ୍ୟମକୁ  ଖଣ୍ଡପଡ଼ା ଓ ଭାପୁର ଅଞ୍ଚଳବାସୀ ଭୁୟସୀ ପ୍ରଶଂସା  କରିଅଛନ୍ତି  !.  କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଉଦ୍ୟମରେ ବିକାଶର ଧାରା ଆଗେଇଚାଲିଛି. ଭାପୁର ବ୍ଲକ ଅଞ୍ଚଳର ଜନସାଧାରଣମାନଙ୍କର ବହୁଦିନର ପ୍ରତୀକ୍ଷା ଓ ଦାବି ପୂରଣ ହୋଇବ ବୋଲି ସାଂସଦ ଶ୍ରୀ ମହତାବ ତାଙ୍କ ବକ୍ତବ୍ୟରେ କହିଥିଲେ  !  !

ଜିଲ୍ଲା ବିଜ୍ଞାନ ନାଟକ ପ୍ରତିଯୋଗିତା ରେ ଚିଲିକା ବ୍ଲକ କୁ ଶ୍ରେଷ୍ଠ ପାଣ୍ଡୁଲିପି, ଶ୍ରେଷ୍ଠ ଅଭିନେତା ପୁରସ୍କାର
ଚିଲିକା ବ୍ଲକରେ ବିଦ୍ୟାଳୟ ସ୍ତରୀୟ ଚକ୍ଷୁ ସ୍ୱାସ୍ଥ୍ୟ ତାଲିମ ଶିବିର

Recent News