ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ଚଳିତ ବର୍ଷ ଅକ୍ଟୋବର ୨୭ତାରିଖ ଠାରୁ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଦୁର୍ନିତି ନିବାରଣ ସଚେତନତା ପାଳନ ଅବସରରେ ବାଙ୍କୀ ଉପଜିଲ୍ଲାପଳ କାର୍ଯ୍ୟାଳୟରେ ଆଜି ଦୁର୍ନିତି ନିବାରଣ ସଚେତନତା ଶପଥପାଠ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥପାଠ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ପ୍ରିୟଙ୍କା ଝୁଣାରସିଂହ ଅଧ୍ୟକ୍ଷତା କରିଥିଲେ ।















