• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଆର,ଉଦୟଗିରି ବ୍ଲକ ସମାତି ବୈଠକକୁ ବିରୋଧ କଲେ – ସମିତିସଭ୍ୟ/ସଭ୍ୟା

Proprietor Abhimanyu Maharana by Proprietor Abhimanyu Maharana
February 15, 2023
in ଓଡ଼ିଶା, ଗଜପତି, ହୋମ୍
0
ଆର,ଉଦୟଗିରି ବ୍ଲକ ସମାତି ବୈଠକକୁ ବିରୋଧ କଲେ – ସମିତିସଭ୍ୟ/ସଭ୍ୟା
Share on FacebookShare on TwitterWhatsapp

୧୧ ଫେବୃଆରୀ,ଶନିବାର ,୨୦୨୩ (ଓଡ଼ିଶା ତାଜାନ୍ୟୁଜ ) ଆର, ଉଦୟଗିରି  :- ଗଜପତି ଆର,ଉଦୟଗିରି ବ୍ଳକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ମାଙ୍କଡଡିଆଁ ଠାରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ଯାହାକୁ ବିରୋଧ କରି ପଞ୍ଚାୟତ ସମିତି ମେମ୍ବରମାନେ ଅସନ୍ତୁଷ୍ଟ ହେବା ସହ ଉକ୍ତ ବୈଠକକୁ ବିରୋଧ କରିଥିଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର,ଉଦୟଗିରି ଅଧ୍ୟକ୍ଷ ବ୍ଳକରେ ଥିବା ସମସ୍ତ ସମିତି ଓ ସରପଞ୍ଚଙ୍କୁ ନେଇ ଏକ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । କିନ୍ତୁ ଉକ୍ତ ବୈଠକ ବ୍ଳକ କାର୍ଯ୍ୟାଳୟ ପରିସର ମଧ୍ୟରେ ନ କରି ପର୍ଯ୍ୟଟନ ସ୍ଥଳି ମାଙ୍କଡଡିଆରେ କାହିଁକି କରାଗଲା ଏବଂ ନିୟମ ପ୍ରକାରେ ସମିତି ଓ ସରପଞ୍ଚ ମାନଙ୍କୁ ସାତ ଦିନ ପୂର୍ବରୁ ଏହି ବୈଠକର ଚିଠା ପ୍ରେରଣ କରିବା କଥା କିନ୍ତୁ ତାହା ନ କରି ସମାଜିକ ଗଣମାଧମ ବା ଓ୍ବାଟସପ୍ ଜରିଆରେ ବୈଠକର ଦୁଇଦିନ ପୂର୍ବରୁ ସେମାନଙ୍କୁ ଚିଠା ପ୍ରଦାନ କରାଯାଇଥିଲା ।

