• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ସିଏମ୍‌ଇ ୨୦୨୫ରେ ସନ୍ତାନ ପକ୍ଷରୁ ଭାରତର ପ୍ରଥମ ଫର୍ଟିଲିଟି କମ୍ପାନିଅନ ଆପ୍‌ର ଶୁଭାରମ୍ଭ

Proprietor Abhimanyu Maharana by Proprietor Abhimanyu Maharana
June 30, 2025
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ସିଏମ୍‌ଇ ୨୦୨୫ରେ ସନ୍ତାନ ପକ୍ଷରୁ ଭାରତର ପ୍ରଥମ ଫର୍ଟିଲିଟି କମ୍ପାନିଅନ ଆପ୍‌ର ଶୁଭାରମ୍ଭ

Share on FacebookShare on TwitterWhatsapp

ଭୁବନେଶ୍ୱର/ଗୋପାଳପୁର (ଓଡ଼ିଶା ତାଜା ନ୍ୟୁଜ୍)  :- ଭାରତର ଅଗ୍ରଣୀ ସ୍ୱଦେଶୀ ଓ ଟେକ୍ନୋଲୋଜି-ଚାଳିତ ଫର୍ଟିଲିଟି ଚେନ୍ ସନ୍ତାନ ଫର୍ଟିଲିଟି ଜୁନ୍ ୨୯ ତାରିଖ ୨୦୨୫ରେ ଗୋପଳପୁରସ୍ଥିତ ହୋଟେଲ ପ୍ରମୋଦଠାରେ ଆୟୋଜିତ କଂଟିନ୍ୟୁୟିଙ୍ଗ ମେଡିକାଲ ଏଜୁକେଶନ (ସିଏମ୍‌ଇ) ଇଭେଂଟରେ ସନ୍ତାନ ଆପ୍‌ର ଶୁଭାରମ୍ଭ କରିଛି । ସନ୍ତାନ ଆପ୍‌ (https://santaancompanion.netlify.app) ହେଉଛି l ଭାରତର ପ୍ରଥମ ସମ୍ପୂର୍ଣ୍ଣ ସମନ୍ୱିତ ଡିଜିଟାଲ ଫର୍ଟିଲିଟି କମ୍ପାନିଅନ ପ୍ଲାଟଫର୍ମ । ଆଇଭିଏଫ ଯାତ୍ରା ରୋଗୀଙ୍କ ପାଇଁ ଉତ୍ସାହପୂର୍ଣ୍ଣ ଓ ଜଟିଳ ହୋଇଥାଏ । ଏହି ପ୍ରକ୍ରିୟାକୁ ନେଇ ଅନେକ ସନ୍ଦେହ ଓ ଆହ୍ୱାନ ରହିଥାଏ ଯାହାର ଉତର ମିଳିନଥାଏ । ଆମର ସାଇନ୍ସ ଅଫ୍ ସ୍ମାଇଲ୍‌ସକୁ ଆଧାରରେ ଆମର ଲକ୍ଷ୍ୟ ହେଉଛି ରୋଗୀଙ୍କ ମଧ୍ୟରେ ସ୍ୱଚ୍ଛତା ଓ ବିଶ୍ୱାସ ସୃଷ୍ଟି କରିବା ପାଇଁ ଟେକ୍ନୋଲୋଜିର ବ୍ୟବହାର କରିବା ।

ଆମର କମ୍ପାନିଅନ ବଟ୍ ବୈଜ୍ଞାନିକ ଓ ସହାନୁଭୂତିଶୀଳ ଉପାୟରେ ରୋଗୀଙ୍କର ପ୍ରତ୍ୟେକ ପ୍ରଶ୍ନର ଉତର ଦେବ । ପ୍ରତ୍ୟେକ ରୋଗୀଙ୍କର ସ୍ୱତନ୍ତ୍ର ଭାବନାତ୍ମକ, ଆର୍ଥିକ ଓ ଚିକିତ୍ସକୀୟ ଆବଶ୍ୟକତା ରହିଛି । ଆଇଭିଏଫରେ କାଉନ୍ସଲିଙ୍ଗ ମଧ୍ୟ ଏକ ଅବହେଳିତ କ୍ଷେତ୍ର । ଆମର ଏଆଇ କାଉନ୍ସିଲର ଏକ ଏଆଇ ବ୍ୟକ୍ତିତ୍ୱ ସୃଷ୍ଟି କରିଥାଏ ଏବଂ ପ୍ରତ୍ୟେକ ରୋଗୀଙ୍କ ପାଇଁ ବ୍ୟକ୍ତିଗତ ମାର୍ଗର ପରାମର୍ଶ ଦେଇଥାଏ । ଏହା ଦମ୍ପତିମାନଙ୍କୁ ଗୋଟିଏ ସ୍ଥାନରେ ବ୍ୟକ୍ତିଗତ ଚିକିତ୍ସା ଟ୍ରାକିଙ୍ଗ୍‌, ଶିକ୍ଷା ସଂଶାଧନ, ନିୟମିତ ରିମାଇଣ୍ଡର ଓ ଭାବନାତ୍ମକ ସହଯୋଗ ଆଦି ପ୍ରଦାନ କରି ସଶକ୍ତ କରିଥାଏ । ସନ୍ତାନ ଟେକ୍ନୋଲୋଜି ପ୍ଲାଟଫର୍ମ ଉପରେ ନିର୍ମିତ ଏହି ଆପ୍ ହେଉଛି ଡାଟା-ସକ୍ଷମ, ଏଆଇ- ସହଯୋଗପ୍ରାପ୍ତ, ରୋଗୀ କୈନ୍ଦ୍ରିତ ପ୍ରଜନନ ସ୍ୱାସ୍ଥ୍ୟସେବା ଦିଗରେ ଏକ ବଡ ପଦକ୍ଷେପ । ଏହା ସନ୍ତାନର ବ୍ୟାପକ ଡିଜିଟାଲ ଉଦ୍ଭାବନ ଯୋଜନାର ଏକ ଆରମ୍ଭ ମାତ୍ର ।

