• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଏଥୋସ ଗ୍ଲୋବାଲ ପକ୍ଷରୁ ଏନର୍ଜି ଡ୍ରିଙ୍କ ଫ୍ୟାନ୍‌ଟୋମ୍ ର ବଜାର ପ୍ରବେଶ

Proprietor Abhimanyu Maharana by Proprietor Abhimanyu Maharana
April 29, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Odia Entrepreneur led Ethos Global unveils PHANTOME, an Energy Drink for Fast  Moving Generation
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଓଡିଆ ଉଦ୍ୟୋଗୀ ଅଙ୍କିତ ଖଣ୍ଡେଲୱାଲଙ୍କ ଦ୍ୱାରା ପରିଚାଳିତ ଏକ ଅଗ୍ରଣୀ ବ୍ୟବସାୟିକ ସଂସ୍ଥା ଏଥୋସ୍ ଗ୍ଲୋବାଲ ପକ୍ଷରୁ ଏହାର ନୂତନ ଏନର୍ଜି ଡ୍ରିଙ୍କ ଫ୍ୟାନ୍‌ଟୋମକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରାଯାଇଛି  ଯାହାକୁ  ଆଜିର ଦ୍ରୁତ ଗତିଶୀଳ ଯୁବପିଢିଙ୍କ ବେଗ, ମହତ୍ୱାକାଂକ୍ଷା ଓ ଜୀବନଶୈଳୀ ସହ ମେଳ ଖାଇବା ପାଇଁ ପ୍ରସ୍ତୁତ କରାଯାଇଛି । ବ୍ୟସ୍ତତା ଓ ସୃଜନଶୀଳତା ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କ ପାଇଁ ଡିଜାଇନ କରାଯାଇଥିବା ଫ୍ୟାନ୍‌ଟୋମ ଏନର୍ଜି ବେଭ୍‌ରେଜ ସେଗମେଂଟରେ ଏକ ନୂଆ ପ୍ରତିଦ୍ୱନ୍ଦୀଭାବେ ବଜାରରେ ପ୍ରବେଶ କରିଛି ।

ଏହି ଉତ୍ପାଦର ଶୁଭାରମ୍ଭ ଅବସରରେ ମତବ୍ୟକ୍ତ କରି ଫ୍ୟାନ୍‌ଟୋମର ଗ୍ରୁପ ଅଧ୍ୟକ୍ଷ, ଅଙ୍କିତ ଖଣ୍ଡେଲୱାଲ ବ୍ରାଣ୍ଡର ଦୃଷ୍ଟିକୋଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତିଯେ, “କମ୍ପାନୀ ଆଉ ଏକ ଏନର୍ଜି ଡ୍ରିଙ୍କ ତିଆରି କରିବାଠାରୁ ଆଗକୁ ବଢିଛି ବରଂ ଏହା ଏଭଳି ଏକ ଉତ୍ପାଦ ବିକଶିତ କରିଛି ଯାହା ଏକ ଜୀବନଶୈଳୀ ଓ ମାନସିକତାକୁ ପ୍ରତିଫଳନ କରୁଛି । ତାଙ୍କ ମତରେ, ଫ୍ୟାନଟୋମକୁ ନିରନ୍ତର ଭାବେ ପ୍ରୟାସ କରୁଥିବା, ସୃଷ୍ଟି କରୁଥିବା ଓ ସୀମା ଆଗକୁ ବଢାଉଥିବା ବ୍ୟକ୍ତିଙ୍କ ପାଇଁ ପରିକଳ୍ପନା କରାଯାଇଛି ଯାହା ସେମାନଙ୍କର ଲକ୍ଷ୍ୟ ସହ ସମନ୍ୱିତ ଶକ୍ତି ପ୍ରଦାନ କରିଥାଏ ।”

ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଧ୍ୟୟନ ଓ ତୀବ୍ର ଗେମିଂ ମାରାଥନଠାରୁ ଆରମ୍ଭ କରି ଜଟିଳ ବ୍ୟାୟାମ ଓ ମହତ୍ୱକାଂକ୍ଷୀ କ୍ୟାରିୟର ଅନୁସରଣ ପର୍ଯ୍ୟନ୍ତ ଫ୍ୟାନ୍‌ଟୋମ ନିଜକୁ ସ୍ଥାୟୀ ଶକ୍ତିର ଏକ ନିର୍ଭରଯୋଗ୍ୟ ଉତ୍ସାହ ଭାବେ ଅବସ୍ଥାପିତ କରିଛି । କ୍ୟାଫେନାଇନ ଓ ଜରୁରୀ ବି- ଭିଟାମିନର ଏକ ସନ୍ତୁଳିତ ମିଶ୍ରଣ ସହ ପ୍ରସ୍ତୁତ ଏହି ଡ୍ରିଙ୍କ ସାଧାରଣତଃ ପାରମ୍ପରିକ ପାନୀୟଗୁଡିକ ସହ ଜଡିତ ଶକ୍ତି ହ୍ରାସ ବିନା ଉପଭୋକ୍ତାଙ୍କୁ ଶକ୍ତିସମ୍ପନ୍ନ, କେନ୍ଦ୍ରିତ ଓ ସତେଜ ରଖିବା ପାଇଁ ପ୍ରତିଶ୍ରୁତି ଦେଉଛି । ଏହାର ସ୍ୱତନ୍ତ୍ର ଫ୍ଲେଭର ପ୍ରୋଫାଇଲ ଏହାକୁ ଭିନ୍ନ କରୁଛି, ଯାହା ଉଭୟ କାର୍ଯ୍ୟଦକ୍ଷତା ଓ ସ୍ୱାଦକୁ ଗୁରୁତ୍ୱ ଦେଉଥିବା ଏକ ପିଢିଙ୍କୁ ଆକର୍ଷିତ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ଉତ୍ପାଦକୁ ଆଧୁନିକ ଉପଯୋଗିତା ଶୈଳୀ ପାଇଁ ପ୍ରସ୍ତୁତ କରାଯାଇଛି ଯାହା  ସ୍ୱାସ୍ଥ୍ୟ ସଚେତନ ଉପଭୋକ୍ତାଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଉଭୟ ଲୋ ସୁଗାର ଓ ଜିରୋ ସୁଗାର ଭାରିଆଂଟରେ ଆସୁଛି । ଏହାର ସୁବିଧାଜନକ ପ୍ୟାକେଜିଂ ଓ ବ୍ୟାପକ ଉପଲବ୍ଧତା ସହିତ ଫ୍ୟାନଟୋମ କଲେଜ କ୍ୟାମ୍ପସ, ଫିଟ୍‌ନେସ୍ ସେଂଟର, ରିଟେଲ ଆଉଟଲେଟ, କ୍ୟାଫେ ଓ ଡିଜିଟାଲ ମାର୍କେଟପ୍ଲେସଗୁଡିକରେ ଏକ ଷ୍ଟାପଲରେ ପରିଣତ ହେବା ପାଇଁ ପ୍ରସ୍ତୁତ ରହିଛି ।