ଯାହାକୁ ନେଇ ଏବେ ଏହି ବ୍ଲକର ମହେନ୍ଦ୍ରଗଡ, ଆର,ଉଦୟଗିରି, ରାମଗିରି, ଡାବରାଗୁଡା ବସ୍ତ୍ରୀଗୁଡା ଓ ଶବରପଲ୍ଲୀ ଭଳି ୬ ଗୋଟି ପଞ୍ଚାୟତର ସମିତି ସଭ୍ୟ ଓ ସଭ୍ୟାମାନେ ଏହାକୁ ବିରୋଧ କରିବା ଗଣମାଧମର ସେମାନଙ୍କୁ ଉନ୍ନୟନ ମୂଳକ କାର୍ଯ୍ୟରେ ସୂଚନା ଦିଆଯାଉନଥିବା ନେଇ ଆର,ଉଦୟଗିରି ଠାରେ ସମ୍ମିଳନୀ କରି ଗଣମାଧମ ଆଗରେ ସମସ୍ତ ସୁଚନା ପ୍ରଦାନ କରିଥିଲେ । ଯେହେତୁ ଏହି ସମିତି ସଭ୍ୟ ଓ ସଭ୍ୟା ମାନେ କଂଗ୍ରେସ ଦଳରୁ ସମର୍ଥୀତ ହୋଇଥିବା ବେଳେ ବ୍ଲକର ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ଏମାନଙ୍କୁ ବ୍ଳକର କୌଣସି ସୁଚନା ପ୍ରଦାନ କରୁନାହାନ୍ତି କି .. ସେମାନେ ଯଦି ବ୍ଳକ ଅଧ୍ୟକ୍ଷଙ୍କୁ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ପଚାରିଲେ ସେ ସେମାନଙ୍କୁ ଅଣଦେଖା କରିବା ସହ ଏକ ଛତ୍ରବାଦ ଶାସନ ଚଳାଇ ଥିବା ନେଇ ଆର,ଉଦୟଗିରି ସମିତି ସଭ୍ୟା ଝୁନୁ ବେହେରା କହିଥିଲେ । ଆମକୁ ନ ଜଣାଇ ବ୍ଳକକୁ ଆସୁଥିବା ଉନ୍ନୟନ ଲାଗି ବିଭିନ୍ନ ପ୍ରକଳ୍ପ ବଣ୍ଟନ ରେ ପାତରଅନ୍ତର କରାଯାଇଛି । ପ୍ରକଳ୍ପ ଅନ୍ୟ ମାନଙ୍କୁ ପ୍ରଦାନ କରିଯାଉଛି ଯଦି ସେ ଉପରେ ଆମେ ପ୍ରତିବାଦ କରିବୁ ତାହାହେଲେ ସେମାନେ ଆମକୁ ଟଙ୍କା ଦିଅନ୍ତୁ କାମ କରନ୍ତୁ ବୋଲି ବ୍ଳକ ଅଧ୍ୟକ୍ଷ କହୁଛନ୍ତି ମହେନ୍ଦ୍ରଗଡ ସମିତି ସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗ ଅଭିଯୋଗ କରିଥିଲେ । ଅନ୍ୟପଟେ ଏହି ସମସ୍ତ ସମିତି ସଭ୍ୟ/ସଭ୍ୟା କଂଗ୍ରେସ ଦଳର ସମର୍ଥିତ ହୋଇଥିବା ହେତୁ ଏମାନଙ୍କୁ ଅଣ ଦେଖା କରୁଥିବା ସେମାନେ ଅଭିଯୋଗ କରିଥିଲେ । ବ୍ଳକ ବିଡିଓ ସମିତି ସଭ୍ୟ/ସଭ୍ୟା ଙ୍କୁ ଅଣଦେଖା କରୁଥିବା ହେତୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି କଂଗ୍ରେସ ସମିତି ସଭ୍ୟ/ ସଭ୍ୟା କହିଥିଲେ । ଏହି ବିଷୟ ନେଇ ବ୍ଳକ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଶବର ପଚାରିବାରୁ କଂଗ୍ରେସ ଦଳର ମିଛକହିବା ତାଙ୍କର ଅଭ୍ୟସ ମୁଁ କୌଣସି ସମିତି ସଭ୍ୟ/ସଭ୍ୟା ଅଣଦେଖା କରିନାହୁଁ କି ପାତର ଅନ୍ତର କରୁନାହିଁ ।

ମହେନ୍ଦ୍ରଗଡ ସମିତି ସଭ୍ୟ ପୂଣ୍ଣଚନ୍ଦ୍ର ଗମାଙ୍ଗଙ୍କୁ ୫ଲକ୍ଷ ଟଙ୍କା କାମ ସେ କାମ ଠିକ୍ କରିପାରୁ ନାହାନ୍ତି । ଆର,ଉଦୟଗିରି ସମିତିସଭ୍ୟା ଝୁନୁ ବେହେରା ୨ ଲକ୍ଷ ଟଙ୍କାରେ କାମ ଗୁଡିକୁ ଠିକାଦାର ଙ୍କୁ ବିକ୍ରି କରିଦେଲେ ମୁଁ କଣ କରିବି । ମୋହନା ବିଧାୟକ ଦାଶରଥି ଗମାଙ୍ଗ ବ୍ଳକ ଅଧ୍ୟକ୍ଷଥିବା ସମୟରେ ପୁରୁଣାପାଣି ପଞ୍ଚାୟତରେ ସମିତି ବୈଠକ ହୋଇଥିଲା ବୈଠକ ସମୟରେ ହୋଇଥିବା ଠିକ୍  କଂଗ୍ରେସ ଏହିପରି କରିବି ବୋଲି କହିଛନ୍ତି । ପୂର୍ବରୁ ଥିବା ସମିତି ବୈଠକ ପଞ୍ଚାୟତ କିପରି ହୋଇଥିଲା । ଏହି ବିଷୟ ନେଇ ବିଡିଓ ଲରିମନ ଖର୍ସେଲ ଯୋଗାଯୋଗ କରିବା ସେ କୌଣସି ସମିତି ସଭ୍ୟ/ ସଭ୍ୟା ଖରାପ ବ୍ୟବହାର କରୁନି ବୋଲି କହିଥିଲେ । ସବୁ ଦଳ ସମାନ ବ୍ୟବହାର କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

October 14, 2026
ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ

ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 14, 2026
ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା

ଭୁବନେଶ୍ୱରରେ ଡ ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା

October 14, 2026
ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ

ଛତିଶା ନିଯୋଗ ବୈଠକରେ କାର୍ତ୍ତିକ ମାସ ନୀତି ନିର୍ଘଣ୍ଟ ଚୁଡାନ୍ତ

October 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

October 14, 2026
ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ

ହିଆଁଲ କ୍ଳଷ୍ଟର ସ୍ତରୀୟ ସୁରଭି ଉଦଯାପିତ

October 14, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version