No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଡିସେମ୍ବର ବୁଧବାର) କଟକ ଜିଲ୍ଲା :- କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ ପଞ୍ଚାୟତର ପୋଖରୀ ଗାଁ ମା କୁତାମ୍ ଚଣ୍ଡୀ ମନ୍ଦିର ସମ୍ମୁଖ ରେ ବିଗତ ୧୮ ବର୍ଷ ଧରି ଚାଲି ଆସୁଥିବା ମା ମହାଲକ୍ଷ୍ମୀ ପୂଜା ପୋଖରୀଗାଁ ତରଫରୁ ଚଳିତ ବର୍ଷ ମଧ୍ୟ ବେଶ୍ ଧୁମ୍ ଧାମରେ ଆୟୋଜିତ ହୋଇଯାଇଛି, ପୂଜା ଉସ୍ତବ ଏହି ପୂଜା ୦୬ ଦିନ ଧରି ଚାଲି ଆସୁଥିବା ବେଳେ ଚଳିତ ବର୍ଷ ମଙ୍ଗବାରଠାରୁ ଠାରୁ ଆରମ୍ଭ କରି ପୂଜା ରବିବାର ଭସାଣି ଶୋଭାଯାତ୍ରା ପର୍ଯ୍ୟନ୍ତ ଚାଲିବ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କିଚି ସ୍ନାସ୍କୃତିକ କାଯ୍ୟକର୍ମ ରହିଛି , ମଙ୍ଗବାର କଳସ ଶୋଭାଯାତ୍ରା, ଅଂକୁର ରୋପଣ. ବୁଧବାର – ପ୍ରାଣ ପ୍ରତିଷ୍ଠା, ଅଗ୍ନି ସ୍ଥାପନ, ଚଣ୍ଡୀ ପାଠ, ଗୁରୁବାର – ଶ୍ରୀ ଚକ୍ର ପୂଜନ, ମା କଂ ବିଶେଷ ପୂଜା ଓ ମାଣ ବସା. ଶୁକ୍ରବାର- ଚଣ୍ଡୀ ପାଠ, ପୂର୍ଣ୍ଣାହୁତି. ସନ୍ଧ୍ୟା ରେ ପ୍ରସାଦ ସେବନ.
ଶନିବାର ସନ୍ଦ୍ୟାରେ ଭଜନ, ରବିବାର ଭସାଣି ଶୋଭାଯାତ୍ରା. ଏବଂ ମଙ୍ଗବାର, ବୁଧୁବାର, ଗୁରୁବାର ସନ୍ଧ୍ୟା ରେ ପ୍ରବଚନ କାଯ୍ୟକ୍ରମ. ପ୍ରବଚକ (ବାବା ଦିବାକର ଦାସ ମହାରଜା ) ପ୍ରତେକ ବର୍ଷ କିଛି ନା କିଛି ନୂତନ ହୋଇଥାଏ ,ଏହି ପୂଜା ଯଦି ଆଜି ଏଇଠି ପହଞ୍ଚି ପାରିଛି ତାହା କେବଳ ପୋଖରୀଗାଁ ଗ୍ରାମ ବାସୀ ମାନଙ୍କ ଶହଯୋଗ ଓ ସହମତି ପାଇଁ ବିଶେଷ କରି ଏହି ପୂଜା ଅନୁଷ୍ଠାନ ରେ ଛୋଟ ବଡ କରି ୧୦୦+ ସଦସ୍ୟ ଥିବା ବେଳେ
୧୮/ ବର୍ଶ ରୁ ଆରମ୍ୱ କରୀ ୧୦୦ ବର୍ଷ ଯାଏ ସଭିଙ୍କ ଶୋହଜୋଗ ପାଇଁ ଆଜି ଏହି ଅନୁଷ୍ଠାନ ୧୭ ତମ ପୁରୀ ୧୮ ବର୍ଷ ରେ ପହଞ୍ଚି ପାରିଛି ପ୍ରତେକ ବର୍ଷ ନୂତନ ସଦସ୍ୟ ଜଡ଼ିତ ହୋଇ ରହିଛନ୍ତି ଏହି କମିଟି ଶହ ସମସ୍ତ ଙ୍କୁ ମା ମହାଲକ୍ଷ୍ମୀ ପୂଜା କମିଟି ପୋଖରୀଗାଁ ତରଫରୁ ଅନେକ ଅନେକ ଆନ୍ତରିକତା ଶହ ଧନ୍ୟବାଦ୍ ଓ ମା ମହାଲକ୍ଷ୍ମୀ ପୂଜା କମିଟି ପୋଖରୀଗାଁ ସଭାପତି – କଳ୍ପତରୁ ଦାଶ ,ଉପସଭାପତି – ସୁଶିଲ କୁମାର ବେହୁରା .
No Result
View All Result