No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୮ ଅଗଷ୍ଟ ରବିବାର ) ଭୁବନେଶ୍ୱର :- ଏହି ରାସ୍ତାଟି 2 କିଲୋମିଟର ବିଶିଷ୍ଟ ରାସ୍ତା ହୋଇଥିଲେ ମଧ୍ୟ ଏହା ଉପରେ ସତ୍ୟବିହାର, କିଷନନଗର,ସପ୍ତଶତୀ ନଗର,ମଞ୍ଚନାଥ ନଗର,ମଞ୍ଚେଶ୍ୱର ଶିଳ୍ପାଞ୍ଚଳ,ମଞ୍ଚେଶ୍ୱର ଗାଁ, ସମେଇଗାଡିଆ,ଚକେଇସିଆଣି,ଭିଏସଏସନଗର ଓ ମଞ୍ଚନାଥ ନଗର ଆଦିର ଅଧିବାସୀ ତଥା ଯାନବାହନ ପାଖାପାଖି 20 ହଜାରରୁ ଅଧିକ ଲୋକ
ଏହି ରାସ୍ତା ଉପରେ ନିର୍ଭର କରୁଥିବା ସ୍କୁଲ ପିଲା ଓ ବୟସ୍କ ଲୋକ ନାହିଁ ନ ଥିବା ଅସୂବିଧାରେ ପଡି ଅନେକ ଥର ଦୁର୍ଘଟଣା ଗ୍ରସ୍ତ ହୋଇ ହସ୍ପିଟାଲାଇଜ ହେଲେଣି କିନ୍ତୁ ଏହା ଉପରେ ପ୍ରସାସନର କେବେ ବି ଦୃଷ୍ଟି ପଡିଲା ନାହିଁ । ଏସବୁକୁ ଆଖିବୁଜି ଆଜି କଲୋନିବାସୀ ନିଜେ ଏକତ୍ରିତ ହୋଇ ହାତରୁ କଣ୍ଟ୍ରିବ୍ୟୁସନ କରି ରାସ୍ତାର ମରାମତି କାର୍ଯ୍ୟ ଜାରି ରଖିଛନ୍ତି । ଏଥି ପାଇଁ ଗଣମାଧ୍ୟମ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିବେଦନ କରିଛନ୍ତି । ( ବରିଷ୍ଠ ସାମ୍ବାଦିକ /ସ୍ୱରୂପ ଦାସ)
No Result
View All Result