• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତ ବିକାଶ ପରିଷଦର ପ୍ରାନ୍ତୀୟ ମହିଳା ସହଭାଗିତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ

Proprietor Abhimanyu Maharana by Proprietor Abhimanyu Maharana
December 30, 2019
in ଓଡ଼ିଶା, ହୋମ୍
0
ଭାରତ ବିକାଶ ପରିଷଦର ପ୍ରାନ୍ତୀୟ ମହିଳା ସହଭାଗିତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନିଉଜ୍) ଭୁବନେଶ୍ୱର 30.12.2019 :- ଭାରତ ବିକାଶ ପରିଷଦ ଓଡ଼ିଶା ପ୍ରାନ୍ତ ତରଫରୁ ସ୍ଥାନୀୟ ରେଡ଼କ୍ରସ ଭବନଠାରେ ରବିବାର ୯ ଘଟିକା ସମୟରେ ଏକ ପ୍ରାନ୍ତୀୟ ମହିଳା ସହଭାଗିତା କାର୍ଯ୍ୟକ୍ରମ ଓ ସଭାର ଆୟୋଜନ କରାଯାଇଥିଲା । ନାରୀ ଶିକ୍ଷା ଓ ସଚେତନତା ମାଧ୍ୟମରେ ମହିଳାମାନଙ୍କୁ କିଭଳି ଭାବରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରାଯାଇପାରିବା ସହ ମହିଳା ସଶକ୍ତିକରଣ କରାଯାଇପାରିବ, ସେ ସମ୍ବନ୍ଧରେ ଆମ ରାଜ୍ୟର ଅନ୍ୟାନ୍ୟ ଶାଖାରୁ ଆସିଥିବା ମହିଳାମାନେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମାଜକୁ ସେମାନଙ୍କର ର୍ବା ପ୍ରେରଣ କରିଥିବା ବେଳେ ଶାଖାର ମହିଳା ସଂଯୋଜିକା ମାନେ ତାଙ୍କର ବାର୍ଷିକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିଲେ ।

ଏଥିରେ ମୁଖ୍ୟ ଅତିଥି ଭାବେ ସମାଜସେବୀ, ଆଇନ୍ଜୀବୀ ତଥା ମା’ଘରର ପ୍ରତିଷ୍ଠାତ୍ରୀ ଋତୁପର୍ଣ୍ଣା ମହାନ୍ତି ଯୋଗଦେଇ ଆଜିର ସମାଜରେ ନାରୀର ର୍କବ୍ୟ ଓ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ପଣ୍ଡା ମହିଳା ସହଭାଗିତା କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିବା ବେଳେ ରାଷ୍ଟ୍ରୀୟ ସମ୍ପାଦିକା ଶ୍ରୀମତୀ ଗୀତା ପଟ୍ଟନାୟକ ପର୍ଯ୍ୟବେକ୍ଷିକା ହିସାବରେ କାର୍ଯ୍ୟକ୍ରମ ଉପରେ ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ । ପ୍ରାନ୍ତ ସାଧାରଣ ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁିଆ, କ୍ଷେତ୍ରୀୟ ସଚିବ ସଙ୍ଗୀତା ଦାଶ ମହିଳାମାନଙ୍କ ଭୂମିକା ଉପରେ ନିଜ ନିଜର ମତାମତ ରଖିଥିଲେ । ପ୍ରାନ୍ତୀୟ ସଂଯୋଜିକା ଶ୍ରୀମତୀ ସରୋଜିନୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରି·ଳନା କରିଥିଲେ ।

