୨୬ ଜାନୁଆରୀ, ଗୁରୁବାର,୨୦୨୩ (ଓଡ଼ିଶା ତାଜାନ୍ୟୁଜ )ଗଜପତି :– ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ର କୋଣଅନୁକୋଣରେ ସାଧାରଣତନ୍ତ୍ରର ଦିବସ ପାଳନ କରାଯାଇଛି । ମହା ଆନନ୍ଦ ଉଲ୍ଲାସ ମଧ୍ୟୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ । ଭାରତ ମହାରମ୍ଭି କୋଣ ଅନୁକୋଣରେ ପ୍ରକମ୍ଭିତ ହେଉଛି ବନ୍ଦେ ମାତାରମ୍ ସହିତ ଜାତୀୟ ସଂଙ୍ଗୀତର ତାଳେତାଳେ ଭର୍ ପୁର୍ ହୋଇ ଉଡ଼ୁଛି ଜାତୀୟ ପତାକା । ସାରା ଦେଶରେ ଆଜି ଆନନ୍ଦ ଉଲ୍ଲାସ ହୋଇ ଦେଶ ସ୍ବାଧିନତାର ଦୀର୍ଘ ୭୪ ତମ ବର୍ଷରେ ପଦାର୍ପଣ କରିବା ସହିତ ମହା ଆଡ଼ମ୍ଭର ପୂର୍ଣ୍ଣ ସାଂସୢତ୍ୟିୟ କାର୍ଯ୍ୟ ମାଧ୍ୟମରେ ପାଳନ କରୁଛି ସାଧାରଣତନ୍ତ୍ର ଦିବସ । ଯେଉଁ ମାନଙ୍କ ପାଇଁ ଆଜି ଆମେ ସାଧୁତର ସ୍ବାଦ ପାଇଛୁ ଓ ସ୍ବାଧିନତା ସଂଗ୍ରାମରେ ଚାଷରେ ଜାରି ରହିଥିବା ଜଣାପଡ଼ିଛି । ସ୍ବବତ୍ର ପବିତ୍ର ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିବା ବେଳେ ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍ ର ବଡ଼ପଦା ପଞ୍ଚାୟତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସାଧାରଣତନ୍ତ୍ର ଦିବସର କୋଣ ଅନୁକୋଣ ରେ, ଗାଁ ଗହଳରେ ପ୍ରତ୍ଯେକ ପଞ୍ଚାୟତରେ ମହା ଆଡ଼ମ୍ଭର ପୂର୍ଣ୍ଣ ଓ ସାଂସୢତ୍ଯି କାର୍ଯ୍ୟରେ ପାଳନ କରାଯାଉଛି । ପଞ୍ଚାୟତର ଅଧକ୍ଷ ସରପଞ୍ଚ ସଣ୍ଡୁ ମଣ୍ଡଳଙ୍କ ସମେତ ସୁବାଷ ଚନ୍ଦ୍ର ପାଇକ, ଫିଲିପ୍ ମଣ୍ଡଳ,ପତାକା ଉତ୍ତୋଳନ ସହିତ ମହାତ୍ମା ଗାନ୍ଦୀଙ୍କ ଚଳ ଚିତ୍ରକୁ ଉତ୍ତୋଳନ କରିଥିଲେ ।ଷ୍ଟେଟ୍ ବ୍ଯାଙ୍କ୍ ର ପ୍ରିତିରଞ୍ଜ ସତପଥି ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଜୁରୀପଦା ସ୍କୁଲର ସରପଞ୍ଚ ସଣ୍ଡୁ ମଣ୍ଡଳ ଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯଇଛି । ଦେଶ ଓ ସ୍ବାଧିନତା ର ସ୍ବାଦ ଉପଲଧି କରି ଅତି ଆନନ୍ଦ ଉଲ୍ଲାସ ମଧ୍ୟରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ କରି ଘରେ ଘରେ ଉଡ଼େଇଛନ୍ତି ଜାତୀୟ ପତାକା ।