No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଅକ୍ଟୋବର ବୁଧବାର) ଲିଙ୍ଗିପୂର :- ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗ୍ରାମପଞ୍ଚାୟତ ର ନାଥପୁର ଠାରେ ଭଗବତ ବାସୁଦେବ ଗୃହ ଏବଂ ଗୋଷ୍ଠି ଗୃହ ନିର୍ମାଣ । ସେହିପରି ପୁରୁଣା ଭୁବନେଶ୍ୱର ପରକରଣ ସାହି ଠାରୁ ବଢେଇ ବାଙ୍କ ପର୍ଯ୍ୟନ୍ତ ପେଭର୍ ବ୍ଲକ ରାସ୍ତା କୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଭୁବନେଶ୍ୱର ବ୍ଲକ ଚେୟାରମ୍ୟାନ ଅବିନାଶ ପଟ୍ଟନାୟକ,ଜିଲ୍ଲାପରିଷଦ ଦିପ୍ତିମୟୀ ସୁନ୍ଦରାୟ,ସରପଞ୍ଚ ରୀନାରାଣୀ ବେହେରା, ରଜନୀ ଦାସ,ସୁବାସ ସୁନ୍ଦରାୟ,ରାଜେନ୍ଦ୍ର ସାହୁ,ପ୍ରକାଶ ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ,କ୍ଷୀରୋଦ ପ୍ରଧାନ,ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ଦେ ଦାଶରଥି ଗରାବଡୁ, ପୁର୍ଣ୍ଣଚନ୍ଦ୍ର ବେହେରା,ତୋଫାନ ସାମନ୍ତରାୟ,ଗୌରମୋହନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
No Result
View All Result