ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଜିଲ୍ଲାରେ କଂଗ୍ରେସ ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦିକା ଜସ୍ମିନ୍ ଶେଖଙ୍କ ସମେତ ଜିଲ୍ଲାର କଂଗ୍ରେସ ନେତୃବୃନ୍ଦ ତଥା ଗୋଷାଣୀ ବ୍ଲକ କଂଗ୍ରେସ ସଭାପତି ଏ. ଶ୍ରୀନିବାସ ରାଓ, ଏସ୍. ପାପା ରାଓ ଏବଂ କେ. ବାଲକୃଷ୍ଣ ପ୍ରମୁଖ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ମାନ୍ୟବର ଭକ୍ତଚରଣ ଦାସଙ୍କୁ ସାକ୍ଷାତ କରିବା ସହ ଅଖିଳ ଭାରତୀୟ କଂଗ୍ରେସ କମିଟିର ବରିଷ୍ଠ ନେତୃବୃନ୍ଦ ଜେ.ଟି. କୁସୁମ କୁମାର ଏବଂ
















