ପୂର୍ବାହ୍ନରେ ମାଉସିମା’ ଛକରୁ ରଥ ଦାଣ୍ଡ, ବିବେକାନନ୍ଦ ମାର୍ଗ ପରିକ୍ରମା କରାଯାଇଥିଲା । ସଂଘଠନର ରାଜ୍ୟ ସଭାପତି ଗଦାଧର ଦାସ ଓ କେନ୍ଦ୍ରୀୟ ସଚିବ ଲିଙ୍ଗରାଜ ସାହୁଙ୍କ ପରିଚାଳଣାରେ ଏହି ଶୋଭାଯାତ୍ରାରେ ବିଧାୟକ ସୁରେଶ କୁମାର ରାଉତରାୟ, ଶିକ୍ଷାବିତ୍ ପ୍ରସନ୍ନ କୁମାର ଚୌଧୁରୀ, ଜୟ କୃଷ୍ଣ ମଲିଆ, କପିଳ ପଣ୍ଡା, ଜ୍ଞାନ ପ୍ରକାଶ ପାଲ, ସଞ୍ଜିବ କୁମାର ସାହୁ, ଶକ୍ତି ପ୍ରସାଦ ସାହୁ, ଦେବାଶିଷ ପାଣିଗ୍ରାହୀ, ଶ୍ରୀକାନ୍ତ ନାୟକ, ବ୍ରଜ ନାୟକ, ଶଶି ଭୂଷଣ ଦାସ, ନରେନ୍ଦ୍ର ମଲ୍ଲ, ପ୍ରଭାତ କୁମାର ସାହୁ ଓ ବହୁ ସଭ୍ୟସାମିଲ ହୋଇଥିଲେ । କରୋନା ସଚେତନତା ଓ ମାସ୍କ ବଂଟନ କରାଯାଇଥିଲା । (ସଭାପତି / ଗଦାଧର ଦାସ ) © 2023 Odisha Taza News.