ଏହି ଆପ୍‌ ଖୁବ୍‌ଶୀଘ୍ର ସନ୍ତାନ ଇଏମଆର (ଇଲେକ୍‌ଟ୍ରୋନିକ ମେଡିକାଲ ରେକର୍ଡ) ଭଳି ଅନ୍ୟ ଇନ୍‌- ହାଉସ ପ୍ଲାଟଫର୍ମଗୁଡିକୁ ଏକତ୍ରିକରଣ କରିବ, ଏହି ସମସ୍ତ ପ୍ଲାଟଫର୍ମଗୁଡିକୁ ଫର୍ଟିଲିଟି ଚିକିତ୍ସା କ୍ଷେତ୍ରରେ ସ୍ୱଚ୍ଛତା, ଦକ୍ଷତା ଓ ସମାନୁଭୂତି ଆଣିବା ପାଇଁ ଡିଜାଇନ କରାଯାଇଛି । ଏସମ୍ପର୍କରେ ସନ୍ତାନ ଗ୍ରୁପର ଉଦ୍ଭାବନ ବିଭାଗର ପ୍ରତିଷ୍ଠାତା, ଡକ୍ଟର ସତିଶ ପ୍ରସାଦ ରଥ କହିଛନ୍ତିଯେ, “ସନ୍ତାନ ଆପ ବିଜ୍ଞାନ, ସମାନୁଭୂତି ଓ ଡିଜିଟାଲ ଇଂଟେଲିଜେନ୍ସକୁ ଏକୀକୃତ କରିବାର ଆମର ଲକ୍ଷ୍ୟ ଦିଗରେ ଏକ ନିର୍ଭୀକ ପଦକ୍ଷେପର ପ୍ରତିନିଧିତ୍ୱ କରୁଛି । ଭାରତର ପ୍ରଥମ ଏଣ୍ଡ୍‌-ଟୁ-ଏଣ୍ଡ ଫର୍ଟିଲିଟି କେୟାର କମ୍ପାନିଅନ ଭାବେ ଏହା ଭବିଷ୍ୟତ- ପ୍ରସ୍ତୁତ, ରୋଗୀ-ପ୍ରଥମ ସ୍ୱାସ୍ଥ୍ୟସେବା ପାଇଁ ମଂଚ ପ୍ରସ୍ତୁତ କରିଛି ।

“ଆର୍ଟ: ଚ୍ୟାଲେଞ୍ଜ ଇନ କରେଂଟ ସିନାରିଓ” ବିଷୟବସ୍ତୁ ଆଧାରିତ ଦିନିକିଆ ସିଏମଇ ଇଭେଂଟର ଅଂଶ ଭାବେ ଏହି ଆପ୍‌ର ଶୁଭାରମ୍ଭ କରାଯାଇଛି । ଏହି ଇଭେଂଟରେ ଅନ୍ତର୍ଭୁକ୍ତଥିବା କାର୍ଯ୍ୟକ୍ରମଗୁଡିକ ଯେପରିକି, କ୍ରାୟୋପ୍ରିଜର୍ଭେଶନ ଟେକ୍‌ନିକ୍‌ କ୍ଷେତ୍ରରେ ଏକ ଲାଇଭ୍ ୱର୍କସପ, ଡକ୍ଟର ରଥଙ୍କ ଦ୍ୱାରା ‘ଏଆଇ ଇନ ରିପ୍ରଡକ୍ଟିଭ ମେଡିସିନ’ ପ୍ରସଙ୍ଗ ଉପରେ ଏକ ବକ୍ତୃତା ଏବଂ ସନ୍ତାନ ଫର୍ଟିଲିଟିର କ୍ଲିନିକାଲ ଡାଇରେକ୍ଟର, ଡକ୍ଟର ଦୀପିକା କେ ଏନ ପାଢୀଙ୍କ ଦ୍ୱାରା ‘ଆଇୟୁଆଇ ଅର୍‌ ଆଇଭିଏଫ – ଚୁଜିଙ୍ଗ ଦ ରାଇଟ ପାଥ୍ ଟୁ ପ୍ୟାରେଂଟହୁଡ’ ଶୀର୍ଷକ ଏକ ପ୍ୟାନେଲ ଆଲୋଚନା ପରିଚାଳିତ ହୋଇଥିଲା । ଏହି ଇଭେଂଟରେ ରିପ୍ରଡକ୍ଟିଭ ମେଡିସିନ ଓ ସ୍ୱାସ୍ଥ୍ୟସେବା ଉଦ୍ଭାବନ କ୍ଷେତ୍ରରେ ପ୍ରତିଷ୍ଠିତ ବିଶେଷଜ୍ଞମାନେ ଯୋଗ ଦେଇଥିଲେ ଏବଂ ଏହା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସମାପ୍ତ ହୋଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

ଅହଙ୍କାର ସର୍ବନାଶ ‘ଜଉଘର’ ନାଟକରେ ସୁନ୍ଦର ଭାବ ପ୍ରତିଫଳିତ

May 11, 2026
ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

ପୁରୀ ସହର ସମସ୍ୟା ବୁଝିବ କିଆ ? ଚେଇଁ ଶୋଇଥାଏ ଯିଏ ତାକୁ ଉଠାଇବ କିଏ

May 11, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026
ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

ରାଜ୍ଯସ୍ତରୀୟ ଯୋଗ ପ୍ରତିଯୋଗିତା ଉଦଯାପିତ

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version