• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସେକ୍ସ କରିବା ବେଳେ ହେଉଛି କି ଯନ୍ତ୍ରଣା…? ଆସନ୍ତୁ ଜାଣିବା ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ – ପୁରୁଷମାନଙ୍କୁ କେଉଁ ଲାଇଫଷ୍ଟାଇଲ ପରିବର୍ତ୍ତନ କରିବାକୁ ପଡିବ

Proprietor Abhimanyu Maharana by Proprietor Abhimanyu Maharana
July 24, 2022
in ଓଡ଼ିଶା, ଜୀବନଚର୍ଯ୍ୟା, ଦେଶ, ହୋମ୍
0
ସେକ୍ସ କରିବା ବେଳେ ହେଉଛି କି ଯନ୍ତ୍ରଣା…? ଆସନ୍ତୁ ଜାଣିବା ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ – ପୁରୁଷମାନଙ୍କୁ କେଉଁ ଲାଇଫଷ୍ଟାଇଲ ପରିବର୍ତ୍ତନ କରିବାକୁ ପଡିବ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ(୨୩ ଜୁଲାଇ ଶନିବାର) ନୂଆଦିଲ୍ଲୀ :- ପ୍ରତିଦିନର ଡାଏଟ ଯେତିକି ଆବଶ୍ୟକ ବିବାହିତ ପୁରୁଷମାନଙ୍କ ପାଇଁ ସେତିକି ଜରୁରୀ ହୋଇଥାଏ ଶାରୀରିକ ସମ୍ପର୍କ । କିନ୍ତୁ ଅନେକ ସମୟରେ ଏମିତି ପରିସ୍ଥିତି ଏବଂ ଯନ୍ତ୍ରଣା ଅନୁଭୂତ ହୁଏ ଯାହା ଦ୍ୱାରା ରୋମାଣ୍ଟିକ ମୁହୂର୍ତ୍ତ ଏବଂ ଖୁସି ଜୀବନ ମଧ୍ୟ କଷ୍ଟଦାୟକ ପାଲଟିଯାଏ । ଶାରୀରିକ ସମ୍ବନ୍ଧ ରଖିବା ସମୟରେ କିଛି ବିବାହିତ ପୁରୁଷ ଖୁବ ଜୋରରେ ଯନ୍ତ୍ରଣା ଅନୁଭବ କରିଥାନ୍ତି । ତେବେ ଲାଜରେ ଏହି ସମସ୍ୟା ବିଷୟରେ ସମ୍ପର୍କୀୟ କିମ୍ବା ଡାକ୍ତରଙ୍କୁ ମଧ୍ୟ କହିପାରନ୍ତି ନାହିଁ ।

ସାଧାରଣତଃ ଶାରୀରିକ ସମ୍ବନ୍ଧ ସମୟରେ କେବଳ ମହିଳାଙ୍କୁ ଯନ୍ତ୍ରଣା ହୁଏ ବୋଲି ଆମେ ଜାଣନ୍ତି । କିନ୍ତୁ ଏହା ପ୍ରକୃତରେ ଭୁଲ । ଫିଜିକାଲ ହେବା ବେଳେ ପୁରୁଷମାନଙ୍କୁ ମଧ୍ୟ ପ୍ରବଳ କଷ୍ଟ ହୋଇଥାଏ । ତେବେ କାହିଁକି ପୁରୁଷମାନଙ୍କୁ ଯନ୍ତ୍ରଣା ଅନୁଭବ ହୁଏ…? ଏହା ପଛରେ ଥିବା କାରଣ ଆପଣଙ୍କ ଖରାପ ଜୀବନଶୈଳୀ ସହ ସମ୍ପୃକ୍ତ ରହିଛି । ତେବେ ଆସନ୍ତୁ ଜାଣିବା ଏହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ପୁରୁଷମାନଙ୍କୁ କେଉଁ ଲାଇଫଷ୍ଟାଇଲ ପରିବର୍ତ୍ତନ କରିବାକୁ ପଡିବ ।

