କଟକ

ମା ମହାଲକ୍ଷ୍ମୀ ପୂଜା କମିଟି ପୋଖରୀଗାଁ : ପ୍ରତେକ ବର୍ଷ କିଛି ନା କିଛି ନୂତନ ହୋଇଥାଏ – ନିଆଳୀ, କଟକ

ଓଡ଼ିଶା ତାଜା ନ୍ୟୁଜ୍ (୧୫ ଡିସେମ୍ବର ବୁଧବାର) କଟକ ଜିଲ୍ଲା :- କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ପଞ୍ଚାୟତର ପୋଖରୀ ଗାଁ ମା...

Read more

ଶଙ୍ଖଚିଲା ଜଗନ୍ନାଥ ମନ୍ଦିରର ରତ୍ନମୁଦ ଉତ୍ସବ ‘ଘୃତଯଜ୍ଞ ଓ ନାମଯଜ୍ଞ ଧ୍ୱନିରେ ଭକ୍ତଙ୍କ ଦାନଦ୍ରବ୍ୟରେ ସମ୍ପ ଣ୍ଣ ର୍ ହେଲା – ମନ୍ଦିର ରତ୍ନମୁଦ’

ଓଡ଼ିଶା ତାଜା ନ୍ୟୁଜ୍ (୧୪ ଡିସେମ୍ବର ମଙ୍ଗଳବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ ଖମଣ ପଂଚାୟତ ସ୍ଥିତ ଶଙ୍ଖଚିଲା ବଜାରଠାରେ ମହାପଭୁ ଜଗନ୍ନାଥଙ୍କ ନିମନ୍ତେ ନିର୍ମାଣାଧିନ...

Read more

ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ଆଜି : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ୧୫ ପ୍ଲାଟୁନ୍ ଫୋର୍ସ

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଡିସେମ୍ବର ସୋମବାର ) କଟକ :- ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ କାର‌୍ୟ୍ୟକ୍ରମକୁ ଦୃଷ୍ଟିରେ ରଖି ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି...

Read more

ସିଦ୍ଧ ମହାପୁରୁଷ କାହ୍ନୁ ଗୋସ୍ୱାମୀଙ୍କ ବାର୍ଷିକ ଉତ୍ସବ ସାଧୁସନ୍ଥଙ୍କ ଧର୍ମୀୟ ସଭା ‘ଅଧ୍ୟାତ୍ମିକ ମାର୍ଗହିଁ ସତକର୍ମର ମାର୍ଗ ସୂଚାଇଥାଏ’

ଓଡ଼ିଶା ତାଜା ନ୍ୟୁଜ୍ (୧୧ ଡିସେମ୍ବର ଶନିବାର ) କୋରାଇ :- ଜୀବ ଓ ପରମ ଏକ ଏବଂ ଅଭିନ୍ନ । କର୍ମାନୁଯାୟୀ ମଣିଷକୁ ବାରମ୍ବାର ଜନ୍ମ ନେବାକୁ ପଡିଥାଏ...

Read more

ଭୁବନେଶ୍ୱର : ଘଣ୍ଟା ପିଛା ୨୨ କିମି ବେଗରେ ସ୍ଥଳଭାଗ ଆଡ଼କୁ ହେଉଛି  – ‘ଜୱାଦ’

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଡିସେମ୍ବର ଶୁକ୍ରବାର ) ଭୁବନେଶ୍ୱର :- ବାତ୍ୟା ଜୱାଦ ନେଇ ତାଜା ଅପଡେଟ୍ ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର...

Read more

ଶୀତରୁ ରକ୍ଷାପାଇଁ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବାଂଟିଲେ ଶିକ୍ଷାବିତ ଅଶ୍ୱିନୀ ଦାସ ସାଧୁ ଉଦ୍ୟମପାଇଁ କୃତଜ୍ଞତା ଜଣାଇଲେ ଅଂଚଳବାସୀ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) କୋରାଇ :- ଶିକ୍ଷକତା ଥିଲା ପେଶା; ମାନବ ସେବା କରିବା ତାଙ୍କର ନିଶା । ଶିକ୍ଷାଦାନ କରି...

Read more

ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ରଙ୍କ ଅବସର ଗ୍ରହଣ

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ବାଙ୍କୀ :- ବାଙ୍କୀର ସର୍ବପୁରାତନ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ସଂସ୍କୃତ ଶିକ୍ଷକ ପଣ୍ଡିତ ନଗେନ୍ଦ୍ର କୁମାର ମହାପାତ୍ର  ୩୩ବର୍ଷର...

Read more

ଅର୍ଦ୍ଧନିର୍ମିତ ଡମପଡା ସମବାୟ ବ୍ୟାଙ୍କ ସମ୍ପୂର୍ଣ୍ଣ କରିବାକୁ ବିଭିନ୍ନ ମହଲରେ ଦାବି

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଡିସେମ୍ବର ଗୁରୁବାର ) ବାଙ୍କୀ :- ଛଅ ଗୋଟି ସେବା ସମବାୟ ସମିତି କୁ ନେଇ ଗଠିତ ହୋଇଥିବା ଡମପଡା ସମବାୟ...

Read more
Page 97 of 197 1 96 97 98 197
  • Trending
  • Comments
  • Latest

Recent News