• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଶୋଭନୀୟ କନ୍ୟା କେନ୍ଦ୍ରରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ

Proprietor Abhimanyu Maharana by Proprietor Abhimanyu Maharana
October 16, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
International Girl Child Day Celebrated at Sovaniya Kanya Centre
Share on FacebookShare on TwitterWhatsapp

କଟକ (ଓଡିଶା ତାଜା ନ୍ୟୂଜ ) ଭୁବନେଶ୍ୱର :- ବିଡାନାସୀସ୍ଥିତ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଅବସ୍ଥିତ ଶୋଭନୀୟ କନ୍ୟା କେନ୍ଦ୍ର ଠାରେ ଆନ୍ତର୍ଜାତୀୟ ବାଳିକା ଦିବସ ଖୁବ ଧୂମଧାମ ଓ ବିପୁଳ ଉତ୍ସାହର ସହିତ ପାଳନ କରାଯାଇଛି। ଏହି ଅବସରରେ ଅଂଶଗ୍ରହଣକାରୀ ବାଳିକାମାନେ ପାରମ୍ପରିକ ଓଡ଼ିଆ ପୋଷାକ ପରିଧାନ କରିଥିଲେ। ଆନ୍ତର୍ଜାତୀୟ ଅଶୋଭନୀୟତା ନିରୋଧ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ଶୋଭନୀୟ ଶିକ୍ଷାନୁଷ୍ଠାନର ଶତାଧିକ ପ୍ରତିନିଧି ଭାଗ ନେଇଥିଲେ। ଏହି ଭବ୍ୟ ଉତ୍ସବକୁ କେନ୍ଦ୍ରକରି ବାଳିକା ମାନଙ୍କ ମଧ୍ୟରେ ଅସାଧାରଣ ଆଗ୍ରହ, ଅପ୍ରତ୍ୟାଶିତ ଉତ୍ସାହ ଓ ଅଭୂତପୂର୍ବ ଉଦ୍ଦୀପନା ପରିଲ୍ଲଖିତ କରାଯାଇଥିଲା ।

ସଭାକୁ ସମ୍ବୋଧନ କରି ଗୁରୁମା ଡଃ ଅରୁନ୍ଧତୀ ଦେବୀ ବାଳିକାମାନଙ୍କୁ ଶିକ୍ଷା ଗ୍ରହଣ କରିବା, ଆତ୍ମସମ୍ମାନ ବିକାଶ କରିବା,ଶକ୍ତିଶାଳୀ ଓ ଆତ୍ମନିର୍ଭରଶୀଳ ବନିବା ପାଇଁ ଆହ୍ୱାନ ଜଣାଇଥିଲେ । ସେମାନେ ନିଜର ବୈଧ ଅଧିକାର ସମ୍ପର୍କରେ ସଚେତନ ହେବା ସହିତ ନିଜକୁ ସଶକ୍ତ କରିବା ପାଇଁ କଠିନ ପରିଶ୍ରମ କରିବା ଦରକାର ତଥା ବାଲ୍ୟ ବିବାହ ଭଳି ଅବୈଧ କାର୍ଯ୍ୟକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରିବା ଉଚିତ ବୋଲି ଡଃ ଦେବୀ କହିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ଜ୍ଞାନେନ୍ଦ୍ର ଶର୍ମା ଏବଂ ମୁଖ୍ୟ ବକ୍ତା ଭାବେ ପ୍ରଖ୍ୟାତ ବୈଜ୍ଞାନିକ ତଥା ସମାଜସେବୀ ଡ଼ଃ ସୁବୋଧ ରାଉତରାୟ ଉପସ୍ଥିତ ଥିଲେ ।

