ଓଡ଼ିଶା

ମାଲକାନଗିରି ଅବକାରୀ ବିଭାଗ ଓ ଚିତ୍ରକୋଣ୍ଡା ପୋଲିସର ମିଳିତରେ ୧୧୨ କେଜି ଗଂଜେଇ ଜବତ ।

ମାଲକାନଗିରି (ଓଡିଶା ତାଜା ନିଉଜ୍) ଚିତ୍ରକୋଣ୍ଡା : – ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଟୋନେଲ କ୍ୟାମ୍ପ ଠାରେ ଚିତ୍ରକୋଣ୍ଡା ପୋଲିସ ଓ ମାଲକାନଗିରି ଅବକାରୀ ବିଭାଗର...

Read more

ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ୨୦୨୩ ସୁଦ୍ଧା ବଲାଙ୍ଗୀର ପର୍ଯ୍ୟନ୍ତ ରେଳ ଲାଇନ ସଂପ୍ରସାରଣ କରାଯିବ : ଧର୍ମେନ୍ଦ୍ର

ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) 26.12.2019 ନୟାଗଡ :-  ନୟାଗଡ ରେଳ ଷ୍ଟେସନ ଠାରେ ଗୁରୁବାର ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ପ୍ରକଳ୍ପର ନୟାଗଡ ଓ ମହିପୁର...

Read more

ଓଡିଶାର ସଂସ୍କୃତି ଓ ପର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ – ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର,26.12.2019 :- ରେଳ ବିଭାଗ କ୍ଷରୁ ନାଲକୋ ସହଯୋଗରେ ଓଡିଶାର କଳା ସଂସ୍କୃତିକୁ ୍ରଦର୍ଶିତ କରିବା । ଇଁ ଆଜି ଯେଉଁ...

Read more

୨୩ତମ ପ୍ରତିଷ୍ଠା ଦିବସ – ବିଜେଡି

ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର,26.12.2019 :-  ବିଜୁ ଜନତା ଦଳର ୨୩ତମ ପ୍ରତିଷ୍ଠା ଦିବସରେ ଓଡ଼ିଶାର ଜନସାଧାରଣଙ୍କ ସମେତ ଦଳର କର୍ମୀ ଭାଇ ଓ ଭଉଣୀମାନଙ୍କୁ...

Read more

ଚତୁର୍ଥ ଅଟଳ ସମ୍ମାନରେ ସମ୍ମାନୀତ ହେଲେ ପ୍ରଶାନ୍ତ ସେନାପତି

 ବିଶିଷ୍ଟ ରାଷ୍ଟ୍ରବାଦୀ କବି ବିରଂଚି ନାରାୟଣ ପଣ୍ଡାଙ୍କୁ “ଅଟଳ କବିତା ସମ୍ମାନ-୨୦୧୯”  ସମାଜସେବୀ ସୁବୋଧ ମିଶ୍ରଙ୍କୁ “ଅଟଳ ସମାଜସେବୀ ସମ୍ମାନ-୨୦୧୯” ଭୁବନେଶ୍ଵର (ଓଡିଶା ତାଜାନିଉଜ୍)...

Read more

ଜାନୁୟାରୀ ୧୦ରେ ଜିଲ୍ଲାସ୍ତରୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର : – ଭୁବନେଶ୍ୱର ସେବା, କଳା ଓ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ରାଜଧାନୀ ପ୍ରତିଷ୍ଠିତ ଅନୁଷ୍ଠାନ ତୁଷାର...

Read more

ଟାଟା ଷ୍ଟିଲ କଳିଙ୍ଗନଗରକୁ ୨୦୧୯ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର : – ଟାଟା ଷ୍ଟିଲ କଳିଙ୍ଗ ନଗର କାରଖାନାକୁ ଏହାର ଶକ୍ତି ସଂରକ୍ଷଣ ପଦକ୍ଷେପ ଲାଗି ଜାତୀୟ ଶକ୍ତି ସଂରକ୍ଷଣ...

Read more

ଜିଲ୍ଲା ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା : ବରଗଡ଼ର ଡାଲଖାଇ ଓ ସୁନ୍ଦରଗଡ଼ର ରସରକେଲି ଧୁମ ମଚେଇଲେ – ନୟାଗଡ଼

ନୟାଗଡ ଜିଲ୍ଲା (ଓଡିଶା ତାଜା ନିଉଜ୍) ରଣପୁର 25.12.2019 :- ନୟାଗଡ଼ ଜିଲ୍ଲା ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା ଆଜି ଦ୍ୱିତୀୟ ଦିବସ ମହା ଆଡ଼ମ୍ବରରେ ଅନୁଷ୍ଠିତ...

Read more

ରଣପୁର ମହୋତ୍ସବ ଅର୍ଜୁନ-୨୦୨୦ର ଶୁଭ ଖୁଣ୍ଟି ପୋତିଲେ ସତ୍ୟନାରାୟଣ … ହରିବୋଲ ରେ କମ୍ପିଲା ମହୋତ୍ସବ ପଡିଆ

ନୟାଗଡ (ଓଡିଶା ତାଜା ନିଉଜ୍) ରଣପୁର : - ରଣପୁର ଏନେସି ରେ ବଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ର ମିନି ଷ୍ଟାଡିୟମ ଠାରେ ପ୍ରତି ବର୍ଷ...

Read more
Page 2836 of 2842 1 2,835 2,836 2,837 2,842
  • Trending
  • Comments
  • Latest

Recent News