No Result
View All Result

ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ରବିବାର ) ନୟାଗଡ଼ :- ନୟାଗଡ଼ ପୈାରପରିଷଦ ଅନ୍ତର୍ଗତ ୧୧ନମ୍ବର ୱାର୍ଡରେ ଥିବା “ବାସହୀନଙ୍କ ପାଇଁ ଆଶ୍ରୟ ସ୍ଥଳୀ “ଠାରେ ନୟାଗଡ଼ ପୁରୁଣା ସହରର ଯୁବ ସଂଗଠକ ଶୁଭ୍ରାଂଶୁ ଦାଶଙ୍କ ସହଯୋଗରେ ସର୍ବଭାରତୀୟ ମାନବାଧିକାର କମିଶନର ନୟାଗଡ଼ଜିଲ୍ଲା ମୁଖ୍ୟ ଡ.ପ୍ରିତମ ମହାପାତ୍ର,ପବିତ୍ର ମୋହନ ସାହୁ, ସତ୍ୟନାରାୟଣ ପଟ୍ଟନାୟକ, ଜୟପ୍ରକାଶ ପଣ୍ଡା ଏବଂ ଜ୍ୟୋତି ରଞ୍ଜନ ସାହୁ ପ୍ରମୁଖ

ଉପସ୍ଥିତ ରହି ଅସହାୟ ଅନ୍ତେବାସୀ ବୃଦ୍ଧବୃଦ୍ଧାଙ୍କୁ ଫଳ,ଖାଦ୍ୟ ଏବଂ ବସ୍ତ୍ର ବଣ୍ଟନ କରିଥିଲେ। ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଅସହାୟ ,ନିରଯ୍ୟାତିଡମାନଙ୍କୁ ନ୍ୟାୟ ପ୍ରଦାନପାଇଁ ସଂଘ ଲଢେଇ ଜୋରଦାର କରିବବୋଲି ଡ.ମହାପତ୍ର କହିଥିଲେ। ସଂଘର ଏଭଳି କାର୍ଯ୍ୟକୁ ସାଧରଣରେ ପ୍ରଶଂସା କରାଯାଇଛି । ( ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result