ପ୍ରାରମ୍ଭ ରେ ଶିକ୍ଷାଶ୍ରମର ଛାତ୍ରୀମାନେ ସମାଜରେ କନ୍ୟା ଶିଶୁର ମୂଲ୍ୟ ବିଷୟବସ୍ତୁ ଉପରେ ଆଧାରିତ “କନ୍ୟା ଆମର କଲ୍ୟାଣମୟୀ” ଶୀର୍ଷକ ଏକ ଚମତ୍କାର ସଙ୍ଗୀତ ପରିବେଷଣ କରିଥିଲେ । “କନ୍ୟା ଦିବସ” ବିଷୟରେ କବିତା ଓ ପ୍ରବନ୍ଧ ଲେଖା ପ୍ରତିଯୋଗିତାରେ ବିଜୟୀ ହୋଇଥିବା ଛାତ୍ରୀମାନଙ୍କୁ ଏହି ସଭାରେ ପୁରସ୍କୃତ କରାଯାଇଥିଲା । ଆୟୋଜକ ସମିତିର ବରିଷ୍ଠ ସଦସ୍ୟା ଗୀତାଞ୍ଜଳି ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଶିକ୍ଷାଶ୍ରମର କର୍ମକର୍ତ୍ତା ବୃନ୍ଦ ଯଥା :- ମନୋରମା ଦେବୀ, ଉର୍ମିଳା ବେହେରା, କାଦମ୍ବିନୀ ପାତ୍ର, ବାସନ୍ତୀ କୁମାରୀ, ରାଜରାଣୀ ତ୍ରିପାଠୀ, ମାନସୀ ମଲ୍ଲିକ, ଅନୁଷ୍କା ଚୌଧୁରୀ, ମଧୁସ୍ମିତା ପଣ୍ଡା, ମାନିନୀ ରାଉତ, ଦୀପକ କୁମାର ଓ ଅମାନି ଜେନା ପ୍ରମୂଖଙ୍କର ସକ୍ରୀୟ ତତ୍ତ୍ୱାବଧାନରେ ଉତ୍ସବଟି ସଫଳତାର ସହିତ ସମ୍ପନ୍ନ ହୋଇଥିଲା। ଶେଷରେ ବାଳିକା ମାନଙ୍କ ମଧ୍ୟରେ ମିଠା ବଣ୍ଟନ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୬୦ କଣ୍ଢେଇରେ ଝଲସିଲା କୁନି ପ୍ରତିଭା

୬୦ କଣ୍ଢେଇରେ ଝଲସିଲା କୁନି ପ୍ରତିଭା

October 16, 2026
ରଣପୁର ଡିଗ୍ରୀ ମହାବିଦ୍ୟାଳୟ : ଜ୍ୟୋତିର୍ମୟୀ ସଭାପତି, ସଲମାନ ସମ୍ପାଦକ

ରଣପୁର ଡିଗ୍ରୀ ମହାବିଦ୍ୟାଳୟ : ଜ୍ୟୋତିର୍ମୟୀ ସଭାପତି, ସଲମାନ ସମ୍ପାଦକ

October 16, 2026
International Girl Child Day Celebrated at Sovaniya Kanya Centre

ଶୋଭନୀୟ କନ୍ୟା କେନ୍ଦ୍ରରେ ଆନ୍ତର୍ଜାତୀୟ ବାଳିକା ଦିବସ ପାଳନ

October 16, 2026
International Girl Child Day Celebrated at Sovaniya Kanya Centre

International Girl Child Day Celebrated at Sovaniya Kanya Centre

October 16, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୬୦ କଣ୍ଢେଇରେ ଝଲସିଲା କୁନି ପ୍ରତିଭା

୬୦ କଣ୍ଢେଇରେ ଝଲସିଲା କୁନି ପ୍ରତିଭା

October 16, 2026
ରଣପୁର ଡିଗ୍ରୀ ମହାବିଦ୍ୟାଳୟ : ଜ୍ୟୋତିର୍ମୟୀ ସଭାପତି, ସଲମାନ ସମ୍ପାଦକ

ରଣପୁର ଡିଗ୍ରୀ ମହାବିଦ୍ୟାଳୟ : ଜ୍ୟୋତିର୍ମୟୀ ସଭାପତି, ସଲମାନ ସମ୍ପାଦକ

October 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version