No Result
View All Result
0୫ ଜାନୁଆରୀ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍ ) କେନ୍ଦ୍ରାପଡ଼ା :-> ଭାରତର 14 ତମ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କର 92 ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୯୩୨ ମସିହାରେ ଅବିଭକ୍ତ ପଞ୍ଜାବରେ ଜନ୍ମଗ୍ରହଣ କରିଥିବା ମନମୋହନ ସିଂ କେବଳ ଜଣେ ଦକ୍ଷ ଅର୍ଥନୀତିଜ୍ଞ ତଥା ଏକାଡେମିକ୍ ଭାବରେ ଭାରତ ଆସିଥିଲେ ।
ଅକ୍ସଫୋର୍ଡ ୟୁନିଭରସିଟିରୁ ଅର୍ଥନୀତିରେ ପିଏଚଡି ସମାପ୍ତ କରି ଡ ମନମୋହନ ସିଂ ଭାରତକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଶନିବାର, 28 ଡିସେମ୍ବର ୨୦୨୪ ୦୮:୪୫ pm ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।
ପାଟକୁରା ନିର୍ବାଚନ ମଣ୍ଡଳୀ ରେ ପାଟକୁରା କଂଗ୍ରେସ ତରଫରୁ ସ୍ଥାନୀୟ ଚାନ୍ଦୋଳ ସ୍ଥିତ ସାଇ ସୀତାଂଶୁ କଲ୍ୟାଣ ମଣ୍ଡପ ଠାରେ ଭାରତ ର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂ ଙ୍କ ଏକାଦଶାହ ଦିବସ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହେଉଛି.
ଏଥିରେ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଶ୍ରୀମତୀ ସିପ୍ରା ମଲ୍ଲିକ, ବରିଷ୍ଟ ନେତା ପ୍ରଫୁଲ୍ଲ ଦାସ ପ୍ରମୁଖ ଉପସ୍ଥିତ ଅଛନ୍ତି ।

No Result
View All Result