ଦୁଇ ଟ୍ରେନର ମୋହିନୀ ଶବର ଓ ଗାୟତ୍ରୀ ଜାନୀ ଛାତ୍ରୀ ମାନଙ୍କୁ ଆମ୍ଭ ସୁରକ୍ଷା ତାଲିମ ଦେଇଥିଲେ । ସଂଜଯୋକ ସୁମନ୍ତ କୁମାର ବେହେରା ତାଲିମ୍ ଶିବିରର ପରିଚାଳନା କରିଥିବା ବେଳେ ଅଧ୍ୟାପକ ନିଳାଞ୍ଚଳ ପାଣିଗ୍ରାହୀ , ଅଧ୍ୟାପିକା କୃତାଞ୍ଜଳୀ ରଇତ, ବିଜୟ କୁମାର ପ୍ରମୂଖ ଉପସ୍ଥିତରହି ସହ ଯୋଗ କହିଥିଲେ । ଉକ୍ତ ଶିବିରରେ ୫୦ଜଣ ଛାତ୍ରୀ ଯୋଗ ଦେଇଥିଲେ । ଶିବିର ଦଶ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ଖେଳ ଶିକ୍ଷକ ସୁମନ୍ତ କୁମାର ବେହେରା କହିଛନ୍ତି ।

© 2023 Odisha Taza News.