ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ରାତ୍ର ୧୦ ଘଟିକା ୪୫ ମିନିଟ୍ ସମୟରେ ସୁନ୍ଦରପଦା ଅଞ୍ଚଳର ଭୁବନେଶ୍ୱର ମ୍ୟୁନିସିପାଲିଟୀର ଏକ ନିଷ୍ଠାପର ଅବସର ପ୍ରାପ୍ତ କର୍ମଚାରୀ ଦୈତାରୀ ମିଶ୍ରଙ୍କ ବିୟୋଗ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ୭୯ ବର୍ଷ ବୟସରେ ସମସ୍ତଙ୍କୁ ଶୋକ ସାଗରରେ ଭସାଇ ସେ ଇହଲୀଳା ସମ୍ବରଣ କରିଛନ୍ତି ।
















