No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ନଭେମ୍ବର ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କେଣ୍ଡେଲ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପାରଳା ଜଗନ୍ନାଥ ମନ୍ଦିର ନିକଟରୁ ଏକ ପଦଯାତ୍ରା ବିଜେପି ମହିଳା ସଭାପତି ପି. ଲତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ପାରଳା ବିଧାୟକତଥା ଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓ,ଜିଲ୍ଲା ସମ୍ପାଦକ କେ.ପୁଣ୍ୟ ବତୀ,ଜିଲ୍ଲା ଉପ ସଭାପତି ଜଗନ୍ନାଥ ମହାପାତ୍ର,କୃଷକମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ଜିଲ୍ଲା ସାଧାରଣ ସମ୍ପାଦକ ଅରୁଣିମା ସାହୁ,ଯୁବ ସଭାପତି ସନ୍ତୋଷ କୁମାର ଜେନା ଙ୍କ ସମେତ ବିଜେପି କର୍ମୀମାନେ କେଣ୍ଡେଲ ଶୋଭାଯାତ୍ରା ବଡ଼ ଦାଣ୍ଡ ରୁ ବାହାରି ବଜାର ଛକ ଠାରେ ପହଞ୍ଚି ଥିଲେ ।

No Result
View All Result