ଏହି କର୍ମଶାଳ ମୁଖ୍ୟ ଅତିଥୀ ଭାବେ ବିଜେଡି ଜିଲ୍ଲା ଉପସଭାପତି ଦଣ୍ଡାସି ସାହୁ, ସମ୍ମାନିତ ଅତିଥୀ ଲିଲିଗଡ ସରପଞ୍ଚ ବାସନ୍ତୀ ମଳିକ, ମୁଖ୍ୟ ବକ୍ତ ଏନଆଇଡିଓ ଉଦ୍ୟୋକ୍ତ ଭିକାରୀ ନାୟକ, ଓକିଲ ସିମାଞ୍ଚଳ କାର୍ଯୀ ଓ ଅନ୍ୟ ଅତିଥୀ ପ୍ରମୁଖ ଯୋଗ ଦେଇଥିଲେ । ନିଜର ବକ୍ତବ୍ୟରେ ରାଜ୍ୟ ସରକାର ଶ୍ରମିକ ମାନଙ୍କ ପ୍ରତି ରହିଥିବା ବିଭିନ୍ନ ସହାୟତାର ଫାଇଦା ନେବାକୁ କହିବା ସହ ମାନବ ଅଧିକାର କ୍ଷୁଣ୍ଣ ନହେବା ଓ ତାହାର ନିତୀ, ନିୟମ, ଉଦ୍ଦେଶ୍ୟ,
ଲକ୍ଷ୍ୟ ଏବଂ ଆଇନ ସଂପର୍କତ ଦିଗ ଉପରେ ମତବ୍ୟକ୍ତ କରିଥିଲେ । ଅତିଥୀ ମାନଙ୍କୁ ଗ୍ରାମବାସୀ ପୁଷ୍କଗଛ ଓ ଉପଜୌକନ ଦେଇ ସମ୍ବଦ୍ଧିତ କରିଥିଲେ । ଏନଆରଡିଓ ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଗଜପତି ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସଂଯୋଜକ ଓ ଗ୍ରାମବାସୀ ପରିଚାଳନା କହିଥିଲେ ।

© 2023 Odisha Taza News.