ଦେଶ

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ୫୯ତମ ପ୍ରତିଷ୍ଠା ଦିବସ ପାଳିତ ; କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବୈଜ୍ଞାନିକ ଜ୍ଞାନକୌଶଳ ପ୍ରୟୋଗ ଆବଶ୍ୟକ – ମନ୍ତ୍ରୀ ଡଃ ଅରୁଣ ସାହୁ

ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ବର୍ଦ୍ଧିତ ଜନସଂଖ୍ୟାର ଖାଦ୍ୟ ଚାହିଦାକୁ ପୂରଣ କରିବା ଦିଗରେ କୃଷି କ୍ଷେତ୍ରରେ ନୂତନ ଚାଷ...

Read moreDetails

ଜିଲ୍ଲାପାଳଙ୍କ କୋଭିଡ ସ୍ଥିତି ଓ ଉନ୍ନୟନ ପ୍ରକଳ୍ପର ସମୀକ୍ଷା – ହିଞ୍ଜିଳିକାଟୁ,

ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ହିଞ୍ଜିଳିକାଟୁ :- ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୋମବାର ହିଞ୍ଜିଳି ଗସ୍ତରେ ଆସି କୋଭିଡ ସଂକ୍ରମଣ...

Read moreDetails

ଗୁମ୍ମା ବ୍ଲକଗାଇବା ଗ୍ରାମ ରେ ଲାଗିରହିଛି ; ବିଦ୍ୟୁତ ସମସ୍ୟା ପ୍ରତିକାର ପାଇଁ ଗ୍ରାମ ବାସି ବିଦ୍ୟୁତ ବିଭାଗ କୁ ବାରମ୍ବାର ଜଣାଇଲେ ମଧ୍ୟ ପ୍ରତିକାର କରାଯାଉ ନାହିଁ

ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଗଜପତି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ପଞ୍ଚୟତ ରେ ଦୀର୍ଘ ଦିନ ଧରି...

Read moreDetails

ମାଗଣା ରାସନ ଯୋଜନାର ଲାଭ ପାଇବାରେ ଯଦି କାର୍ଡଧାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି,ତେବେ ଟୋଲ ଫ୍ରି ନମ୍ବର 1800-180-2087, 1800-212-5512 ଏବଂ 1967 ଜାରି କରିଛନ୍ତି।

ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ମାଗଣା ରାସନ ଯୋଜନାର ଲାଭ ପାଇବାରେ ଯଦି କାର୍ଡଧାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ...

Read moreDetails

ନୟାଗଡ଼ ଜିଲ୍ଲାରେ କରୋନା ରେ ଆଜି ଆଉ ଜଣେ ମୃତ୍ୟୁ ; ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୨ ଜଣ ମୃତ୍ୟୁବରଣ କରିଛନ୍ତି ।

ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ନୟାଗଡ଼ ଜିଲ୍ଲା :- ଆଜି ଆଉ ଜଣେ ନୟାଗଡ଼ ଜିଲ୍ଲାରେ କରୋନା ରେ ମୃତ୍ୟୁବରଣ କରିଛନ୍ତି ।...

Read moreDetails

ୟୁଜି ଓ ପିଜି ଶେଷ ସେମିଷ୍ଟର ପରୀକ୍ଷାକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼.ଅରୁଣ ସାହୁ ଙ୍କ ପ୍ରତିକ୍ରିୟା ।

ଓଡିଶା ତାଜା ନ୍ୟୁଜ୍ (୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼. ଅରୁଣ କୁମାର ସାହୁ, ୟୁଜି ଓ ପିଜି...

Read moreDetails

କୃଷି ମନ୍ତ୍ରୀଙ୍କର ସୋସିଆଲ ମିଡିଆ ରେ ଭାଇରାଲ ହୋଇଥିବା ଅମୃତଭଣ୍ଡା ଫଟୋ ; ସ୍ୱାବଲମ୍ବୀ ହେବା ପାଈଁ ରାଜ୍ୟ କୃଷକ ଭାଇ ମାନଙ୍କୁ ପ୍ରେରଣା ଯୋଗାଇବ ।

ଓଡିଶା ତାଜା ନ୍ୟୁଜ୍ ( ୨୪ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଆଜି ସକାଳୁ ସକାଳୁ ସୋସିଆଲ ମିଡିଆ ରେ କୃଷି ମନ୍ତ୍ରୀ ଅରୁଣ ସାହୁ...

Read moreDetails

ରାଜଘାଟ ରେଳ ଷ୍ଟେସନ ସମସ୍ୟା କୁ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଙ୍କୁ ୮ ଦଫା ଦାବି ପତ୍ର ପ୍ରଦାନ ।।

ଓଡିଶା ତାଜା ନ୍ୟୁଜ୍ (୨୩ ଅଗଷ୍ଟ ରବିବାର ) ବାଲେଶ୍ୱର :- ବସ୍ତା ରାଜଘାଟ ରେଳ ସୁରକ୍ଷା ମଞ୍ଚ ପକ୍ଷରୁ ୮ ଦଫା ଦାବି ନେଇ ମାନ୍ୟବର...

Read moreDetails

ଢେଙ୍କାନାଳ ୧୪୯ ନଂ ଜାତୀୟ ରାଜପଥରେ ଦୁଇ କାର ମୁହାଁମୁହିଁ,୨ ମୃତ,୫ ଗୁରୁତର

ଓଡିଶା ତାଜା ନ୍ୟୁଜ୍ (୨୩ ଅଗଷ୍ଟ ରବିବାର ) ଢେଙ୍କାନାଳ :- ଆଜି ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥ ଭେଜିଆ ଛକରେ...

Read moreDetails

ବରୀ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାଙ୍ଗଠନିକ ବୈଠକ ଓ ପଞ୍ଚାୟତ ଛାତ୍ର ସଭାପତି ଚୟନ କରିବା ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡିଶା ତାଜା ନ୍ୟୁଜ୍ (୨୩ ଅଗଷ୍ଟ ରବିବାର ) ବରୀ :- ଆଜି ବିଜୁ ଛାତ୍ର ଜନତା ଦଳ ବରୀ ତରଫରୁ ମନ୍ଦାରୀ ଗ୍ରାମ ପଞ୍ଚାୟତ ର...

Read moreDetails
Page 346 of 516 1 … 345 346 347 … 516
  • Trending
  • Comments
  • Latest

Recent News