ଓଡ଼ିଶା ତାଜା ନ୍ୟୁଜ୍/୦୯ ଜୁନ ଗୁରୁବାର/ପାରଳାଖେମୁଣ୍ଡି :- ରବିବାର ମୋଦି ସରକାରଙ୍କ ଆଠ ବର୍ଷ ର ଉପଲବ୍ଧି ଲୋକ ଲୋଚନକୁ ଆଣିବା ସକାଶେ ଜିଲ୍ଲା କୃଷକ ମୋର୍ଚ୍ଚା ସଭପତି ପ୍ରଶାନ୍ତ କୁମାର ପାଳ ଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଯାଇଅଛି |
ଉକ୍ତ ବୈଠକରେ ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟ ଓ ନାଏବ ସରପଞ୍ଚଙ୍କ ସହ ମୋଦୀଙ୍କ ଯୋଜନାରେ ସାମିଲ ଥିବା ଶତାଧିକ ଯୋଗ୍ୟହିତାଧିକାରୀ ଉକ୍ତ ବୈଠକରେ ସାମିଲ ଥିଲେ, ଏହି ବୈଠକ ରେ ମୋଦୀ ଜୀଙ୍କ ବିଭିନ୍ନ ଯୋଜନା ସହ ବିଶେଷ କରି କୃଷମାନଙ୍କର ଯୋଜନା ଗୁଡିକ ସୁବିସ୍ତୃତ୍ ବର୍ଣ୍ଣନା କରାଯାଇଥିଲା ।