ଆୟୋଜକ ଶାଖା ହିସାବରେ ଭୁବନେଶ୍ୱର ଉର ଶାଖାର ସଭାପତି ଶ୍ରୀମତୀ ବୀଣାପାଣି ସାହୁ ସ୍ୱାଗତ ଭାଷଣ ଓ ସମ୍ପାଦକ ନୀଳମଣି କର, ପ୍ରାକ୍ତନ ଅର୍ଥ ସଚିବ ଶ୍ରୀଧର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସର୍ବଶ୍ରୀ ଲକ୍ଷ୍ମଣ କୁମାର ମହାନ୍ତି, ଗଗନ ବିହାରୀ ଚୟନି, ପ୍ରକାଶ ଚନ୍ଦ୍ର ମହାନ୍ତି, ଚକ୍ରଧର ତ୍ରିପାଠୀ, ଜଗତମୋହନ ପଟ୍ଟନାୟକ, ମନୋରଞ୍ଜନ ମହାନ୍ତି, ଶ୍ରୀ ପଦ୍ମାଳୟା ଗରାବଡ଼ୁ, ପ୍ରେମଲତା ଦେବୀ, ତନୁଜା ନନ୍ଦ, ପୂର୍ଣ୍ଣବାସୀ ଦେବୀ, ସବିତା ମିଶ୍ର, ଶାନ୍ତିପ୍ରଭା ଦାସ ଏବଂ ସୁଶ୍ରୀ ବିଜୟଲକ୍ଷ୍ମୀ ସାହୁ ଓ ମଞ୍ଜୁଳା ତ୍ରିପାଠୀ ତଥା ଅର୍ଥ ସଚିବ ମଧୁସୂଦନ ଜେନା, ସଂଯୋଜିକା ରେବତୀ ଦାଶଙ୍କ ସହ ଅନ୍ୟାନ୍ୟ କର୍ମର୍କା ଓ ସଭ୍ୟଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ଭୁବନେଶ୍ୱରର କେନ୍ଦ୍ରୀୟ ଶାଖାର ମହିଳାମାନେ ନାଟକ ମାଧ୍ୟମରେ ଶିକ୍ଷା ଓ ଜାତୀୟତାବୋଧ କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଥିଲେ ଏବଂ ଉର ଶାଖା ତରଫରୁ ଭାରତ ବିକାଶ ପରିଷଦର ସମ୍ପର୍କ ଓ ସହଯୋଗ ପ୍ରମୁଖ ୫ଟି ନୀତିକୁ ନାଟ୍ୟ ମାଧ୍ୟମରେ ଅତି ଚମକ୍ରାର ଭାବେ ପରିବେଷଣ କରିବା ସହ ଚନ୍ଦ୍ରଶେଖରପୁର ଶାଖା ଶଙ୍ଖ, ହୁଳହୁଳି ଏବଂ ଜାତୀୟତାବୋଧ ସଙ୍ଗୀତରେ ମ ପ୍ରକମ୍ପିତ କରିଥିଲେ ।

ନୟାଗଡ଼ ଶାଖାର ସଂସ୍କୃତି ସମ୍ପନ୍ନ ତଥା ଜାତୀୟବୋଧ ଗୀତ ପରିବେଷଣ କରିଥିଲେ ଏବଂ ପୁରୀ ଶାଖାର ମହିଳମାନେ ପିଲାମାନଙ୍କ ·ଲିଚଳଣ, କଥାର୍ବାା ଏବଂ ଚରିତ୍ର ଗଠନ ପାଇଁ ଉପଯୁକ୍ତ ଶିକ୍ଷା ପ୍ରଦାନର ମାଧ୍ୟମକୁ ମ ପ୍ରଦର୍ଶନ ମାଧ୍ୟମରେ ବର୍ଣ୍ଣନା କରିଥିଲେ । ବାଣୀବିହାର ଶାଖାର ମହିଳାକର୍ମର୍କାମାନେ ଓଡ଼ିଆ ଘରର ବିଭିନ୍ନ ପିଠାପଣା ପ୍ରସ୍ତୁତ କରି ପ୍ରଦର୍ଶନ କରିବା ଉପସ୍ଥିତ ଜନତାଙ୍କ ମଧ୍ୟରେ ବନ କରିଥିଲେ । ଏହି ଅବସରରେ ଶ୍ରୀମତୀ ବିଦୁଲତା ସ୍ୱାଇଁ ଏବଂ ଯମେଶ୍ୱର ସ୍ୱାଇଁଙ୍କ ସଂଗୃହିତ ‘ଆସ ଶୁଣିବା ମହାପୁରୁଷଙ୍କ ମହତ୍ବାଣୀ’ ପୁସ୍ତକର ଉନ୍ମୋଚିତ ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ

ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ

June 17, 2026
Kandhamal Police Recover Maoist Arms, Ammunition and Explosives from Concealed Dump During Major Anti-Naxal Operation

କନ୍ଧମାଳରେ ମାଓବାଦୀଙ୍କ ଗୁପ୍ତ ଅସ୍ତ୍ର ଭଣ୍ଡାର ଠାବ : ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗ ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଡବଲ ଧୋକ୍କା : ବିଜେଡି

ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ କମିବା ପ୍ରସଙ୍ଗ ଡବଲ ଇଞ୍ଜିନ ସରକାରଙ୍କ ଓଡ଼ିଶା ପ୍ରତି ଡବଲ ଧୋକ୍କା : ବିଜେଡି

June 17, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ

ଉପ କାରାଗାର ପରିସରରୁ ବାହାରୁଥିବା ଆବର୍ଜନା ପାଣି ଦୁର୍ଗନ୍ଧରେ ଗୁଳିମରାପଦା ବାସିନ୍ଦା ହନ୍ତସନ୍ତ

June 17, 2026
Kandhamal Police Recover Maoist Arms, Ammunition and Explosives from Concealed Dump During Major Anti-Naxal Operation

କନ୍ଧମାଳରେ ମାଓବାଦୀଙ୍କ ଗୁପ୍ତ ଅସ୍ତ୍ର ଭଣ୍ଡାର ଠାବ : ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଜବତ

June 17, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version