No Result
View All Result
ଜାନୁଆରୀ ୧୯,ଗୁରୁବାର,୨୦୨୩ ( ଓଡ଼ିଶା ତାଜାନ୍ୟୁଜ ) ଆର,ଉଦୟଗିରି :- ଗଜପତି ଜିଲ୍ଲା ମୋହନା ବ୍ଳକ୍ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟଳୟ ଆନୁକୂଲ୍ୟରେ ମୋହନା ବ୍ଳକରେ ଅଧ୍ୟୟନରତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଅଡବା ହରଭଙ୍ଗୀ ଡ୍ୟାମ ପରିଦଶନ, ଏହି ପରିଦର୍ଶନ, ଏହି ପରିଦର୍ଶନ ଅତିରିକ୍ତି ଗୋଷ୍ଠୀ ଶିକ୍ଷାଅଧିରୀ କେ. କୁନାପାତ୍ର ଏବଂ ଅଫିସର ସମସ୍ତ କର୍ମଚାରୀ ଓ ସିଆରସି ମାନେ ଯୋଗ ଦେଇଥିଲେ ।
ଏହାକୁ ପରିଚାଳନା କରିଥିଲେ ଗୋଷ୍ଠୀ ଶିକ୍ଷାଅଧିକାରୀ କାର୍ଯ୍ୟଳୟର ଭିନ୍ନକ୍ଷମ ବିଭାଗର BRI ସୁମନ୍ତ ପ୍ରଧାନ ଓ ପ୍ରକାଶ କୁମାର ସାହୁ । ଏମାନଙ୍କୁ ପୂଣ୍ଣମାତାରେ ସହଯୋଗ କରିଥିଲେ ପୋଇପାଣି ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣାକର ରାଇକା ଓ ସହକାରୀ ଶିକ୍ଷକ ପଲେଇ ସାର ଏବଂ ଏମାନଙ୍କୁ ସାହାର୍ଯ୍ୟ କରିଥିଲେ ସମସ୍ତ IERS ଏବଂ କାର୍ଯ୍ୟାଳୟର ଅନ୍ୟ ଶିକ୍ଷକମାନେ ।

No Result
View All Result