ଏହି ଲଂଚ୍ ସହିତ ଏଥୋସ୍ ଗ୍ଲୋବାଲ  ଭାରତର ଦ୍ରୁତ ସମ୍ପ୍ରସାରିତ ଏନର୍ଜି ଡ୍ରିଙ୍କ ମାର୍କେଟରେ ପ୍ରବେଶ କରିବା ପାଇଁ ଲକ୍ଷ୍ୟ ରଖିଛି ଏବଂ ଏଭଳି ଏକ ବ୍ରାଣ୍ଡ ଗଠନ କରୁଛି ଯାହା ଯୁବ ସଂସ୍କୃତି ଓ ବିକଶିତ ଉପଭୋକ୍ତା ପସନ୍ଦ ସହ ପ୍ରତିଧ୍ୱନିତ୍ୱ କରୁଥିବ । ଫ୍ୟାନଟୋମ ଏବେ ଅଗ୍ରଣୀ ରିଟେଲ ଓ ଅନ୍‌ଲାଇନ ପ୍ଲାଟଫର୍ମଗୁଡିକରେ ଉପଲବ୍ଧ ରହିଛି ଯାହା ଉପଭୋକ୍ତାଙ୍କୁ ଶକ୍ତି ଓ କାର୍ଯ୍ୟଦକ୍ଷତାର ଏକ ନୂତନ ମାନକର ଅନୁଭୂତି ପାଇବା ପାଇଁ ଆମନ୍ତ୍ରିତ କରୁଛି ।

ଫ୍ୟାନଟୋମ ହେଉଛି ଏକ ପରବର୍ତୀ ପିଢିର ଏନର୍ଜି ଡ୍ରିଙ୍କ ଯାହା ଲକ୍ଷ୍ୟ, ସୃଜନଶୀଳତା ଓ ପ୍ରତିଦିନର ସଫଳତାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଉଛି । ଉଦ୍ଭାବନ, ଗୁଣବତା ଓ ଜୀବନଶୈଳୀ ପ୍ରାସଙ୍ଗିକତା ଉପରେ ଏକ ମହତ୍ୱ ସହ ଏହି ବ୍ରାଣ୍ଡ ଲୋକମାନଙ୍କୁ ସେମାନଙ୍କର ସମସ୍ତ କାର୍ଯ୍ୟରେ ଶକ୍ତିସମ୍ପନ୍ନ ଓ ଅନୁପ୍ରାଣିତ ରହିବା ପାଇଁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

April 29, 2026
ଚିଲିକା ପୁସ୍ତକ ମେଳା ଉଦଯାପିତ ପାଞ୍ଚ ଦିବସ ବ୍ୟାପୀ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚିଲିକା ପୁସ୍ତକ ମେଳା ଉଦଘାଟିତ

ଚିଲିକା ପୁସ୍ତକ ମେଳା ଉଦଯାପିତ ପାଞ୍ଚ ଦିବସ ବ୍ୟାପୀ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚିଲିକା ପୁସ୍ତକ ମେଳା ଉଦଘାଟିତ

April 29, 2026
Odia Entrepreneur led Ethos Global unveils PHANTOME, an Energy Drink for Fast  Moving Generation

ଏଥୋସ ଗ୍ଲୋବାଲ ପକ୍ଷରୁ ଏନର୍ଜି ଡ୍ରିଙ୍କ ଫ୍ୟାନ୍‌ଟୋମ୍ ର ବଜାର ପ୍ରବେଶ

April 29, 2026
Odia Entrepreneur led Ethos Global unveils PHANTOME, an Energy Drink for Fast  Moving Generation

Odia Entrepreneur led Ethos Global unveils PHANTOME, an Energy Drink for Fast Moving Generation

April 29, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

ସ୍ୱର୍ଗତଃ ସୁଦୀପ୍ତା ମହାନ୍ତିଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

April 29, 2026
ଚିଲିକା ପୁସ୍ତକ ମେଳା ଉଦଯାପିତ ପାଞ୍ଚ ଦିବସ ବ୍ୟାପୀ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚିଲିକା ପୁସ୍ତକ ମେଳା ଉଦଘାଟିତ

ଚିଲିକା ପୁସ୍ତକ ମେଳା ଉଦଯାପିତ ପାଞ୍ଚ ଦିବସ ବ୍ୟାପୀ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଚିଲିକା ପୁସ୍ତକ ମେଳା ଉଦଘାଟିତ

April 29, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version