ପୁରୁଣା ରାସ୍ତା ଉପରେ ବିଛା ଯାଇଥିବା ଗୋଡ଼ି, କାର୍ଯ୍ୟ ଆରମ୍ଭ ହୋଇ ସାତ ଦିନ ପରେ ହାତରେ ବାହାର କରିଦେଲେ ପିଛୁ ଗୋଡ଼ିକ ବାହାରୁଛି । ଏହି ଭଳି ନିମ୍ନମାନର କାମ ହୋଇଥିବାରୁ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଖଜୁରୀପଦା ନୂଆଗଡ଼ର ବ୍ଲକ୍ ର ମୁଖ୍ଯ ବଜାର ଦେଇ ଏହି ରାସ୍ତାଯାଇଥିବା ବେଳେ ପ୍ରତିଦିନ ସହ ସହ ଯାନବାହନ ଯାତାୟାତ କରୁଛି ।
ତେବେ ଏ ନେଇ ମଧୁ ଚନ୍ଦ୍ରିକାରେ ଜେଇ ଠିକାଦାର କାର୍ଯ୍ୟ ନିର୍ବାହି ଯନ୍ତ୍ରୀଙ୍କ ସହିତ ଠିକାଦାରକ ମଧୁ ଚନ୍ଦ୍ରିକା N.H.326 ର A କର୍ତ୍ତୣପକ୍ଷରେ ନାହିଁ ନିଙ୍ଘା, ବିଭାଗ୍ଯ ଯନ୍ତ୍ରି ଇନଚାର୍ଜ ନିତ୍ୟାନନ୍ଦ ତରାଇ ଙ୍କୁ ଯୋଗୋଯୋଗ କରିବାରୁ କାମ ଠିକ୍ ଠାକ୍ ଅଛିବୋଲି ଅଭିଯୋଗକୁ ଏଡ଼ାଇ ଯାଇଥିବାବେଳେ ନିର୍ମାଣ ଚାଲିଥିବା ରାସ୍ତାକୁ ସଠିକ୍ ଭାବେ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।


© 2023 Odisha Taza News.