ବଲାଙ୍ଗୀର (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାକରଚୁଆଁ କ୍ଲଷ୍ଟର ର ଉଚ୍ଚପ୍ରାଥମିକ ବିଦ୍ୟାଳୟ ସର୍ଗିଗୁଡା ଠାରେ ମାକରଚୁଆଁ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଉକ୍ତ କାଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ମନୋଜ ଦାସ ମୁଖ୍ୟ ବକ୍ତା ଭାବେ ରଘୁମଣି ଭୋଇ, ସମାନନୀୟ ଅତିଥିଭାବେ ଲଖମଣ ସାହୁ ପ୍ରଧାନ ଶିକ୍ଷକ ବାପୁଜୀ ହାଇସ୍କୁଲ,
















