No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୩୧ ଡିସେମ୍ବର ଗୁରୁବାର )ପୁରୀ : – ଇଂରାଜୀ ନବବର୍ଷ ପାଳନକୁ ପୁରୀ ଶଙ୍କରାଚାର୍ଯ୍ୟଙ୍କ ବିରୋଧ ! କହିଲେ, ଜାନୁଆରୀ ୧ ତାରିଖ ନୂଆବର୍ଷ ନୁହେଁ ଆମ ପରମ୍ପରା, ଜାନୁଆରୀ – 1 କୁ ନବବର୍ଷ ରୂପେ ପାଳନ ନ କରିବାକୁ ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ଆହ୍ୱାନ କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ! ସେ କହିଛନ୍ତି ଜାନୁଆରୀ – 1 ତାରିଖ ଭାରତୀୟ ନୂଆବର୍ଷ ନୁହେଁ, ଏହା ଆମ ସଂସ୍କୃତି ପାଇଁ ଏକ କଳଙ୍କିତ ଦିନ !
ଜଣେ ହିନ୍ଦୁ ହିସାବରେ ପୂଜ୍ୟ ଶଙ୍କରାଚାର୍ଯ୍ୟଙ୍କ ଆହ୍ୱାନକୁ ମୁଁ ଶତପ୍ରତିଶତ ସମର୍ଥନ କରୁଛି ! ଆଶା କରୁଛି ଆପଣ ମାନେ ମଧ୍ୟ ଜାନୁଆରୀ -1 କୁ ନୂଆବର୍ଷ ରୂପେ ପାଳନ କରିବାରୁ ନିବୃତ୍ତ ରହି ଭାରତୀୟ ସଂସ୍କୃତିର ପୁନାରୁଥାନରେ ସହଭାଗୀ ହେବେ ବୋଲି !
No Result
View All Result