୧. ସ୍ୱଚ୍ଛତା :- ସୁସ୍ଥ ରହିବାର ପ୍ରଥମ ଉପାୟ ସ୍ୱଚ୍ଛତା ବୋଲି ଜଣାଯାଏ । ଯଦି କୌଣସି ବିବାହିତ ପୁରୁଷ ନିଜ ପ୍ରାଇଭେଟ ପାର୍ଟକୁ ସପା ସୁତୁରା ନ କରନ୍ତି, ତେବେ ଏହାଦ୍ୱାରା ଆଲର୍ଜି ହୋଇପାରେ । ଏହାବ୍ୟତୀତ ବ୍ୟକ୍ତିଙ୍କୁ ଇନଫେକ୍ସନ ସହିତ କାଛୁ କୁଣ୍ଡିଆ ଭଳି ବିଭିନ୍ନ ରୋଗର ସାମନା ମଧ୍ୟ କରିବାକୁ ପଡିପାରେ । କିଛି ଲୋକଙ୍କୁ ଏମିତି ଅସୁବିଧା ହୋଇଥାଏ ଯାହା ପାଇଁ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଯନ୍ତ୍ରଣା ଅନୁଭବ କରିଥାନ୍ତି ପୁରୁଷ ।

୨. ଯୌନ ସଂକ୍ରମଣ :- ଅନେକ ସମୟରେ ବିବାହିତ ପୁରୁଷ ବାହାରେ ଅନୈତିକ ସମ୍ପର୍କ ରଖିଥାନ୍ତି । ଫଳରେ ସେମାନଙ୍କୁ ଯୌନ ସଂକ୍ରମଣର ଶିକାର ହେବାକୁ ପଡିଥାଏ । ସେକ୍ସ ସମୟରେ ଏହା ମଧ୍ୟ ଯନ୍ତ୍ରଣାର ଏକ କାରଣ ହୋଇପାରେ । ତେବେ ଏଥିପାଇଁ ଅସୁରକ୍ଷିତ ଯୌନ ସମ୍ପର୍କରୁ ନିଜକୁ ଦୂରେଇ ରଖନ୍ତୁ ।

୩. ପ୍ରୋଷ୍ଟେଟ ଡିଜିଜ :- ହେଲଥ ଏକ୍ସପର୍ଟଙ୍କ କହିବା ଅନୁସାରେ, ଯେଉଁ ବିବାହିତ ପୁରୁଷମାନଙ୍କୁ ପ୍ରୋଷ୍ଟେଟ ଡିଜିଜ ରହିଥାଏ, ସେମାନଙ୍କୁ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଯନ୍ତ୍ରଣା ଅନୁଭବ କରିବାକୁ ପଡିଥାଏ । ଏହି ରୋଗର ମୂଳ କାରଣ ସୁଜନ୍ ହୋଇପାରେ । ଯଦି ଆପଣଙ୍କ ପରିସ୍ରା ସମୟରେ ଜଳାପୋଡା ଅନୁଭବ କରନ୍ତି, ତେବେ ମାମଲା ବିପଦ ପୂର୍ଣ୍ଣ ବୋଲି ଜାଣି ନିଅନ୍ତୁ । ତେଣୁ ଏଥିରୁ ମୁକ୍ତି ପାଇଁ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

ପୁରୀରେ ସାଇବର ଠକେଇର ପର୍ଦାଫାଶ – ୩ ଅଭିଯୁକ୍ତ ଗିରଫ

March 5, 2026
୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

୫୪ତମ ଆଚାର୍ଯ୍ଯ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଊଦଘାଟିତ

March 5, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

ଶ୍ରୀଜୀଉଙ୍କ ବନକଲାଗି : ମହାସ୍ନାନ ପରେଭକ୍ତ ଦର୍ଶନ

March 6, 2026
ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ପାଇଁ ୧୫୩ ଚାଳକଙ୍କ ବିରୋଧରେ ମାମଲା

March 5, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version