ଭୁବନେଶ୍ଵର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର,26.12.2019 :- ରେଳ ବିଭାଗ କ୍ଷରୁ ନାଲକୋ ସହଯୋଗରେ ଓଡିଶାର କଳା ସଂସ୍କୃତିକୁ ୍ରଦର୍ଶିତ କରିବା । ଇଁ ଆଜି ଯେଉଁ ଦକ୍ଷେପ ନିଆଯାଇଛି ତଦ୍ୱାରା ଓଡିଶାର ସଂସ୍କୃତି ଓ ର୍ଯ୍ୟଟନ ସର୍ବଭାରତୀୟ ସ୍ତରକୁ ଯିବ ବୋଲି ଗୁରୁବାର ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଓଡିଶା ସଂସ୍କୃତି ଓ କଳାରେ ବ୍ରାଣ୍ଡିଂ ହୋଇଥିବା ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସ୍େରସ୍ ଏବଂ ଓଡିଆ ଭାଷାରେ ଅସଂରକ୍ଷିତ ଟ୍ରେନ୍ ଟିକେଟ୍ ୍ରଚଳନର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ରମବୀ ଧର୍ମେନ୍ଦ୍ର ୍ରଧାନ । ଶ୍ରୀ ୍ରଧାନ କହିଛନ୍ତି ଯେ ରାଜଧାନୀ ଏକ୍ସେ୍େରସର ୩ ଯୋଡା ଟ୍ରେନରେ ଓଡିଆ ସଂସ୍କୃତିକୁ ୍ରତିଳିତ କରିବାର ପଦକ୍ଷେପ ସ୍ୱାଗତଯୋଗ୍ୟ ।
ବିଭିନ୍ନ ରାଜ୍ୟ ଦେଇ ଦିଲ୍ଲୀ ଯିବାବେଳେ ଟ୍ରେନର ଓଡିଶାର କଳା ସଂସ୍କୃତିରଟୋଚିତ୍ରକୁ ଲୋକମାନେ ଦେଖିାରିବେ । ନିକଟରେ ଓଡିଶା ସରକାରଙ୍କ ର୍ଯ୍ୟଟନ ବିଭାଗ ପକ୍ଷରୁ କୋଣାର୍କ ବେଳାଭୂମିରେ ଇକୋ ରିଟ୍ରିଟ୍ ଆରମ୍ଭ ହୋଇଛି । ଏହା ମଧ୍ୟ ଏକ ଦକ୍ଷେପ । ଆଗାମୀ ଦିନରେ ରେଳ ବିଭାଗ ବା ଅନ୍ୟାନ୍ୟ ରାଷ୍ଟ୍ରାୟତ ସଂସ୍ଥା ଆହୁରି ଭଲ ଭାବେ ଓଡିଶାକୁ ସ୧ାନ କରନ୍ତୁ, ଏହା ଆମର ଅକ୍ଷୋ ବୋଲି ଶ୍ରୀ ୍ରଧାନ କହିଛନ୍ତି । କେନ୍ଦ୍ରମବୀ ଶ୍ରୀ ୍ରଧାନ ଆହୁରି କହିଛନ୍ତି ଯେ ଓଡିଶାର ୩୧୭ଟି ରେଳ ଷ୍ଟେସନ ଅଛି । ୂର୍ବରୁ ଟ୍ରେନ୍ ଯାତ୍ରୀମାନଙ୍କ ।ଇଁ ଅସଂରକ୍ଷିତ ବଗି ।ଇଁ କେବଳ ଇଂରାଜୀ ଓ ହିନ୍ଦି ଭାଷା ଟିକେଟ୍ ୍ରଚଳନ ଥିଲା । ମାତ୍ର ଏବେ ରେଳ ବିଭାଗ ପକ୍ଷରୁ ଓଡିଆ ଭାଷାରେ ଏହି ବଗି ।ଇଁ ଟିକେଟ୍ ୍ରଚଳନ ହେବା ଆନନ୍ଦର ବିଷୟ । ଏଣିକି ରାଜ୍ୟ ଭିତରେ ଯେ କୌଣସି ସ୍ଥାନକୁ ଟ୍ରେନରେ ଯାତ୍ରା କଲେ ଉକ୍ତ ଟିକେଟରେ ଇଂରାଜୀ, ହିନ୍ଦି ଭାଷା ସମେତ ଓଡିଆ ଭାଷାରେ ରହିବ ।
ଓଡିଶା ରାଜ୍ୟରେ ଆଂଚଳିକ ଭାଷାରେ ଏପରି ବ୍ୟବସ୍ଥା ଆରମ୍ଭ କରାଯାଇଥିବାରୁ ଶ୍ରୀ ୍ରଧାନ ୍ରଧାନମବୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମବୀ ିୟୂଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି ।