ପୁରୀ (ଓଡିଶା ତାଜା ନ୍ୟୂଜ ) ନି.ପ୍ର :- ପବିତ୍ର ମହାନବମୀ ତିଥି ରେ ଶ୍ରୀକ୍ଷେତ୍ରରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅଙ୍ଗ ବସ୍ତ୍ର ବାରପାଟିଆ ଯାଜପୁର ବିରଜାକ୍ଷେତ୍ର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଲାଗିକରାଯାଇଛି।ମା ବିରଜାଙ୍କ ଶାରଦୀୟ ପୂଜା ଅବସରରେ ଏହି ପରମ୍ପରା କେଉଁ ଆବହମାନ କାଳରୁ ଚଳି ଆସୁଛି । ମା ବିରଜାଙ୍କ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥ ଯାତ୍ରା ଭଳି ମାଙ୍କ ନବ ଦିନ ରଥ ଯାତ୍ରା ଓ

ମାଆଙ୍କ ପାଦ ଦର୍ଶନ ଶେଷ ଦିନ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଏହି ବାର ପାଟିଆ ବସ୍ତ୍ର ମାଆଙ୍କୁ ଅର୍ପଣ ପାଇଁ ପ୍ରେରଣ କରାଯାଇ ଥିଲା । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିରଜା ଟ୍ରଷ୍ଟ ବୋର୍ଡ ତରଫରୁ ଯାଜପୁର ବଲ୍ଲଭ ଜମିଦାର ପରିବାରର ସିଦ୍ଧାର୍ଥ ରାୟ ଶ୍ରୀମନ୍ଦିର ପ୍ରଶାସନ ଠାରୁ

















